ମହାକାଶରେ ସିନେମା ହଲ୍‌:ହଲିଉଡ୍‌ ଫିଲ୍ମ ମଜାନେଲେ ମହାକାଶଚାରୀ

ନୂଆଦିଲ୍ଲୀ: ନିକଟରେ ରିଲିଜ୍‌ ହୋଇଥିବା ହଲିଉଡ୍‌ ଫିଲ୍ମ ‘ଷ୍ଟାର ୱାର୍ସ–ଦ ଲାଷ୍ଟ ଜେଡି’ ପ୍ରଶଂସା ସାଉଁଟିବାରେ ଲାଗିଛି। ଏହି ଫିଲ୍କକୁ ବେଶ୍‌ ପସନ୍ଦ କରୁଛନ୍ତି ଦର୍ଶକ। ଏମତିକି ମହାକାଶରେ ଥିବା ମହାକାଶଚାରୀ ମଧ୍ୟ ଏହି ଫିଲ୍କ ପ୍ରେମରେ ପଡ଼ି ଯାଇଛନ୍ତି। ନାସାର ମହାଶୂନ୍ୟ ଯାତ୍ରୀ ମହାକାଶରେ ଏହି ଫିଲ୍ମ ଦେଖିଛନ୍ତି। ନାସାର ମହାଶୂନ୍ୟ ଯାତ୍ରୀ ମାର୍କ ୱିଣ୍ଡେ ହେଇ ଟ୍ୱିଟ୍‌ କରି ଏକ ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ ଦେଖିବାକୁ ମିଳିଛି ଯେ ସମସ୍ତ ମହାଶୂନ୍ୟ ଯାତ୍ରୀ […]

nasa

nasa

Rakesh Mallick
  • Published: Tuesday, 26 December 2017
  • Updated: 26 December 2017, 11:59 AM IST

Sports

Latest News

ନୂଆଦିଲ୍ଲୀ: ନିକଟରେ ରିଲିଜ୍‌ ହୋଇଥିବା ହଲିଉଡ୍‌ ଫିଲ୍ମ ‘ଷ୍ଟାର ୱାର୍ସ–ଦ ଲାଷ୍ଟ ଜେଡି’ ପ୍ରଶଂସା ସାଉଁଟିବାରେ ଲାଗିଛି। ଏହି ଫିଲ୍କକୁ ବେଶ୍‌ ପସନ୍ଦ କରୁଛନ୍ତି ଦର୍ଶକ। ଏମତିକି ମହାକାଶରେ ଥିବା ମହାକାଶଚାରୀ ମଧ୍ୟ ଏହି ଫିଲ୍କ ପ୍ରେମରେ ପଡ଼ି ଯାଇଛନ୍ତି। ନାସାର ମହାଶୂନ୍ୟ ଯାତ୍ରୀ ମହାକାଶରେ ଏହି ଫିଲ୍ମ ଦେଖିଛନ୍ତି। ନାସାର ମହାଶୂନ୍ୟ ଯାତ୍ରୀ ମାର୍କ ୱିଣ୍ଡେ ହେଇ ଟ୍ୱିଟ୍‌ କରି ଏକ ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ ଦେଖିବାକୁ ମିଳିଛି ଯେ ସମସ୍ତ ମହାଶୂନ୍ୟ ଯାତ୍ରୀ ତଳେ ଶୋଇ ରହି ଫିଲ୍ମ ଦେଖୁଛନ୍ତି।

ମହାଶୂନ୍ୟ ଯାତ୍ରୀ ମାର୍କ ୱିଣ୍ଡେ ଟ୍ୱିଟ୍‌ରେ ଲେଖିଛନ୍ତି,“ ନାସା ଡିଜ୍‌ନୀ ସହଯୋଗରେ ସ୍ପେଶ୍‌ ଷ୍ଟେସନ୍‌ରେ ବଡ଼ ସ୍କ୍ରିନ୍‌ ଲଗାଇଛି।”

ଡିଜ୍‌ନୀ ମିଶନ୍‌ କଣ୍ଟ୍ରୋଲ୍‌ ଜରିଆରେ ଫିଲ୍କକୁ ଅପଲିଙ୍କ୍‌ କରାଯାଉଥିବା ନାସା କହିଛନ୍ତି।

ଏହାପୂର୍ବରୁ ୨୦୧୫ ମସିହାରେ ଡିଜ୍‌ନୀ ଷ୍ଟାର ୱାର୍ସ: ଦ ଫୋର୍ସ ଅୱେନ୍ ପ୍ରଦର୍ଶିତ କରିଥିଲା। ଏକ ରିପୋର୍ଟ ଅନୁସାରେ, ଇଣ୍ଟରନ୍ୟାସନାଲ ସ୍ପେଶ୍‌ ଷ୍ଟେସନ୍‌ ନିକଟରେ ଏକ ବଡ଼ ଡିଜିଟାଲ ଲାଇବ୍ରେରୀ ରହିଛି। ଯେଉଁଥିରେ ୫୦୦ରୁ ଅଧିକ ଫିଲ୍ମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story