ଡ୍ରଗ୍ସ ଲିଙ୍କ୍, ଅର୍ଜୁନ୍ ରାମପାଲଙ୍କୁ ସମନ୍ କଲା ଏନସିବି

ମୁମ୍ୱାଇ: ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କୁ ସମନ୍ କରିଛି ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)। ସୋମବାର ରାମପାଲଙ୍କ ଘର, ଅଫିସ ଆଦି ରେଡ୍ କରିବା ପରେ ଏନସିବି ତାଙ୍କୁ ସମନ୍ କରିଛି। ବୁଧବାର (୧୧ ତାରିଖ) ସୁଦ୍ଧା ଏନସିବି ଅଫିସରେ ହାଜର ହେବା ପାଇଁ ସମନ କରିଛି। ଏନସିବି ରାମପାଲଙ୍କ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ମଧ୍ୟ ଜବତ କରିଛି। ବଲିଉଡ ଓ ଡ୍ରଗ୍ସ ଲିଙ୍କର ତଦନ୍ତ କରୁଥିବା ଏନସିବି ଗତକାଲି ବଲିଉଡ ଫିଲ୍ମ ନିର୍ମାତା ଫିରୋଜ ନାଦିୱାଲାଙ୍କ ଘରେ […]

arjun rampal

arjun rampal

Subhransu Sekhar
  • Published: Monday, 09 November 2020
  • Updated: 09 November 2020, 05:32 PM IST

Sports

Latest News

ମୁମ୍ୱାଇ: ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କୁ ସମନ୍ କରିଛି ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)। ସୋମବାର ରାମପାଲଙ୍କ ଘର, ଅଫିସ ଆଦି ରେଡ୍ କରିବା ପରେ ଏନସିବି ତାଙ୍କୁ ସମନ୍ କରିଛି। ବୁଧବାର (୧୧ ତାରିଖ) ସୁଦ୍ଧା ଏନସିବି ଅଫିସରେ ହାଜର ହେବା ପାଇଁ ସମନ କରିଛି।

ଏନସିବି ରାମପାଲଙ୍କ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ମଧ୍ୟ ଜବତ କରିଛି। ବଲିଉଡ ଓ ଡ୍ରଗ୍ସ ଲିଙ୍କର ତଦନ୍ତ କରୁଥିବା ଏନସିବି ଗତକାଲି ବଲିଉଡ ଫିଲ୍ମ ନିର୍ମାତା ଫିରୋଜ ନାଦିୱାଲାଙ୍କ ଘରେ ରେଡ୍ କରି ତାଙ୍କ ସ୍ତ୍ରୀଙ୍କୁ ଗିରଫ କରିଥିଲା। ପରେ ସୋମବାର ଏନସିବି ଅର୍ଜୁନ ରାମପାଲଙ୍କ ଘରେ ରେଡ୍ କରିଥିଲା।

କେନ୍ଦ୍ରୀୟ ଡ୍ରଗ୍ ଆଇନ ପ୍ରଣୟନକାରୀ ସଂସ୍ଥା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ଡ୍ରଗ୍ ବେପାରୀଙ୍କ ସହ ଯୋଗାଯୋଗରେ ଥିବା ଜଣାପଡିବା ପରେ ଦକ୍ଷିଣ ଆଫ୍ରିକାର ନାଗରିକଙ୍କୁ ଗିରଫ କରିଛି। ଏହାପୂର୍ବରୁ ଏନସିବି ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲି ଖାନ ଏବଂ ଶ୍ରଦ୍ଧା କପୁରଙ୍କୁ ଡକାଇଥିଲା।

ଏନସିବି ଫିରୋଜଙ୍କ ଘରେ ରେଡ୍ କରିବା ପରେ ଶବାନା ସଇଦଙ୍କୁ ଗିରଫ କରିଥିଲେ। ଏନସିବି ଅଧିକାରୀଙ୍କ ଏକ ଟିମ୍ ଫିରୋଜଙ୍କ ଘରୁ ୭୧୭.୧ ଗ୍ରାମର ଡ୍ରଗ୍ସ ଉଦ୍ଧାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story