ଗାନ୍ଧିଙ୍କ ଜନ୍ମଦିନରେ ଗାନ୍ଧି ହତ୍ୟାକାରୀଙ୍କ ଜୟଗାନ: ନାଥୁରାମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ, ଉଦ୍ଦେଶ୍ୟ ଆଶ୍ଚର୍ଯ୍ୟଜନକ

ମିରଟ: ଗାନ୍ଧି ହତ୍ୟାକାରୀଙ୍କୁ ଗାନ୍ଧିଙ୍କ ଜନ୍ମଦିନରେ ସମ୍ମାନ। ଗତକାଲି ଅକ୍ଟୋବର ୨ ତାରିଖରେ ଦେଶ ବ୍ୟାପୀ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ପାଳିତ ହୋଇଥିଲା ବେଳେ ଉତ୍ତରପ୍ରଦେଶର ମିରଟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଗାନ୍ଧୀଙ୍କୁ ହତ୍ୟା ଅଭିଯୋଗରେ ଫାସି ପାଇଥିବା ନାଥୁରାମ ଗଡ଼ସେଙ୍କ ପ୍ରତିମୂର୍ତ୍ତିକୁ ଏଠାରେ ଉନ୍ମୋଚନ କରାଯାଇଛି। ଅଖିଳ ଭାରତୀୟ ହିନ୍ଦୁ ମହାସଭା ପକ୍ଷରୁ ନାଥୁରାମ ଗଡସେଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ଗତକାଲି ଅନାବରଣ କରାଯାଇଛି। ମିରଟର ସାରଦା ରୋଡ଼ରେ ଥିବା ଉକ୍ତ ସଂଘର […]

nathuram-gandhi-1

nathuram-gandhi-1

Rakesh Mallick
  • Published: Tuesday, 03 October 2017
  • Updated: 03 October 2017, 01:50 PM IST

Sports

Latest News

ମିରଟ: ଗାନ୍ଧି ହତ୍ୟାକାରୀଙ୍କୁ ଗାନ୍ଧିଙ୍କ ଜନ୍ମଦିନରେ ସମ୍ମାନ। ଗତକାଲି ଅକ୍ଟୋବର ୨ ତାରିଖରେ ଦେଶ ବ୍ୟାପୀ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ପାଳିତ ହୋଇଥିଲା ବେଳେ ଉତ୍ତରପ୍ରଦେଶର ମିରଟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଗାନ୍ଧୀଙ୍କୁ ହତ୍ୟା ଅଭିଯୋଗରେ ଫାସି ପାଇଥିବା ନାଥୁରାମ ଗଡ଼ସେଙ୍କ ପ୍ରତିମୂର୍ତ୍ତିକୁ ଏଠାରେ ଉନ୍ମୋଚନ କରାଯାଇଛି। ଅଖିଳ ଭାରତୀୟ ହିନ୍ଦୁ ମହାସଭା ପକ୍ଷରୁ ନାଥୁରାମ ଗଡସେଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ଗତକାଲି ଅନାବରଣ କରାଯାଇଛି। ମିରଟର ସାରଦା ରୋଡ଼ରେ ଥିବା ଉକ୍ତ ସଂଘର କାର୍ଯ୍ୟାଳୟରେ ଏହି ମୂର୍ତ୍ତି ସ୍ଥାପନ କରାଯାଇଛି। ଏଠାରେ ନାଥୁରାମଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ଗତ ଡିସେମ୍ବର ୨୦୧୪ରେ ବିବାଦ ଉପୁଜି ଥିଲା। ଗାନ୍ଧି ଜୟନ୍ତୀକୁ ‘ଧିକାର ଦିବସ’ ପାଳନ ପାଇଁ ଅଖିଳ ଭାରତୀୟ ହିନ୍ଦୁ ମହାସଭା ପକ୍ଷରୁ ଘୋଷଣା ହେବା ପରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

