ଏନଡିଏ ଧରାଶାୟୀ, ମହାମେଣ୍ଟକୁ ୧୭୮ ଆସନ: ହାଟ୍ରିକ ବିଜୟ ସହ ବିହାର ଶାସନ ଡୋରି ଧରିବାକୁ ଯାଉଛନ୍ତି ନୀତୀଶ

ପାଟଣା: ଲଗାତର ହାଟ୍ରିକ୍ ବିଜୟ ସହ ପୁଣି ବିହାରର ଶାସନ ଡୋରି ଧରିବାକୁ ଯାଉଛନ୍ତି ଜେଡିୟୁ ନେତା ନୀତୀଶ କୁମାର। ଆଜି ବିହାର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ଏହା ସ୍ପଷ୍ଟ ହୋଇଯାଇଛି । ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ଜେଡିୟୁ, ଆରଜେଡି ଓ କଂଗ୍ରେସକୁ ନେଇ ଗଠିତ ମହାମେଣ୍ଟ ୧୭୮ ଆସନରେ ବିଜୟୀ ହୋଇଛି । ଏପଟେ ମାତ୍ର ୫୮ ଆସନରେ ବିଜୟୀ ହୋଇ ଧରାଶାୟୀ ହୋଇଯାଇଛି ।  ଜନାଦେଶ ପରେ ଲାଲୁ ବି […]

maha menta

maha menta

Rakesh Mallick
  • Published: Sunday, 08 November 2015
  • Updated: 09 November 2015, 02:44 AM IST

Sports

Latest News

ପାଟଣା: ଲଗାତର ହାଟ୍ରିକ୍ ବିଜୟ ସହ ପୁଣି ବିହାରର ଶାସନ ଡୋରି ଧରିବାକୁ ଯାଉଛନ୍ତି ଜେଡିୟୁ ନେତା ନୀତୀଶ କୁମାର। ଆଜି ବିହାର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ଏହା ସ୍ପଷ୍ଟ ହୋଇଯାଇଛି । ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ଜେଡିୟୁ, ଆରଜେଡି ଓ କଂଗ୍ରେସକୁ ନେଇ ଗଠିତ ମହାମେଣ୍ଟ ୧୭୮ ଆସନରେ ବିଜୟୀ ହୋଇଛି । ଏପଟେ ମାତ୍ର ୫୮ ଆସନରେ ବିଜୟୀ ହୋଇ ଧରାଶାୟୀ ହୋଇଯାଇଛି ।  ଜନାଦେଶ ପରେ ଲାଲୁ ବି ସ୍ପଷ୍ଟ କରିଛନ୍ତି ଆରଜେଡିର ନମ୍ୱର ଅଧିକ ଥିଲେ ବି ନୀତୀଶ ହିଁ ମୁଖ୍ୟମନ୍ତ୍ରୀ ହେବେ। ତେଣୁ ମହାମେଣ୍ଟର ଅଂଶୀଦାର ଜେଡିୟୁ, ଆରଜେଡି ଶିବିର ଏବେ ଉତ୍ସବର ମାହୋଲ। ଏପଟେ କଂଗ୍ରେସ ଶିବିରରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି। କାରଣ ଗତ ନିର୍ବାଚନ ତୁଳନାରେ ଦଳ ପାଇଛି ଆଶାତିତ ସଫଳତା। ଏପଟେ ଗତ ବିଧାନସଭା ନିର୍ବାଚନଠାରୁ ବି ଖରାପ ପ୍ରଦର୍ଶନ କରିଥିବା ବିଜେପି ଶିବିରରେ ନିରାଶାର ଛାଇ ଯାଇଛି।

୫ଟି ପର୍ଯ୍ୟାୟରେ ହୋଇଥିବା ଏହି ନିର୍ବାଚନରେ ଲାଲୁ ଯାଦବଙ୍କ ଆରଜେଡି ସର୍ବାଧିକ ୮୦ ଆସନରେ ବିଜୟୀ ହୋଇଛି । ପଛକୁ ରହିଛି ମହାମେଣ୍ଟର ଅନ୍ୟତମ ମୁଖ୍ୟ ଅଂଶିଦାର ଜେଡିୟୁ । ଜେଡିୟୁ ୭୧ ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୨୭ ଆସନରେ ଜିତିଛି। ପରାଜୟର ସାମ୍ନା କରିବାକୁ ପଡିଥିବା ଏନଡିଏକୁ ୫୮ ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି । ବିଜେପି ୫୩ଟି ଆସନରେ ଜିତିଥିବା ବେଳେ ଅଂଶୀଦାର ଦଳଙ୍କୁ ମାତ୍ର ୫ଟି ଆସନ ମିଳିଛି। ଲୋକ ଜନଶକ୍ତି ପାର୍ଟି ୨ଟି, ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ୨, ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା ଗୋଟିଏ, ସିପିଏମ ୩ଟି ଓ ସ୍ୱାଧୀନ ପ୍ରାର୍ଥୀମାନେ ୪ଟି ଆସନରେ ବିଜୟୀ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story