ମୁଁ ଇନ୍ଦିରାଙ୍କ ବୋହୂ, କାହାରିକୁ ଡରେନି: ସୋନିଆ

ନୂଆଦିଲ୍ଲୀ: ନ୍ୟାସନାଲ୍ ହେରାଲଡ୍ ମାମଲାରେ ଫସିଥିବା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ମୁହଁ ଖୋଲିଛନ୍ତି। ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ‘ମୁଁ ଇନ୍ଦିରାଙ୍କ ବୋହୂ, କାହାରିଙ୍କୁ ଡରେନାହିଁ। ମତେ କି ମୋ ପରିବାରକୁ କିଏ କୌଣସି ଘଟଣାକୁ ନେଇ ଡରାଇ ପାରିବେ ନାହିଁ।’ ଅନ୍ୟପକ୍ଷରେ ନ୍ୟାସନାଲ୍ ହେରାଲଡ୍ ମାମଲାରେ ସୋନିଆ ଓ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ୱର ୧୯ ତାରିଖରେ ହେବ। ମଙ୍ଗଳବାର ଉଭୟଙ୍କୁ […]

Sonia-Gandhi

Sonia-Gandhi

Rakesh Mallick
  • Published: Tuesday, 08 December 2015
  • Updated: 09 December 2015, 02:55 AM IST

Sports

Latest News

ନୂଆଦିଲ୍ଲୀ: ନ୍ୟାସନାଲ୍ ହେରାଲଡ୍ ମାମଲାରେ ଫସିଥିବା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ମୁହଁ ଖୋଲିଛନ୍ତି। ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ‘ମୁଁ ଇନ୍ଦିରାଙ୍କ ବୋହୂ, କାହାରିଙ୍କୁ ଡରେନାହିଁ। ମତେ କି ମୋ ପରିବାରକୁ କିଏ କୌଣସି ଘଟଣାକୁ ନେଇ ଡରାଇ ପାରିବେ ନାହିଁ।’

ଅନ୍ୟପକ୍ଷରେ ନ୍ୟାସନାଲ୍ ହେରାଲଡ୍ ମାମଲାରେ ସୋନିଆ ଓ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ୱର ୧୯ ତାରିଖରେ ହେବ। ମଙ୍ଗଳବାର ଉଭୟଙ୍କୁ କୋର୍ଟରେ ହାଜର ହେବାର ଥିଲା। ମାତ୍ର ପରବର୍ତ୍ତୀ ଶୁଣାଣି ବେଳକୁ ଦୁହିଁଙ୍କୁ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଙ୍ଗରେ ସୋନିଆ କହିଛନ୍ତି କୋର୍ଟ ଯାହା ନିଷ୍ପତ୍ତି ନେବେ ତାହା ସେ ମାନିବେ।

ସେପଟେ ଏହି ପ୍ରସଙ୍ଗକୁ ନେଇ ସଂସଦର ଉଭୟ ଗୃହରେ କଂଗ୍ରେସ ସାଂସଦମାନେ ହଟ୍ଟଗୋଳ କରିବାରୁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ନ୍ୟାସନାଲ୍ ହେରାଲଡ୍ ମାମଲାରେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ କରିଥିବା ଅଭିଯୋଗ ଅନୁଯାୟୀ ନ୍ୟାସନାଲ ହେରାଲଡ୍ ପ୍ରକାଶନ କରୁଥିବା ଆସୋସିଏଟେଡ୍ ଜର୍ଣ୍ଣାଲକୁ ବିନା ସୁଧରେ କଂଗ୍ରେସ ୯୦ କୋଟି ୨୫ ଲକ୍ଷ ଟଙ୍କା ଋଣ ଦେଇଥିଲା। ଆଉ ପରେ ୟଙ୍ଗ୍ ଇଣ୍ଡିଆ ଲିମିଟେଡ୍, ଆସୋସିଏଟେଡ୍ ଜର୍ଣ୍ଣାଲକୁ ମାତ୍ର ୫୦ ଲକ୍ଷ ଟଙ୍କାରେ କିଣିଥିଲା। ୟଙ୍ଗ୍ ଇଣ୍ଡିଆରେ ସୋନିଆ ଓ ରାହୁଲଙ୍କ ୩୮ ପ୍ରତିଶତ ଅଂଶଧନ ଥିବାରୁ ଲାଭ ମିଳିବା ଲକ୍ଷ୍ୟରେ ଚଞ୍ଚକତାରେ ଏହି ଡିଲ୍ ହୋଇଥିବା ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story