ନୂଆଦିଲ୍ଲୀ: ନିକଟରେ ରିଲିଜ୍ ହୋଇଥିବା ହଲିଉଡ୍ ଫିଲ୍ମ ‘ଷ୍ଟାର ୱାର୍ସ–ଦ ଲାଷ୍ଟ ଜେଡି’ ପ୍ରଶଂସା ସାଉଁଟିବାରେ ଲାଗିଛି। ଏହି ଫିଲ୍କକୁ ବେଶ୍ ପସନ୍ଦ କରୁଛନ୍ତି ଦର୍ଶକ। ଏମତିକି ମହାକାଶରେ ଥିବା ମହାକାଶଚାରୀ ମଧ୍ୟ ଏହି ଫିଲ୍କ ପ୍ରେମରେ ପଡ଼ି ଯାଇଛନ୍ତି। ନାସାର ମହାଶୂନ୍ୟ ଯାତ୍ରୀ ମହାକାଶରେ ଏହି ଫିଲ୍ମ ଦେଖିଛନ୍ତି। ନାସାର ମହାଶୂନ୍ୟ ଯାତ୍ରୀ ମାର୍କ ୱିଣ୍ଡେ ହେଇ ଟ୍ୱିଟ୍ କରି ଏକ ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ ଦେଖିବାକୁ ମିଳିଛି ଯେ ସମସ୍ତ ମହାଶୂନ୍ୟ ଯାତ୍ରୀ ତଳେ ଶୋଇ ରହି ଫିଲ୍ମ ଦେଖୁଛନ୍ତି।
ମହାଶୂନ୍ୟ ଯାତ୍ରୀ ମାର୍କ ୱିଣ୍ଡେ ଟ୍ୱିଟ୍ରେ ଲେଖିଛନ୍ତି,“ ନାସା ଡିଜ୍ନୀ ସହଯୋଗରେ ସ୍ପେଶ୍ ଷ୍ଟେସନ୍ରେ ବଡ଼ ସ୍କ୍ରିନ୍ ଲଗାଇଛି।”
ଡିଜ୍ନୀ ମିଶନ୍ କଣ୍ଟ୍ରୋଲ୍ ଜରିଆରେ ଫିଲ୍କକୁ ଅପଲିଙ୍କ୍ କରାଯାଉଥିବା ନାସା କହିଛନ୍ତି।
ଏହାପୂର୍ବରୁ ୨୦୧୫ ମସିହାରେ ଡିଜ୍ନୀ ଷ୍ଟାର ୱାର୍ସ: ଦ ଫୋର୍ସ ଅୱେନ୍ ପ୍ରଦର୍ଶିତ କରିଥିଲା। ଏକ ରିପୋର୍ଟ ଅନୁସାରେ, ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନ୍ ନିକଟରେ ଏକ ବଡ଼ ଡିଜିଟାଲ ଲାଇବ୍ରେରୀ ରହିଛି। ଯେଉଁଥିରେ ୫୦୦ରୁ ଅଧିକ ଫିଲ୍ମ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।