କେଉଁ ଜୋନରେ କ’ଣ ନିୟମ, ଗ୍ରୀନ ଜୋନରେ ଖୋଲିବ ମଦ ଦୋକାନ

ନୂଆଦିଲ୍ଲୀ: କରୋନା ପାଇଁ ଦେଶରେ ଲକଡାଉନ ଅବଧିକୁ କେନ୍ଦ୍ର ସରକାର ଆଉ ୨ ସପ୍ତାହ ବୃଦ୍ଧି କରିଛନ୍ତି। ମେ’ ୪ରୁ ୧୭ ତାରିଖ ଯାଏ ଦେଶରେ ଲକଡାଉନ କାର୍ଯ୍ୟକାରୀ ହେବ। ତେବେ ଲକଡାଉନ ୩.୦ରେ କେନ୍ଦ୍ର ସରକାର କିଛି କୋହଳ ନୀତି ଆପଣାଇଛନ୍ତି। ଏଥିପାଇଁ ସମଗ୍ର ଦେଶକୁ ୩ଟି ଜୋନରେ ବିଭକ୍ତ କରାଯାଇଛି। ଅଧିକ କରୋନା ଆକ୍ରାନ୍ତ ଥିବା ଜିଲ୍ଲାକୁ ରେଡ, କମ ସଂଖ୍ୟକ କରୋନା ଆକ୍ରାନ୍ତ ଥିବା ଜିଲ୍ଲାକୁ ଅରେଞ୍ଜ ଓ ଆକ୍ରାନ୍ତ ନଥିବା ଜିଲ୍ଲାକୁ […]

dc

dc

Hemant Lenka
  • Published: Friday, 01 May 2020
  • Updated: 01 May 2020, 09:02 PM IST

Sports

Latest News

ନୂଆଦିଲ୍ଲୀ: କରୋନା ପାଇଁ ଦେଶରେ ଲକଡାଉନ ଅବଧିକୁ କେନ୍ଦ୍ର ସରକାର ଆଉ ୨ ସପ୍ତାହ ବୃଦ୍ଧି କରିଛନ୍ତି। ମେ’ ୪ରୁ ୧୭ ତାରିଖ ଯାଏ ଦେଶରେ ଲକଡାଉନ କାର୍ଯ୍ୟକାରୀ ହେବ। ତେବେ ଲକଡାଉନ ୩.୦ରେ କେନ୍ଦ୍ର ସରକାର କିଛି କୋହଳ ନୀତି ଆପଣାଇଛନ୍ତି।

ଏଥିପାଇଁ ସମଗ୍ର ଦେଶକୁ ୩ଟି ଜୋନରେ ବିଭକ୍ତ କରାଯାଇଛି। ଅଧିକ କରୋନା ଆକ୍ରାନ୍ତ ଥିବା ଜିଲ୍ଲାକୁ ରେଡ, କମ ସଂଖ୍ୟକ କରୋନା ଆକ୍ରାନ୍ତ ଥିବା ଜିଲ୍ଲାକୁ ଅରେଞ୍ଜ ଓ ଆକ୍ରାନ୍ତ ନଥିବା ଜିଲ୍ଲାକୁ ଗ୍ରୀନ ଜୋନ ଭାବେ ଚିହ୍ନଟ କରାଯାଇଛି। ଗ୍ରୀନ ଜୋନରେ ମଦ, ପାନ ଦୋକାନ ସହ ବସ ଚଳାଚଳକୁ ସର୍ତ୍ତମୂଳକ ଅନୁମତି ମିଳିଛି।

