ସାଇରସ୍‌ ମିସ୍ତ୍ରୀ ରହିବେ ଟାଟା ଗ୍ରୁପ୍‌ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ

ନୂଆଦିଲ୍ଲୀ: ବୁଧବାର କୋର୍ଟ ସାଇରସ୍‌ ମିସ୍ତ୍ରୀଙ୍କ ଟାଟା ଗ୍ରୁପ୍‌ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦ କାଏମ ରଖିଛନ୍ତି। ଗତ ଜୁଲାଇ ମାସରେ ଉଭୟ ପକ୍ଷକୁ ଶୁଣିବା ପରେ ଏନ୍‌ସିଏଲ୍‌ଏଟି ରାୟ ସଂରକ୍ଷିତ ରଖିଥିଲେ। ଶପୁରଜୀ ପାଲୋନ୍‌ଜୀ ପରିବାରର ଜଣେ ଉତ୍ତରାଧିକାରୀ ମିସ୍ତ୍ରୀଙ୍କର ଟାଟାରେ ଅଂଶଧନ ରହିଥିଲେ ହେଁ ଟାଟା ସନ୍ସ ଏବଂ ଟାଟା ପରିବାର ମୁଖ୍ୟ ରତନ ଟାଟାଙ୍କ ମଧ୍ୟରେ ଆଇନଗତ ମାମଲାରେ ଏହା ଫଶିଯାଇଥିଲା। ଟାଟା ୨୦୧୬ ଅକ୍ଟୋବରରେ ଟାଟା ଅଧ୍ୟକ୍ଷ ପଦ ଛାଡ଼ିବା ପରେ ଏପରି […]

syrus

syrus

Subrat Kumar Nayak
  • Published: Wednesday, 18 December 2019
  • Updated: 18 December 2019, 03:35 PM IST

Sports

Latest News

ନୂଆଦିଲ୍ଲୀ: ବୁଧବାର କୋର୍ଟ ସାଇରସ୍‌ ମିସ୍ତ୍ରୀଙ୍କ ଟାଟା ଗ୍ରୁପ୍‌ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦ କାଏମ ରଖିଛନ୍ତି। ଗତ ଜୁଲାଇ ମାସରେ ଉଭୟ ପକ୍ଷକୁ ଶୁଣିବା ପରେ ଏନ୍‌ସିଏଲ୍‌ଏଟି ରାୟ ସଂରକ୍ଷିତ ରଖିଥିଲେ।

ଶପୁରଜୀ ପାଲୋନ୍‌ଜୀ ପରିବାରର ଜଣେ ଉତ୍ତରାଧିକାରୀ ମିସ୍ତ୍ରୀଙ୍କର ଟାଟାରେ ଅଂଶଧନ ରହିଥିଲେ ହେଁ ଟାଟା ସନ୍ସ ଏବଂ ଟାଟା ପରିବାର ମୁଖ୍ୟ ରତନ ଟାଟାଙ୍କ ମଧ୍ୟରେ ଆଇନଗତ ମାମଲାରେ ଏହା ଫଶିଯାଇଥିଲା। ଟାଟା ୨୦୧୬ ଅକ୍ଟୋବରରେ ଟାଟା ଅଧ୍ୟକ୍ଷ ପଦ ଛାଡ଼ିବା ପରେ ଏପରି ହୋଇଥିଲା।

ମିସ୍ତ୍ରୀ ପୂର୍ବରୁ ଅଭିଯୋଗ ଆଣିଥିଲେ ଟାଟା ପରିବାର ପକ୍ଷରୁ ମାଇନରିଟି ଶେୟାରହୋଲ୍ଡରଙ୍କ ସ୍ୱାର୍ଥହାନି କରାଯାଉଛି ଏବଂ ପରିଚାଳନାରେ ତ୍ରୁଟି କରାଯାଉଛି। ଟାଟା ପକ୍ଷରୁ କିନ୍ତୁ ଏହାକୁ ଲଗାତାର ମନା କରାଯାଉଥିଲା। ବର୍ତ୍ତମାନ ରତନ ଟାଟା ମୁଖ୍ୟ ଥିବା କିଛି ଟ୍ରଷ୍ଟ ପାଖରେ ଅଧିକ ଶେୟାର ରହିଛି। ସାଇରସ୍‌ ମିସ୍ତ୍ରୀଙ୍କ ପାରିବାରିକ କମ୍ପାନୀ ପାଖରେ ୧୮.୪% ଶେୟାର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story