ନେପାଳ: ଭୂକଂପ ଯୋଗୁ ୧୦ ଲକ୍ଷ ଲୋକ ଦାରିଦ୍ର୍ୟ ସୀମା ରେଖା ତଳକୁ ଚାଲିଯାଇଛନ୍ତି

କାଠମାଣ୍ଡୁ: ଗତ ଏପ୍ରିଲ ୨୫ ତାରିଖରେ ହୋଇଥିବା ଶକ୍ତିଶାଳୀ ଭୂକଂପ ପରେ ନେପାଳର ୧୦ ଲକ୍ଷ ଲୋକ ଦାରିଦ୍ର୍ୟ ସୀମା ରେଖା ତଳେ ବସବାସ କରୁଛନ୍ତି। ଏ ସୂଚନା ଦେଇଛି ନେପାଳର ଜାତୀୟ ଯୋଜନା କମିଶନ। କମିଶନ ପକ୍ଷରୁ କୁହାଯାଇଛି ଯେ ଏହି ଶକ୍ତିଶାଳୀ ଭୂକଂପ ଯୋଗୁ ନେପାଳର ୯ ଲକ୍ଷ ୮୨ ହଜାର ଲୋକ ଦାରିଦ୍ର୍ୟ ଭିତରକୁ ଚାଲି ଯାଇଛନ୍ତି। କାରଣ ସେମାନେ ସେମାନଙ୍କ ସଂପତ୍ତିବାଡ଼ି ହରାଇଛନ୍ତି। ରୋଜଗାରର ଆୟ ବି ହରାଇଛନ୍ତି। ଦେଶକୁ ପୁଣି […]

nepa

nepa

Rakesh Mallick
  • Published: Sunday, 14 June 2015
  • Updated: 04 May 2017, 03:45 PM IST

Sports

Latest News

କାଠମାଣ୍ଡୁ: ଗତ ଏପ୍ରିଲ ୨୫ ତାରିଖରେ ହୋଇଥିବା ଶକ୍ତିଶାଳୀ ଭୂକଂପ ପରେ ନେପାଳର ୧୦ ଲକ୍ଷ ଲୋକ ଦାରିଦ୍ର୍ୟ ସୀମା ରେଖା ତଳେ ବସବାସ କରୁଛନ୍ତି। ଏ ସୂଚନା ଦେଇଛି ନେପାଳର ଜାତୀୟ ଯୋଜନା କମିଶନ। କମିଶନ ପକ୍ଷରୁ କୁହାଯାଇଛି ଯେ ଏହି ଶକ୍ତିଶାଳୀ ଭୂକଂପ ଯୋଗୁ ନେପାଳର ୯ ଲକ୍ଷ ୮୨ ହଜାର ଲୋକ ଦାରିଦ୍ର୍ୟ ଭିତରକୁ ଚାଲି ଯାଇଛନ୍ତି। କାରଣ ସେମାନେ ସେମାନଙ୍କ ସଂପତ୍ତିବାଡ଼ି ହରାଇଛନ୍ତି। ରୋଜଗାରର ଆୟ ବି ହରାଇଛନ୍ତି।

ଦେଶକୁ ପୁଣି ଥରେ ସାଧାରଣ କରିବା ପାଇଁ ୬.୬୬ ବିଲିୟନ ଆମେରିକୀୟ ଡଲାର ଆବଶ୍ୟକ ବୋଲି ଆକଳନ କରିଛନ୍ତି ନେପାଳ ସରକାର। ଆଉ ଏହି ଅର୍ଥ ହେଉଛି ନେପାଳର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ଏକ ତୃତୀୟାଂଶ।  ପୋଷ୍ଟ ଡିଜାଷ୍ଟର ନିଡ୍ସ ଆସେସମେଣ୍ଟ୍ (ପିଡିଏନଏ) ପକ୍ଷରୁ କରାଯାଇଥିବା ସର୍ଭେରୁ ଏହି ଜଣାପଡ଼ିଛି। କ୍ଷୟକ୍ଷତି ଆକଳନ କରିବା ପାଇଁ ନେପାଳ ଜାତୀୟ ଯୋଜନା କମିଶନ ପକ୍ଷରୁ ୨୫୦ ଜଣ ନେପାଳୀ ଓ ବିଦେଶୀ ବିଶେଷଜ୍ଞକୁ ନେଇ ଗଠନ କରାଯାଇଥିଲା ଏହି ପିଡିଏନଏ। ଦେଶର କ୍ଷୟକ୍ଷତିକୁ ପିଡିଏନଏ ୨୧ଟି କ୍ଷେତ୍ରରେ ଭାଗ କରିଛି। ଏଥିରୁ ସବୁଠୁ ଅଧିକ କ୍ଷୟକ୍ଷତି ହୋଇଛି ଘରଦ୍ୱାରେ। ଏଥିରେ ପ୍ରାୟ ୩୩୦ ବିଲିୟନ ଟଙ୍କାର କ୍ଷତି ହୋଇଛି। ଶିକ୍ଷା ଓ ପର୍ଯ୍ୟଟନ କ୍ଷେତ୍ରରେ ଯଥାକ୍ରମେ ୨୮ ବିଲିୟନ ଓ ୧୮ ବିଲିୟନ ଟଙ୍କା କ୍ଷତି ହୋଇଛି।

ନେପାଳରେ ମୋଟ ୭୫ଟି ଜିଲ୍ଲା ରହିଛି। ସେଥିମଧ୍ୟରୁ ଗତ ଏପ୍ରିଲ ୨୫ ତାରିଖରେ ହୋଇଥିବା ୭.୯ ତୀବ୍ରତା ବିଶିଷ୍ଟ ଶକ୍ତିଶାଳୀ ଭୂକଂପ ଓ ଏହା ପରେ ଗତ ମେ ୧୨ ତାରିଖରେ ହୋଇଥିବା ୭.୩ ତୀବ୍ରତାର ଭୂକଂପରେ ୩୬ଟି ଜିଲ୍ଲା ପ୍ରଭାବିତ ହୋଇଛନ୍ତି। ତେବେ ୧୪ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛନ୍ତି। ଏପ୍ରିଲ ୨୫ ରେ ହୋଇଥିବା ଭୂକଂପରେ ୮ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story