ନେଲ୍‌ ପିଟର୍ସଙ୍କୁ ମିସ ୟୁନିଭର୍ସ ଟାଇଟଲ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ନେଲ୍‌ ପିଟର୍ସ ମିସ ୟୁନିଭର୍ସ ଟାଇଟଲ ହାସଲ କରିଛନ୍ତି। ଫାଇନାଲ ରାଉଣ୍ଡରେ ସେ ମିସ୍ କଲମ୍ବିଆ ଓ ମିସ୍ ଜାମାଇକାଙ୍କୁ ପଛରେ ପକାଇ ସେ ଏହି ସଫଳତା ପାଇଛନ୍ତି। ୨୨ବର୍ଷ ବୟସ୍କା ନେଲ୍‌ ପିଟର୍ସ ପୂର୍ବରୁ ମିସ ସାଉଥ ଆଫ୍ରିକା ଟାଇଟଲ ପାଇଛନ୍ତି। ମହିଳାମାନଙ୍କ ଅଧିକାର ପାଇଁ ଲଢିବେ ବୋଲି ମିସ ୟୁନିଭର୍ସ ଟାଇଟଲ ଜିତିବା ପରେ ସେ କହିଛନ୍ତି। ମହିଳାମାନଙ୍କୁ ସମାନ କାମ ପାଇଁ ସମାନ ଦରମା ଦେବାକୁ ସେ ଯୁକ୍ତି […]

miss universe

miss universe

Rakesh Mallick
  • Published: Monday, 27 November 2017
  • Updated: 27 November 2017, 01:15 PM IST

Sports

Latest News

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ନେଲ୍‌ ପିଟର୍ସ ମିସ ୟୁନିଭର୍ସ ଟାଇଟଲ ହାସଲ କରିଛନ୍ତି। ଫାଇନାଲ ରାଉଣ୍ଡରେ ସେ ମିସ୍ କଲମ୍ବିଆ ଓ ମିସ୍ ଜାମାଇକାଙ୍କୁ ପଛରେ ପକାଇ ସେ ଏହି ସଫଳତା ପାଇଛନ୍ତି। ୨୨ବର୍ଷ ବୟସ୍କା ନେଲ୍‌ ପିଟର୍ସ ପୂର୍ବରୁ ମିସ ସାଉଥ ଆଫ୍ରିକା ଟାଇଟଲ ପାଇଛନ୍ତି।

ମହିଳାମାନଙ୍କ ଅଧିକାର ପାଇଁ ଲଢିବେ ବୋଲି ମିସ ୟୁନିଭର୍ସ ଟାଇଟଲ ଜିତିବା ପରେ ସେ କହିଛନ୍ତି। ମହିଳାମାନଙ୍କୁ ସମାନ କାମ ପାଇଁ ସମାନ ଦରମା ଦେବାକୁ ସେ ଯୁକ୍ତି ରଖିଛନ୍ତି। ମହିଳାମାନେ ପୁରୁଷଙ୍କ ତୁଳନାରେ ୨୫ ପ୍ରତିଶତ କମ ଦରମା ପାଉଛନ୍ତି ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ନେଲ୍‌ ନିକଟରେ ନର୍ଥ ୱେଷ୍ଟ ୟୁନିଭର୍ସିଟିରୁ ବିଜନେସ ମ୍ୟାନେଜମେଣ୍ଟରେ ଡିଗ୍ରୀ ହାସଲ କରିଛନ୍ତି। ଲାସ ଭେଗାସରେ ଆୟୋଜିତ ଫାଇନାଲ ରାଉଣ୍ଡରେ ୧୩ଟି ଦେଶର ପ୍ରତିଯୋଗୀ ଭାଗ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story