ଏନ୍‌ଡିଏ ଅଛି କି ନା ସନ୍ଦେହଜନକ: ସଞ୍ଜୟ ରାଉତ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ଥିବା ଏନ୍‌ଡିଏ ମେଣ୍ଟର ଅସ୍ଥିତ୍ୱକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଏହି ମେଣ୍ଟର ଅନ୍ୟତମ ଅଙ୍ଗ ଶିବସେନାର ମୁଖପାତ୍ର ତଥା ବରିଷ୍ଠ ନେତା ସଞ୍ଜୟ ରାଉତ। ସେ କହିଛନ୍ତି ପୁରୁଣା ଏନ୍‌ଡିଏ ଏବଂ ଏବେର ଏନ୍‌ଡିଏ ମଧ୍ୟରେ ଫରକ ଅଛି। ସେ କହିଛନ୍ତି, ଏହି ମେଣ୍ଟର ଅନ୍ୟତମ ପ୍ରତିଷ୍ଠାତା ଲାଲକୃଷ୍ଣ ଆଡଭାନୀ ଏହି ମେଣ୍ଟ ଛାଡ଼ି ଦେଇଛନ୍ତି ନଚେତ ନିଷ୍କ୍ରିୟ ଅଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ବାଲାସାହେବ ଠାକ୍‌ରେ, ଅଟଳ […]

SANJAY RAUT

SANJAY RAUT

Subrat Kumar Nayak
  • Published: Saturday, 16 November 2019
  • Updated: 16 November 2019, 09:09 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ଥିବା ଏନ୍‌ଡିଏ ମେଣ୍ଟର ଅସ୍ଥିତ୍ୱକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଏହି ମେଣ୍ଟର ଅନ୍ୟତମ ଅଙ୍ଗ ଶିବସେନାର ମୁଖପାତ୍ର ତଥା ବରିଷ୍ଠ ନେତା ସଞ୍ଜୟ ରାଉତ। ସେ କହିଛନ୍ତି ପୁରୁଣା ଏନ୍‌ଡିଏ ଏବଂ ଏବେର ଏନ୍‌ଡିଏ ମଧ୍ୟରେ ଫରକ ଅଛି। ସେ କହିଛନ୍ତି, ଏହି ମେଣ୍ଟର ଅନ୍ୟତମ ପ୍ରତିଷ୍ଠାତା ଲାଲକୃଷ୍ଣ ଆଡଭାନୀ ଏହି ମେଣ୍ଟ ଛାଡ଼ି ଦେଇଛନ୍ତି ନଚେତ ନିଷ୍କ୍ରିୟ ଅଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ବାଲାସାହେବ ଠାକ୍‌ରେ, ଅଟଳ ବିହାରୀ ବାଜପେୟୀ, ଏଲ୍‌କେ ଆଡଭାନୀ ଏବଂ ପ୍ରକାଶ ସିଂହ ବାଦଲ ମୁଖ୍ୟତଃ ମେଣ୍ଟ କରିଛନ୍ତି। ଏନ୍‌ଡିଏର ସ୍ଥିତିକୁ ନେଇ ପ୍ରଶ୍ନ ଉଠୁଛି ଏବଂ ଏହା ଗୋଟିଏ ଦଳର ମାଲିକାନା ନୁହେଁ ବୋଲି ସେ କହିଛନ୍ତି।

ସଞ୍ଜୟ କହିଛନ୍ତି, “ଅନେକ ଦଳ ଏକାଠି ହୋଇ ଏହି ମେଣ୍ଟ ଗଢ଼ିଥିଲେ। ଏପରିକି ଅନେକ ଦଳଙ୍କର ଆଦଶ ମଧ୍ୟ ସମାନ ନଥିଲା। ଆମେ ଦୀର୍ଘ ଦିନ ଧରି ଏହାର ଅଙ୍ଗ ହୋଇ ରହିଆସିଥିଲୁ। ଏହି ମେଣ୍ଟ ପୂର୍ବର ମେଣ୍ଟ ନୁହେଁ। ଏହାର ଆବାହାକ କିଏ?”

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ର ନିର୍ବାଚନ ପରେ ୫୦:୫୦ ଅନୁପାତରେ ଭାଗବଣ୍ଟାକୁ ନେଇ ବିଜେପି ଏବଂ ଶିବସେନା ମଧ୍ୟରେ ତିକ୍ତତା ଦେଖା ଦେଇଛି। ମୁଖ୍ୟମନ୍ତ୍ର ପଦକୁ ଅଧା ଅଧା କରିବା ପାଇଁ ବା ଅଢ଼େଇ ବର୍ଷ ଲେଖାଏ ମୁଖ୍ୟମନ୍ତ୍ରୀ ରହିବା ପାଇଁ ଶିବସେନାର ପ୍ରସ୍ତାବକୁ ବିଜେପି ପ୍ରତ୍ୟାଖ୍ୟାନ କରିବା ପରେ ଶିବସେନା କଂଗ୍ରେସ-ଏନ୍‌ସିପି ଆଡ଼କୁ ମୁହାଁଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story