ଲକଡାଉନ ଘୋଷଣା ହୋଇଥିବାରୁ ସମଗ୍ର ୩ଟି ଯାକ ଜୋନରେ ବସ, ଟ୍ରେନ, ବିମାନ ଚଳାଚଳ ବନ୍ଦ ରହିବ।

ସ୍କୁଲ, କଲେଜ ଠାରୁ ଆରମ୍ଭ କରି ସମସ୍ତ ଶିକ୍ଷାନୁଷ୍ଠାନ, ହୋଟେଲ, ରେଷ୍ଟୁରାଣ୍ଟ, ସେଲୁନ, ସିନେମା ହଲ, ମଲ, ଜିମ, କ୍ରୀଡ଼ା, ସାମାଜିକ, ରାଜନୀତିକ, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରିବ ନାହିଁ। ସେହିପରି ସମସ୍ତ ପ୍ରକାରର ଧର୍ମାନୁଷ୍ଠାନ ବନ୍ଦ ରହିବ।

ତେବେ କେଉଁ ଜୋନରେ ଲକଡାଉନ ୩.୦ ବେଳେ କ’ଣ ଖୋଲିବ ଓ କ’ଣ ବନ୍ଦ ରହିବ ଆସିବା ଜାଣନ୍ତୁ-

ରେଡ ଜୋନ୍‌

୧-ଗ୍ରାମାଞ୍ଚଳରେ ଥିବା ସମସ୍ତ ନିର୍ମାଣ ଓ ଶିଳ୍ପ କାମ ଯଥା ଏମଜିନରେଗା, ଖାଦ୍ୟ ଉତ୍ପାଦନ ଓ ଇଟା ଭାଟି କାର୍ଯ୍ୟକ୍ଷମ ହେବ।

୨-ଗ୍ରାମାଞ୍ଚଳରେ ମଲକୁ ଛାଡ଼ି ଆଉ ସମସ୍ତ ଦୋକାନ ଖୋଲିବ।

୩- ସମସ୍ତ ପ୍ରକାରର କୃଷି ଭିତ୍ତିକ କାର୍ଯ୍ୟକୁ ଅନୁମତି ମିଳିବ।

୪- ମତ୍ସ୍ୟ ଓ ପଶୁ ସମ୍ପଦ କାର୍ଯ୍ୟ ଚାଲୁ ରହିବ।

୫-ସମସ୍ତ ପ୍ରକାରର ରୋପଣ କାମ ହୋଇପାରିବ।

୬-ସମସ୍ତ ପ୍ରକାରର ସ୍ୱାସ୍ଥ୍ୟ ସେବାକୁ ଅନୁମତି ମିଳିବ।

୭-ବ୍ୟାଙ୍କ, ନନ୍‌ ବ୍ୟାଙ୍କିଂ ଫାଇନାନ୍ସ କମ୍ପାନୀ, ଇନ୍ସ୍ୟୁରାନ୍ସ ଓ କ୍ରେଡିଟ୍ କୋପୋରେଟିଭ ସୋସାଇଟି

୮-ବିଜୁଳି, ପାଣି, ସାନିଟେନସନ ଓ ୱେଷ୍ଟମ୍ୟାନେଜମେଣ୍ଟ କାର୍ଯ୍ୟକ୍ଷମ ହେବ

୯-ପ୍ରିଣ୍ଟ ଓ ବୈଦ୍ୟୁତିକ ଗଣମାଧ୍ୟମ, ଆଇଟି, କଲ ସେଣ୍ଟର, ଶୀତଳ ଭଣ୍ଡାର ଚାଲିବ

୧୦- ସମସ୍ତ ପ୍ରକାରର ଜରୁରୀ ସାମଗ୍ରୀର ଉତ୍ପାଦନ ଜାରି ରହିବ

୧୧- ବାଇକରେ ପଛ ଆରୋହୀଙ୍କୁ ଅନୁମତି ନାହିଁ।

୧୨-କାରରେ କେବଳ ୨ ଜଣ ଅନୁମତି ପ୍ରାପ୍ତ ବ୍ୟକ୍ତି ଯାଇ ପାରିବେ।

୧୩-ଗଳି ଓ ଗୋଟିକିଆ ଦୋକାନ ଖୋଲି ପାରିବ।

୧୪-୩୩% କର୍ମଚାରୀଙ୍କୁ ନେଇ ଘରୋଇ ସଂସ୍ଥା କାର୍ଯ୍ୟକ୍ଷମ ହୋଇପାରିବ।

୧୫- ମେଡିକାଲ ଓପିଡି ଖୋଲିପାରିବ।

୧୬-ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏ ସମସ୍ତ ଅଣ ଅତ୍ୟାବଶ୍ୟକ ସାମଗ୍ରୀ ସେବା ବନ୍ଦ ରହିବ।