[caption id="attachment_169452" align="alignleft" width="825"]ମିରଟରେ ନାଥୁରାମଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରାଯାଉଛି। ମିରଟରେ ନାଥୁରାମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ[/caption]

ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ପ୍ରବକ୍ତା ପଣ୍ଡିତ ଅଶୋକ ଶର୍ମାଙ୍କ କହିବା ଅନୁଯାୟୀ,୨୦୧୪ରେ ଯେତେବଳେ ଆମେ ନାଥୁରାମ ଗଡସେଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଲାଗି ଶିଳାନ୍ୟାସ ନିଷ୍ପତ୍ତି ନେଲୁ  ବିଭିନ୍ନ ମହଲରୁ ବିରୋଧ କରାଯାଇଥିଲା। ମୂର୍ତ୍ତି ସ୍ଥାପନ ହେଉଥିବା ସ୍ଥାନକୁ ନେଇ ବିବାଦ ଉପୁଜିବାରୁ ପୋଲିସ ବନ୍ଦ କରିଦେଇଥିଲା। ପରେ ମାମଲା କୋର୍ଟକୁ ଯାଇଥିଲା। ହେଲେ ଏଥର ଆମେ ଅନ୍ୟ ଏକ ସ୍ଥାନରେ ପ୍ରତିମୂର୍ତ୍ତି ସ୍ଥାପନ କରିଛୁ ବୋଲି ସେ କହିଛନ୍ତି। ଗଡ଼ସେଙ୍କ ୨ଫୁଟ ଉଚ୍ଚତା ବିଶିଷ୍ଟ ମାର୍ବଲର ପ୍ରତିମୂର୍ତ୍ତି କରାଯାଇଥିବା ବେଳେ ଏହାର ଓଜନ ୫୦କିଲୋ ରହିଛି।

ରାଜସସ୍ଥାନର ଜୟପୁର ଶିଳ୍ପୀଙ୍କ ଦ୍ୱାରା ନିର୍ମିତ ହୋଇଥିବା ଏହି ମୂର୍ତ୍ତି ପାଇଁ ୪୫,୦୦୦ ଟଙ୍କା ଖର୍ଚ୍ଚ ହୋଇଛି। ତେବେ ଏଭଳି ଉଦ୍ୟମ ପଛରେ ଯୁକ୍ତି ରଖିଛି ହିନ୍ଦୁ ମହାସଭା। ପ୍ରବକ୍ତା ପଣ୍ଡିତ ଅଶୋକ ଶର୍ମାଙ୍କ କହିବା ଅନୁଯାୟୀ ଯଦି ଆମେ ଆଜିର ଦିନରେ ଗାନ୍ଧୀ ନୀତିକୁ ଅନୁସରଣ କରିବା ଦେଶ ଚାଲିପାରିବ ନାହିଁ। ଓଲଟି ପ୍ରଶ୍ନ ପଚାରିଛନ୍ତି, ଯଦି ଆମ ଦେଶର ସେନା ଗାନ୍ଧୀ ନୀତିକୁ ଆପଣାଥାନ୍ତା ତେବେ ସର୍ଜିକାଲ ଷ୍ଟ୍ରାଇକ୍‌ ହୋଇପାରିଥାନ୍ତା କି? ତେଣୁ ସମସ୍ତେ ନାଥୁରାମଙ୍କ ନୀତିକୁ ଆପଣାଇବା ଉଚିତ୍‌ ବୋଲି ସେ କହିଛନ୍ତି। ଉରି ଆକ୍ରମଣ ପରେ ସେନା ପକ୍ଷରୁ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌ର ସଙ୍କେତ ଯେ,  ଗାନ୍ଧିଙ୍କ ନୀତିରୁ ଊର୍ଦ୍ଧରେ ତାହା ଭାରତ ସରକାର ପ୍ରମାଣିତ କରିଛନ୍ତି ବୋଲି ସେ କହିଛନ୍ତି।

ସୌଜନ୍ୟ: ଟାଇମ୍‌ସ ଅଫ ଇଣ୍ଡିଆ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story