NEET ଟପ୍ପର କଳ୍ପନା କୁମାରୀଙ୍କୁ ନେଇ ଉଠିଲା ବିବାଦ

ନୂଆଦିଲ୍ଲୀ: ଏବେ ସାରା ଦେଶରେ NEET ଟପର୍‌ କଳ୍ପନା କୁମାରୀଙ୍କ ଚର୍ଚ୍ଚା ଚାଲିଛି। ସେ ୭୨୦ରୁ ୬୯୧ ମାର୍କ ରଖି ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି। ଗତକାଲି ବିହାର ବୋର୍ଡର ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ମଧ୍ୟ କଳ୍ପନା ବିଜ୍ଞାନରେ ବିଭାଗରେ ଟପର୍‌ ହୋଇଛନ୍ତି। ସେ ୪୩୪ ନମ୍ବର ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ଘୋଷଣା ପରେ ଏକ ବିବାଦ ଆରମ୍ଭ ହୋଇଯାଇଛି। ଏହାକୁ ନେଇ ବିହାର ବିଦ୍ୟାଳୟ ପରୀକ୍ଷା ସମିତି […]

biharcopy

biharcopy

Rakesh Mallick
  • Published: Thursday, 07 June 2018
  • Updated: 07 June 2018, 12:13 PM IST

Sports

Latest News

ନୂଆଦିଲ୍ଲୀ: ଏବେ ସାରା ଦେଶରେ NEET ଟପର୍‌ କଳ୍ପନା କୁମାରୀଙ୍କ ଚର୍ଚ୍ଚା ଚାଲିଛି। ସେ ୭୨୦ରୁ ୬୯୧ ମାର୍କ ରଖି ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି। ଗତକାଲି ବିହାର ବୋର୍ଡର ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ମଧ୍ୟ କଳ୍ପନା ବିଜ୍ଞାନରେ ବିଭାଗରେ ଟପର୍‌ ହୋଇଛନ୍ତି। ସେ ୪୩୪ ନମ୍ବର ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ଘୋଷଣା ପରେ ଏକ ବିବାଦ ଆରମ୍ଭ ହୋଇଯାଇଛି। ଏହାକୁ ନେଇ ବିହାର ବିଦ୍ୟାଳୟ ପରୀକ୍ଷା ସମିତି ଫସିଯାଇଛି।

ବିବାଦ କଳ୍ପନା କୁମାରୀଙ୍କ ଜ୍ଞାନକୁ ନେଇ ଉଠିନି ।  ବିବାଦ ଉଠିଛି ବିହାରର ନିମ୍ନ ମାନର ଶିକ୍ଷା ବ୍ୟବସ୍ଥାକୁ ନେଇ। ଦେଶର ପ୍ରାୟ ସମସ୍ତ ସ୍କୁଲରେ ନିୟମ ରହିଛି ଯେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ବସିବା ପାଇଁ ଛାତ୍ରଛାତ୍ରୀମାନଙ୍କ ଶ୍ରେଣୀ ଗୃହର ଉପସ୍ଥିତି  ଅତିକମ୍‌ରେ ୭୫% ହୋଇଥିବା ଆବଶ୍ୟକ। ଅର୍ଥାତ୍ ଯେତୋଟି କ୍ଲାସ୍ ହୋଇଥିବ ସେଥିରୁ ୭୫ ପ୍ରତିଶତରେ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିବେ।

ଏଠି ବିବାଦ ହେଉଛି, ଚଳିତ ବର୍ଷ ବିହାର ବୋର୍ଡ ଏପରି ଜଣେ ଛାତ୍ରୀଙ୍କୁ ଦ୍ୱାଦଶ ଶ୍ରେଣୀରେ  ବିଜ୍ଞାନ ପାଠ୍ୟକ୍ରମରେ ଟପର୍‌ ବନାଇ ଦେଇଛି ଯିଏ କି କେବେ ହେଲେ ନିଜ ଶ୍ରେଣୀ ଗୃହର ଦ୍ୱାର ମାଡ଼ି ନାହାଁନ୍ତି। NEET ପରୀକ୍ଷାରେ ଟପର୍‌ ହେବା ପରେ ଏକ ସାକ୍ଷାତକାରରେ କଳ୍ପନା କହିଥିଲେ ଯେ ସେ ଗତ ୨ ବର୍ଷ ହେଲା ଦିଲ୍ଲୀରେ ରହି ଆକାଶ ଇନ୍‌ଷ୍ଟିଚ୍ୟୁଟ୍‌ରେ  ମେଡିକାଲ କୋଚିଂ ନେଉଥିଲେ। ତେବେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେବା ପାଇଁ ସେ ନିଜ ଜିଲ୍ଲା ଶିବହରର YKJM କଲେଜରେ ନାମ ଲେଖାଇଥିଲେ। ଏଠାରେ ପ୍ରଶ୍ନ ଉଠୁଛି ଯେ ଯଦି କଳ୍ପନା ୨ ବର୍ଷ ହେଲା ଦିଲ୍ଲୀରେ କୋଚିଂ ନେଉଥିଲେ, ତା’ହେଲେ ଶ୍ରେଣୀଗୃହରେ ତାଙ୍କର ନ୍ୟୁନତମ ଉପସ୍ଥିତି ରହିଲା କେମିତି? ତାଙ୍କୁ ପରୀକ୍ଷାରେ ବସିବାକୁ ଅନୁମତି ମିଳିଲା କେମିତି?

ବିବାଦ ବଢ଼ୁଥିବା ଦେଖି ବିହାର ସ୍କୁଲ ପରୀକ୍ଷା ସମିତିର ଚେୟାରମ୍ୟାନ୍ ଆନନ୍ଦ କିଶୋର ଏକ ମିଛ କହି ମାମଲାକୁ ଦବାଇବାକୁ ଚେଷ୍ଟା କରକିଛନ୍ତି। ସେ କହିଛନ୍ତି ଯେ ସ୍କୁଲରେ ନ୍ୟୁନତମ ଉପସ୍ଥିତିର କୌଣସି ବ୍ୟବସ୍ଥା ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story