ଅର୍ଣ୍ଣବଙ୍କ ହ୍ୱାଟସ ଆପ୍‌ ଚ୍ୟାଟ ଭାଇରାଲ ଘଟଣାର ଜେପିସି ତଦନ୍ତ ଦାବି କଲା ଏନସିପି

ମୁମ୍ବାଇ: ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ଓ ବାର୍କର ପୂର୍ବତନ ସିଇଓ ପାର୍ଥ ଦାସଗୁପ୍ତଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ହ୍ୱାଟସ ଆପ୍‌ ଚ୍ୟାଟର କିଛି ସ୍କ୍ରିନ ଶଟ୍‌ ଭାଇରାଲ ହେବା ଅଭିଯୋଗ ଘଟଣାରେ ନୂଆ ମୋଡ଼ ଆସିଛି। ଏହି ଭାଇରାଲ ଚ୍ୟାଟ୍‌ରେ କରାଯାଇଥିବା ଦାବିରେ କେତେ ସତ୍ୟତା ଅଛି, ସେକଥା ଜାଣିବା ପାଇଁ ଶରଦ ପାୱାରଙ୍କ ଏନସିପି ଯୁଗ୍ମ ସଂସଦୀୟ କମିଟି(ଜେପିସି) ଗଠନ କରି ତଦନ୍ତ କରିବାକୁ ଦାବି କରିଛି। ଭାଇରାଲ ହ୍ୱାଟସଆପ୍‌ ଚ୍ୟାଟ୍‌ରେ […]

f

f

Hemant Lenka
  • Published: Monday, 18 January 2021
  • Updated: 18 January 2021, 04:30 PM IST

Sports

Latest News

ମୁମ୍ବାଇ: ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ଓ ବାର୍କର ପୂର୍ବତନ ସିଇଓ ପାର୍ଥ ଦାସଗୁପ୍ତଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ହ୍ୱାଟସ ଆପ୍‌ ଚ୍ୟାଟର କିଛି ସ୍କ୍ରିନ ଶଟ୍‌ ଭାଇରାଲ ହେବା ଅଭିଯୋଗ ଘଟଣାରେ ନୂଆ ମୋଡ଼ ଆସିଛି। ଏହି ଭାଇରାଲ ଚ୍ୟାଟ୍‌ରେ କରାଯାଇଥିବା ଦାବିରେ କେତେ ସତ୍ୟତା ଅଛି, ସେକଥା ଜାଣିବା ପାଇଁ ଶରଦ ପାୱାରଙ୍କ ଏନସିପି ଯୁଗ୍ମ ସଂସଦୀୟ କମିଟି(ଜେପିସି) ଗଠନ କରି ତଦନ୍ତ କରିବାକୁ ଦାବି କରିଛି।

ଭାଇରାଲ ହ୍ୱାଟସଆପ୍‌ ଚ୍ୟାଟ୍‌ରେ ଫେବୃଆରୀ ୨୬ରେ ଭାରତ ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକ୍‌ ସମ୍ପର୍କରେ ଅର୍ଣ୍ଣବ ଆଗୁଆ ଜାଣିଥିଲେ ବୋଲି ଅଭିଯୋଗ ହୋଇଛି। ଏହାକୁ ନେଇ ବିବାଦ ଉପୁଜିବାରୁ ଏନସିପିର ମୁଖ୍ୟ ମୁଖପାତ୍ର ମହେଶ ତାପସେ କହିଛନ୍ତି, ଜାତୀୟ ସୁରକ୍ଷା ସହ ଜଡ଼ିତ ଥିବା ପ୍ରସଙ୍ଗକୁ ବ୍ୟବହାର କରି ଟିଆରପି ହାସଲ କରିବା ଘଟଣା ନିଶ୍ଚିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହା ଅତ୍ୟନ୍ତ ଲଜ୍ଜାଜନକ ଓ ଗ୍ରହଣୀୟ ନୁହେଁ।

ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌ ସମ୍ପର୍କରେ ଭାଇରାଲ ହ୍ୱାଟସ ଆପ୍‌ ଚ୍ୟାଟ୍‌ରେ ଯେଉଁ କଥା କୁହାଯାଇଛି, ତା’ର ସତ୍ୟାସତ୍ୟ ଜାଣିବା ଦେଶବାସୀଙ୍କ ଅଧିକାର। ତେଣୁ ଭାରତ ସରକାର ତୁରନ୍ତ ଜେପିସି ଗଠନ କରି ଏହାର ତଦନ୍ତ କରନ୍ତୁ ବୋଲି ସେ ଦାବି କରିଛନ୍ତି।

ଏଥିସହ ସେ ମଙ୍ଗଳବାର ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଭେଟିବେ। ଏହି ସମୟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହି ଚ୍ୟାଟଗେଟ୍‌ ସମ୍ପର୍କରେ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଦାବି ଜଣାଇବେ ବୋଲି କହିଛନ୍ତି।

ମହେଶ ଆହୁରି କହିଛନ୍ତି, “ଅର୍ଣ୍ଣବ ତାଙ୍କ ଟିଭି ବିତର୍କରେ ପାଲଘର ଘଟଣାକୁ ସାଂପ୍ରଦାୟିକ ରୂପ ଦେବାକୁ ଚେଷ୍ଟା କରିଥିଲେ। ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣାରେ ସେ ମିଥ୍ୟା ତଥ୍ୟ ପ୍ରଚାର କରିଥିଲେ। କେବଳ ମହାରାଷ୍ଟ୍ର ସରକାରରେ ଅସ୍ଥିରତା ସୃଷ୍ଟି କରିବାକୁ ଏଭଳି ସବୁ କରାଯାଉଥିଲା। ତେଣୁ ବିଜେପି ଏବେ ଅର୍ଣ୍ଣବଙ୍କ ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁ।”

ଟିଆରପି ଜାଲିଆତି ଘଟଣାରେ ବାର୍କର ପୂର୍ବତନ ସିଇଓ ଦାସଗୁପ୍ତାଙ୍କୁ ମୁମ୍ବାଇ ପୁଲିସ୍‌ ଗିରଫ କରି ସାରିଛି। ସେ ତାଲୋଜା ଜେଲ୍‌ରେ ଥିବା ବେଳେ ଅସୁସ୍ଥ ଅନୁଭବ କରିଥିଲେ। ଏଥିପାଇଁ ତାଙ୍କୁ ଜେଜେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story