ଅରେଞ୍ଜ ଜୋନ୍‌

୧-ଟ୍ୟାକ୍ସି ଓ କ୍ୟାବରେ କେବଳ ଜଣେ ଡ୍ରାଇଭର ଓ ଜଣେ ଯାତ୍ରୀଙ୍କୁ ନେଇ ଯାତ୍ରା କରିହେବ।

୨-କେବଳ ଅନୁମତି ପ୍ରାପ୍ତ ଲୋକଙ୍କୁ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯିବା ଆସିବା କରିବାକୁ ଅନୁମତି ମିଳିବ।

୩-୪ ଚକିଆରେ ଡ୍ରାଇଭରଙ୍କୁ ମିଶାଇ ୩ ଜଣ ଓ ଦୁଇ ଚକିଆରେ ଦୁଇ ଜଣ ଯିବା ଆସିବା କରିପାରିବେ

୪-ଇ-କମର୍ସ ସଂସ୍ଥାଗୁଡ଼ିକ ଅଣ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକର ଡେଲିଭର କରିପାରିବେ।

ଏହା ବ୍ୟତୀତ ରେଡ ଜୋନରେ ଦିଆଯାଇଥିବା କୋହଳ ନୀତିକୁ ଏଠାରେ ପାଳନ କରାଯିବ।

ଗ୍ରୀନ ଜୋନ୍‌

୧-ଏଠାରେ ବସ୍ ଚଳାଚଳ କରିପାରିବ। ହେଲେ ବସର କ୍ଷମତା ଠାରୁ ୫୦% ଯାତ୍ରୀ ଏହା ମଧ୍ୟରେ ଯିବା ଆସିବା କରିପାରିବେ।

୨-ସମସ୍ତ ସାମଗ୍ରୀ ନେଇ ଯାଉଥିବା ଗାଡ଼ିକୁ ଅନୁମତି ମିଳିବ। କୌଣସି ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳ ମାଲବାହୀ ଗାଡ଼ିଗୁଡ଼ିକୁ ସ୍ୱତନ୍ତ୍ର ପାସ ମାଗି ପାରିବେ ନାହିଁ।

୩- ଇ-କମର୍ସ ସଂସ୍ଥାଗୁଡ଼ିକ ଅଣ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକର ଡେଲିଭରୀ କରିପାରିବେ।

୪-ସମସ୍ତ ପ୍ରକାରର ଖାଦ୍ୟ ସାମଗ୍ରୀଗୁଡ଼ିକୁ ହୋମ ଡେଲଭରୀକୁ ଅନୁମତି ମିଳିବ।

୫-ସମସ୍ତ ପ୍ରକାରର ଦୋକାନ ଖୋଲି ପାରିବ।

୬-ମଦ , ଗୁଟଖା ଓ ପାନ ଦୋକାନ ଖୋଲିବ।(ସାମାଜିକ ଦୂରତା କାଏମ ରହିବ।)

୭-ଆନ୍ତଃରାଜ୍ୟ ଗାଡ଼ି ଚଳାଚଳ ଉପରେ କଟକଣା ଜାରି ରହିବ।

ଏଠାରେ ଦେଶରେ ଲକଡାଉନ ବେଳେ ଯେଉଁ ସବୁ ସେବା କାର୍ଯ୍ୟକ୍ଷମ ହେଉନାହିଁ, ତା’କୁ ବାଦ ଦେଲେ ସମସ୍ତ ପ୍ରକାରର ସେବା ଆରମ୍ଭ ହେବ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story