ସ୍ୱାମୀ ବିବେକାନନ୍ଦଙ୍କ ଚିକାଗୋ ଅଭିଭାଷଣକୁ ୧୨୫ ବର୍ଷ ପୂରିଲା

ନୂଆଦିଲ୍ଲୀ: ଆଜିକୁ ୧୨୫ ବର୍ଷ ତଳେ ବିଶିଷ୍ଟ ଚିନ୍ତାନାୟକ ଓ ଦିଗ୍‌ଦର୍ଶକ ସ୍ୱାମୀ ବିବେକାନନ୍ଦ, ପାଶ୍ଚାତ୍ୟ ଦୁନିଆରେ ନିଜ ଅଭିଭାଷଣରେ ସାରା ବିଶ୍ୱର ହୃଦୟ ଜିତି ପାରିଥିଲେ। ସାରା ବିଶ୍ୱକୁ ଐକ୍ୟଶକ୍ତି ସହ ପରିଚିତ କରାଇଥିଲେ। ଦେଶ ବାହାରେ ଭାରତୀୟ ସଂସ୍କୃତିର ମହାନତା ସଂପର୍କରେ ବୁଝେଇଥିଲେ। ଦେଶ ଭିତରର ସମସ୍ୟା ଓ ସାମାଜିକ କୁସଂସ୍କାର ସମ୍ପର୍କରେ ମଧ୍ୟ କହିଥିଲେ। ଆଜି ହେଉଛି ଚିକାଗୋରେ ସ୍ୱାମୀ ବିବେକାନନ୍ଦଙ୍କ ଉଦବୋଧନର ୧୨୫ ବର୍ଷ ପୂର୍ତ୍ତି ଏବଂ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ […]

Rakesh Mallick
  • Published: Monday, 11 September 2017
  • Updated: 11 September 2017, 02:22 PM IST

Sports

Latest News

ନୂଆଦିଲ୍ଲୀ: ଆଜିକୁ ୧୨୫ ବର୍ଷ ତଳେ ବିଶିଷ୍ଟ ଚିନ୍ତାନାୟକ ଓ ଦିଗ୍‌ଦର୍ଶକ ସ୍ୱାମୀ ବିବେକାନନ୍ଦ, ପାଶ୍ଚାତ୍ୟ ଦୁନିଆରେ ନିଜ ଅଭିଭାଷଣରେ ସାରା ବିଶ୍ୱର ହୃଦୟ ଜିତି ପାରିଥିଲେ। ସାରା ବିଶ୍ୱକୁ ଐକ୍ୟଶକ୍ତି ସହ ପରିଚିତ କରାଇଥିଲେ। ଦେଶ ବାହାରେ ଭାରତୀୟ ସଂସ୍କୃତିର ମହାନତା ସଂପର୍କରେ ବୁଝେଇଥିଲେ। ଦେଶ ଭିତରର ସମସ୍ୟା ଓ ସାମାଜିକ କୁସଂସ୍କାର ସମ୍ପର୍କରେ ମଧ୍ୟ କହିଥିଲେ। ଆଜି ହେଉଛି ଚିକାଗୋରେ ସ୍ୱାମୀ ବିବେକାନନ୍ଦଙ୍କ ଉଦବୋଧନର ୧୨୫ ବର୍ଷ ପୂର୍ତ୍ତି ଏବଂ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଶତବାର୍ଷିକୀ। ଏହି ଅବସରରେ ୟଙ୍ଗ୍ ଇଣ୍ଡିଆ- ନ୍ୟୁ ଇଣ୍ଡିଆ ଛାତ୍ର ସମ୍ମିଳନୀରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଅଭିଭାଷଣ ପ୍ରଦାନ କରିଛନ୍ତି।

ସେ କହିଛନ୍ତି- “ଯେଉଁ ଲୋକ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଲିପ୍ତ ଅଛନ୍ତି, ସେମାନଙ୍କର ବନ୍ଦେ ମାତରମ ନାରା ଦେବାର କୌଣସି ଅଧିକାର ନାହିଁ।” ଏହି ଅବସରରେ ମୋଦି ସାଧାରଣ ଲୋକଙ୍କୁ ନିଜର ସ୍ଲୋଗାନ୍ ଦେଇଥିଲେ। ତାହା ହେଲା- ‘ଫଲୋ ଦି ରୁଲ୍, ଇଣ୍ଡିଆ ଉଇଲ୍ ରୁଲ୍’। ଅର୍ଥାତ ଆପଣ ନିୟମକୁ ଫଲୋ କରନ୍ତୁ, ଭାରତ ସାରା ବିଶ୍ୱରେ ରାଜୁତି କରିବ। ଯିଏ ଏବଂ ଯାହା ସମାଜ ପାଇଁ ଖରାପ, ତାକୁ ଆମକୁ ଛାଡ଼ିବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story