ଜଳସେଚନ ଦୁର୍ନୀତି ମାମଲାରେ ଅଜିତ ପାୱାରଙ୍କୁ କ୍ଳିନ୍‌ଚିଟ୍‌

ମୁମ୍ବାଇ: ମହାରାଷ୍ଟ୍ରର ଦୁର୍ନୀତି ନିରୋଧୀ ବ୍ୟୁରୋ ରାଜ୍ୟର ପୂର୍ବତନ ଜଳସମ୍ପଦ ବିକାଶ ମନ୍ତ୍ରୀ ଅଜିତ ପାୱାରଙ୍କୁ କ୍ଳିନ୍‌ଚିଟ୍‌ ଦେଇଛି। ବିଦର୍ଭ ଜଳସେଚନ ପ୍ରକଳ୍ପକୁ ନେଇ ବେଶ୍‌ କିଛି ଦିନ ଧରି ତଦନ୍ତ ପରେ କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଛନ୍ତି। ନଭେମ୍ବର ୨୭ରେ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ନିକଟରେ ଏନେଇ ଏକ ସତ୍ୟପାଠ ଦାଖଲ କରାଯାଇଛି। ମହାରାଷ୍ଟ୍ର ବିକାଶ ଆଘାଡି ଶପଥ ନେବାର ଗୋଟିଏ ଦିନ ପୂର୍ବରୁ ଏହି ସତ୍ୟାପଠ ଦାଖଲ ହୋଇଥିଲା। ସୂଚନାଯୋଗ୍ୟ ଯେ, ପୂର୍ବରୁ […]

ajit-pawar-122

ajit-pawar-122

Subrat Kumar Nayak
  • Published: Friday, 06 December 2019
  • Updated: 06 December 2019, 05:19 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ରର ଦୁର୍ନୀତି ନିରୋଧୀ ବ୍ୟୁରୋ ରାଜ୍ୟର ପୂର୍ବତନ ଜଳସମ୍ପଦ ବିକାଶ ମନ୍ତ୍ରୀ ଅଜିତ ପାୱାରଙ୍କୁ କ୍ଳିନ୍‌ଚିଟ୍‌ ଦେଇଛି। ବିଦର୍ଭ ଜଳସେଚନ ପ୍ରକଳ୍ପକୁ ନେଇ ବେଶ୍‌ କିଛି ଦିନ ଧରି ତଦନ୍ତ ପରେ କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଛନ୍ତି।

ନଭେମ୍ବର ୨୭ରେ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ନିକଟରେ ଏନେଇ ଏକ ସତ୍ୟପାଠ ଦାଖଲ କରାଯାଇଛି। ମହାରାଷ୍ଟ୍ର ବିକାଶ ଆଘାଡି ଶପଥ ନେବାର ଗୋଟିଏ ଦିନ ପୂର୍ବରୁ ଏହି ସତ୍ୟାପଠ ଦାଖଲ ହୋଇଥିଲା।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଚର୍ଚ୍ଚା ହେଉଥିଲା ଅଜିତ ତାଙ୍କ ବିଜେପି ସହ ମେଣ୍ଟ ଘୋଷଣା କରିବାପରେ ତାଙ୍କୁ ବିଦର୍ଭ ଜଳ ସେଚନ ଦୁର୍ନୀତି ମାମଲାରେ କ୍ଳିନ୍‌ଚିଟ୍‌ ମିଳିଥିଲା। ପରେ ଦସେ ଏବଂ ବିଜେପିରୁ ମୁଖ୍ୟମନ୍ତ୍ରୀ ହୋଇଥିବା ଦେବେନ୍ଦ୍ର ଫଡ଼ନାବିସ୍‌ ସ୍ତଫା ଦେଇଥଲେ। ଏହା ପୂର୍ବରୁ ପୂର୍ବତନ ଆଣ୍ଟି କରପସନ୍‌ ବ୍ୟୁରୋ ମୁଖଞ ସଞ୍ଜୟ ବାର୍ଭେ କୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ, ଗୋସିଖୁର୍ଦ୍ଦ ଏବଂ ଜିଗାଓଁ ଆଦି ପ୍ରକଳ୍ପରେ ଅଜିତ ନିଜେ ସ୍ୱାକ୍ଷର କରି ଏସବୁର କାମ ସମ୍ପ୍ରସାରଣ କରିଥିଲେ। ସେତେବେଳେ ସେ ବିଦର୍ଭ ଜଳସେଚନ ବିକାଶ ନିଗମର ଅଧ୍ୟକ୍ଷ ଥିଲେ। ସେତେବେଳେ ଜଳସେଚନ ପ୍ରକଳ୍ପରେ ହେରଫେର ହୋଇଥିବା ଅଭିଯୋଗ ଆସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story