କୂଅକୁ ଖସିଲା ବସ୍, ୨୬ ଛୁଇଁଲା ମୃତ୍ୟୁ ସଂଖ୍ୟା

ମୁମ୍ବାଇ: ମହାରାଷ୍ଟ୍ରର ନାଶିକ୍‌ଠାରେ ବସ୍‌ ଓ ଅଟୋ ମଧ୍ୟରେ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୬ ଛୁଇଁଛି। ଉଭୟ ବସ୍‌ ଓ ଅଟୋ କୂଅ ଭିତରେ ପଡ଼ିଯାଇଥିଲେ। ତେବେ ବସ୍‌ ଓ ଅଟୋକୁ କୂଅ ଭିତରୁ ବାହାର କରାଯିବା ଫଳରେ ଅଧିକ ସଂଖ୍ୟାରେ ଶବ ଉଦ୍ଧାର କରାଯାଇପାରିଛି। ପୁଲିସ୍‌ ସୂଚନା ଅନୁଯାୟୀ ୩୨ ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ଏକ ରାଜ୍ୟ ପରିବହନ ପରିଚାଳିତ ବସ୍‌ ଏକ ଅଟୋ ସହ ମୁହାଁମୁହିଁ ହୋଇଥିଲା। ଫଳରେ ମେଶି […]

bus

bus

Subrat Kumar Nayak
  • Published: Wednesday, 29 January 2020
  • Updated: 29 January 2020, 11:25 AM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ରର ନାଶିକ୍‌ଠାରେ ବସ୍‌ ଓ ଅଟୋ ମଧ୍ୟରେ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୬ ଛୁଇଁଛି। ଉଭୟ ବସ୍‌ ଓ ଅଟୋ କୂଅ ଭିତରେ ପଡ଼ିଯାଇଥିଲେ। ତେବେ ବସ୍‌ ଓ ଅଟୋକୁ କୂଅ ଭିତରୁ ବାହାର କରାଯିବା ଫଳରେ ଅଧିକ ସଂଖ୍ୟାରେ ଶବ ଉଦ୍ଧାର କରାଯାଇପାରିଛି।

ପୁଲିସ୍‌ ସୂଚନା ଅନୁଯାୟୀ ୩୨ ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ମଙ୍ଗଳବାର ସନ୍ଧ୍ୟାରେ ଏକ ରାଜ୍ୟ ପରିବହନ ପରିଚାଳିତ ବସ୍‌ ଏକ ଅଟୋ ସହ ମୁହାଁମୁହିଁ ହୋଇଥିଲା। ଫଳରେ ମେଶି ଘାଟଠାରେ ଏହି ଦୁଇ ଗାଡ଼ି ଏକ ରାସ୍ତାକଡ଼ କୂଅରେ ପଡ଼ିଯାଇଥିଲା।

ନାଶିକ ଡିଏସ୍‌ପି (ଗ୍ରାମୀଣ) ସଦାଶିବ ୱାଘମରେ କହିବା ଅନୁଯାୟୀ, ବର୍ତ୍ତମାନ ଯାଏ ଆମେ ୧୫ ଶବ କୂଅରୁ ବାହାର କରିସାରିଲୁଣି। ଆହତଙ୍କୁ ମାଲେଗାଓଁ ଏବଂ ଦେଓଲାସ୍ଥିତ ସରକାରୀ ହସ୍ପିଟାଲକୁ ନିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମର ଏହି ବସ୍‌ଟି ଧୁଲେ ଜିଲ୍ଲାରୁ କଳୋୱାଁ ଆଡ଼କୁ ଯାଉଥିଲା। ଅନ୍ୟପକ୍ଷରେ ଅଟୋଟି ବିପରୀତ ଦିଗରୁ ଆସୁଥିଲା। ଏହି ଦୁଇ ଗାଡ଼ି ମୁହାଁମୁହିଁ ହେବାରୁ ବସ୍‌ ଚାଳକ ନିୟନ୍ତ୍ରଣ ହରାଇ ବସିଥିଲେ, ଫଳରେ ଉଭୟ ବସ୍‌ ଏବଂ ଅଟୋ କୂଅରେ ପଡ଼ିଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story