ବିକ୍ରମକୁ ଠାବ କଲା ନାସା, ଜାରି କଲା ଫଟୋ

ୱାଶିଂଟନ୍‌: ନାସାର ଅର୍ବିଟର ସ୍ୟାଟେଲାଇଟ୍‌ ଭାରତର ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡରକୁ ଠାବ କରିପାରିଛି। ଗତ ସେପ୍ଟେମ୍ବରରେ ଅଳ୍ପକେ ସବଫଳତାର ଶେଷ ସ୍ପର୍ଶ ପୂର୍ବରୁ ଧ୍ୱଂସ ପାଇଯାଇଥିବା ବିକ୍ରମ କ୍ରାଶ୍‌ କରିଥିବା ସ୍ଥାନକୁ ବା ଇମ୍ପାକ୍ଟ ସାଇଟ୍‌କୁ ଠାବ କରିପାରିଛି ନାସା । ଗତ ୨ ତାରିଖରେ ନାସା ପକ୍ଷରୁ ଏହି ସୂଚନା ଦିଆଯାଇଛି। The #Chandrayaan2 Vikram lander has been found by our @NASAMoon mission, the Lunar Reconnaissance Orbiter. See the […]

chandrayan78

chandrayan78

Subrat Kumar Nayak
  • Published: Tuesday, 03 December 2019
  • Updated: 03 December 2019, 09:14 AM IST

Sports

Latest News

ୱାଶିଂଟନ୍‌: ନାସାର ଅର୍ବିଟର ସ୍ୟାଟେଲାଇଟ୍‌ ଭାରତର ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡରକୁ ଠାବ କରିପାରିଛି। ଗତ ସେପ୍ଟେମ୍ବରରେ ଅଳ୍ପକେ ସବଫଳତାର ଶେଷ ସ୍ପର୍ଶ ପୂର୍ବରୁ ଧ୍ୱଂସ ପାଇଯାଇଥିବା ବିକ୍ରମ କ୍ରାଶ୍‌ କରିଥିବା ସ୍ଥାନକୁ ବା ଇମ୍ପାକ୍ଟ ସାଇଟ୍‌କୁ ଠାବ କରିପାରିଛି ନାସା । ଗତ ୨ ତାରିଖରେ ନାସା ପକ୍ଷରୁ ଏହି ସୂଚନା ଦିଆଯାଇଛି।
https://twitter.com/NASA/status/1201597561720725506?s=20
ନାସାର ଲୁନାର ରେକନାଇଜେସନ୍‌ ଅର୍ବିଟର (ଏଲ୍‌ଆରଓ) ମହାକାଶ ଯାନର ‘ଇମ୍ପାକ୍ଟ ଫିଲ୍ଡ’ ଏବଂ ଏହା ପାଖା ପାଖି ଅଞ୍ଚଳର ଫଟୋ ପଠାଇଛି। ବେଶ୍‌ କିଛି କିଲୋମିଟର ପରିବ୍ୟାପ୍ତ ଏହି ଅଞ୍ଚଳରେ ୨୪ରୁ ଊର୍ଦ୍ଧ୍ୱ ସ୍ଥାନରେ ବିକ୍ରମର ଧ୍ୱଂସାବଶେଷ ବିଛାଇ ହୋଇ ପଡ଼ିଛି। ମୁଖ୍ୟ ଲ୍ୟାଣ୍ଡିଂ ସ୍ଥଳଠାରୁ ୭୫୦ ମିଟର ଦୂରରେ ପଡ଼ିଥିବା ଏକ ଧ୍ୱଂସାବଶେଷ ପ୍ରଥମେ ଠାବ କରାଯାଇଥିଲା।

ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ମାସରେ ଚନ୍ଦ୍ରପୃଷ୍ଠକୁ ପଠାଯାଇଥିବା ଚନ୍ଦ୍ରଯାନ-୨ ସେଠାରେ ସଫ୍ଟଲ୍ୟାଣ୍ଡିଂ କରିବାର ଥିଲା। ଏହାଫଳରେ ଆମେରିକା, ରୁଷ୍ ଏବଂ ଚାଇନା ପରେ ଭାରତ ଚତୁର୍ଥ ଦେଶ ଭାବେ ଏହି ଗୌରବ ହାସଲ କରିଥା’ନ୍ତା। କିନ୍ତୁ ଶେଷ ମୁହୂର୍ତ୍ତରେ ଅର୍ଥାତ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠ ଛୁଇଁବାର ୨.୧ କିଲୋମିଟର ପୂର୍ବରୁ ଯୋଗାଯୋଗ ବିଚ୍ଛିନ୍ନ ହେବାରୁ ପ୍ରକୃତ ଘଟଣା କିଛି ଜଣାପଡ଼ିନଥିଲା। ପରେ ଇସ୍ରୋ ଏହାକୁ ଠାବ କରିପାରିଥିଲେ ମଧ୍ୟ ଯୋଗାଯୋଗ କରିବାରେ ସମର୍ଥ ହୋଇନଥିଲା। ଏହି ଲ୍ୟାଣ୍ଡରର ସ୍ଥିତି ଜାଣିବା ପାଇଁ ବିଭିନ୍ନ ଦେଶର ମହାକାଶ କେନ୍ଦ୍ରକୁ ଯୋଗାଯୋଗ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story