ବିଜେପିର ଫୋକ୍‌ସ ୧୯

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆଜିଠାରୁ ବିଜେପିର ଦୁଇ ଦିନିଆ  ଜାତୀୟ କାର୍ଯ୍ୟକାରିଣୀ ଆରମ୍ଭ ହୋଇଛି।   ଏଥିରେ ବିଜେପିର ରାଷ୍ଟ୍ରୀୟ ସଭାପତି ଅମିତ ଶାହ, ସବୁ ବିଜେପି ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି ଓ ଅନ୍ୟ ପଦାଧିକାରୀ ଯୋଗ ଦେଇଛନ୍ତି ।  ବିଜେପିର ୧୪୦୦ ବିଧାୟକ, ୩୩୭ ସାଂସଦଙ୍କ ସହିତ ୨ ହଜାରରୁ ଅଧିକ ପ୍ରତିନିଧି ଯୋଗ ଦେଇଛନ୍ତି।   କାର୍ଯ୍ୟକାରିଣୀରେ ଦେଶର ଆର୍ଥିକ ପରିସ୍ଥିତି ମୁଖ୍ୟ ପ୍ରସଙ୍ଗ ହୋଇପାରେ।   ଏହା ଉପରେ ସରକାରଙ୍କ ଆଭିମୁଖ୍ୟ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରଖି […]

bjp-1

bjp-1

Rakesh Mallick
  • Published: Sunday, 24 September 2017
  • Updated: 24 September 2017, 09:33 PM IST

Sports

Latest News

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆଜିଠାରୁ ବିଜେପିର ଦୁଇ ଦିନିଆ  ଜାତୀୟ କାର୍ଯ୍ୟକାରିଣୀ ଆରମ୍ଭ ହୋଇଛି।   ଏଥିରେ ବିଜେପିର ରାଷ୍ଟ୍ରୀୟ ସଭାପତି ଅମିତ ଶାହ, ସବୁ ବିଜେପି ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି ଓ ଅନ୍ୟ ପଦାଧିକାରୀ ଯୋଗ ଦେଇଛନ୍ତି ।  ବିଜେପିର ୧୪୦୦ ବିଧାୟକ, ୩୩୭ ସାଂସଦଙ୍କ ସହିତ ୨ ହଜାରରୁ ଅଧିକ ପ୍ରତିନିଧି ଯୋଗ ଦେଇଛନ୍ତି।   କାର୍ଯ୍ୟକାରିଣୀରେ ଦେଶର ଆର୍ଥିକ ପରିସ୍ଥିତି ମୁଖ୍ୟ ପ୍ରସଙ୍ଗ ହୋଇପାରେ।   ଏହା ଉପରେ ସରକାରଙ୍କ ଆଭିମୁଖ୍ୟ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରଖି ପାରନ୍ତି ବୋଲି ଚର୍ଚ୍ଚା ହେଉଛି  । ତା ସହିତ ଦଳର ଏଜେଣ୍ଡା ମଧ୍ୟ ସ୍ଥିର ହେବ।   ୨୦୧୯ ଉପରେ ଫୋକ୍‌ସ ରହିବ ବୋଲି ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos