ଭିକ ମାଗିଲେ, ନଦେବାରୁ...

ରାୟପୁର: ବଜାର, ବସ୍‌ଷ୍ଟାଣ୍ଡ, ରେଳ ଷ୍ଟେସନ ଓ ମନ୍ଦିର ପ୍ରଭୃତି ସ୍ଥାନରେ ଭିକାରିମାନଙ୍କୁ ଦେଖିବାକୁ ମିଳେ। କିଛି କିଛି ସ୍ଥାନରେ ଭିକାରିମାନେ ସିଧାସଳଖ ପଇସା ମାଗନ୍ତି। ନ ଦେଲା ପର୍ଯ୍ୟନ୍ତ ପିଛା ଛାଡ଼ନ୍ତି ନାହିଁ। କିନ୍ତୁ ଭିକ ନଦେବାରୁ କୌଣସି ଭିକାରି କେବେ କାହାକୁ ମରଣାନ୍ତକ ଆକ୍ରମଣ କରିଥିବା କଥା ଶୁଣିଛନ୍ତି କି? ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଛତିଶଗଡ଼ର ରାଜଧାନୀ ରାୟପୁରରେ। ଭିକ ନଦେବାରୁ ରାୟପୁର ଷ୍ଟେସନରେ ଜଣେ ଭିକାରି ଜଣେ ବ୍ୟକ୍ତିଙ୍କୁ ଛୁରୀ […]

begger

begger

Rakesh Mallick
  • Published: Saturday, 09 June 2018
  • Updated: 09 June 2018, 09:56 AM IST

Sports

Latest News

ରାୟପୁର: ବଜାର, ବସ୍‌ଷ୍ଟାଣ୍ଡ, ରେଳ ଷ୍ଟେସନ ଓ ମନ୍ଦିର ପ୍ରଭୃତି ସ୍ଥାନରେ ଭିକାରିମାନଙ୍କୁ ଦେଖିବାକୁ ମିଳେ। କିଛି କିଛି ସ୍ଥାନରେ ଭିକାରିମାନେ ସିଧାସଳଖ ପଇସା ମାଗନ୍ତି। ନ ଦେଲା ପର୍ଯ୍ୟନ୍ତ ପିଛା ଛାଡ଼ନ୍ତି ନାହିଁ। କିନ୍ତୁ ଭିକ ନଦେବାରୁ କୌଣସି ଭିକାରି କେବେ କାହାକୁ ମରଣାନ୍ତକ ଆକ୍ରମଣ କରିଥିବା କଥା ଶୁଣିଛନ୍ତି କି? ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଛତିଶଗଡ଼ର ରାଜଧାନୀ ରାୟପୁରରେ। ଭିକ ନଦେବାରୁ ରାୟପୁର ଷ୍ଟେସନରେ ଜଣେ ଭିକାରି ଜଣେ ବ୍ୟକ୍ତିଙ୍କୁ ଛୁରୀ ମାରି ତାଙ୍କୁଠାରୁ ୧୦ହଜାର ଟଙ୍କା ଲୁଟି ନେଇଛି।

ଆହତ ଜଣଙ୍କ ହେଉଛନ୍ତି ଅଶୁଂଲ ଶର୍ମା (୨୫)। ତାଙ୍କ ଘର ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲା ଅନ୍ତର୍ଗତ କରେଲି ଗାଁରେ। ସେ ରାୟପୁରରେ ଚାକିରି କରନ୍ତି। ଜୁନ୍‌ ୧ତାରିଖ ଦିନ ସେ ରାୟପୁର ରେଲୱେ ଷ୍ଟେସନ ପାଖରେ ଥିବା ଏକ ଏଟିଏମ୍‌ରୁ ଟଙ୍କା ଉଠାଇ ଛିଡ଼ା ହୋଇଥିଲେ। ଏହି ସମୟରେ ଜଣେ ଭିକାରି ତାଙ୍କୁ ଖାଇବା ପାଇଁ କିଛି ଟଙ୍କା ମାଗିଥିଲେ। ଅଂଶୁଲ ତାଙ୍କୁ ଟଙ୍କା ଦେବାକୁ ମନା କରି ଦେବା ସହିତ ଭିକ ନ ମାଗି କିଛି କାମଧନ୍ଧା କରିବାକୁ ପରାମର୍ଶ ଦେଇଥିଲେ। ତେବେ ଟଙ୍କା ନପାଇବାରୁ ଉତ୍‌କ୍ଷିପ୍ତ ଭିକାରି ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ସେ ଆହତ ହୋଇ ତଳେ ପଡ଼ିଥିବା ବେଳେ ଭିକାରି ଜଣଙ୍କ ତାଙ୍କଠାରୁ ୧୦ ହଜାର ଟଙ୍କା ନେଇ ପଳାଇଥିଲା।

ସଂପୃକ୍ତ ଭିକାରିର ପରିଚୟ ମିଳିଛି। ତା ନାଁ ସୋନୁ ଠାକୁର (୩୨)। ତା’ ଘର   ବଲୌଦା ବାଜାର ଜିଲ୍ଲାର ଲବଣ ଗାଁରେ। ତାକୁ ପୋଲିସ୍ ଗିରଫ କରିଛି। ଗତ ଗୁରୁବାର ଦିନ ଏକ ଗୁରୁଦ୍ୱାର ବାହାରେ ଖାଉଥିବା ବେଳେ ପୋଲିସ୍ ସୋନୁକୁ ଗିରଫ କରିଥିଲା। ଆହତ ଅଂଶୁଲଙ୍କ ଚିକିତ୍ସା ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story