ନେପାଳ: ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନର ଜରୁରୀ ଅବତରଣ, ୨ ପାଇଲଟ୍‌ ମୃତ

କାଠମାଣ୍ଡୁ: ଯାନ୍ତ୍ରିକ ତ୍ରୁଟି କାରଣରୁ ଆଜି ଅପରାହ୍ନରେ ଏୟାର କାଷ୍ଠମଣ୍ଡପ ଏୟାର ଲାଇନ୍ସର ଏକ ବିମାନ ଜରୁରୀ ଅବତରଣ କରିବା ବେଳେ ଦୁର୍ଘଟଣା ଘଟି ଦୁଇଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ କ୍ୟାପଟେନ ଦିନେଶ ନେଉପାନେ ଏବଂ ତାଙ୍କ ସହଯୋଗୀ ସନ୍ତୋଷ ରାଣା। ତେବେ ବିମାନରେ ଥିବା ସମସ୍ତ ୯ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଆଜି ଅପରାହ୍ନ ପ୍ରାୟ ୧୨ଟା ୧୫ ମିନିଟ୍‌ରେ ବିମାନଟି ନେପାଳଗଞ୍ଜରୁ ଜୁମ୍ଲା ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। ଉଡାଣର କିଛି […]

crash

crash

Rakesh Mallick
  • Published: Friday, 26 February 2016
  • Updated: 04 May 2017, 03:44 PM IST

Sports

Latest News

କାଠମାଣ୍ଡୁ: ଯାନ୍ତ୍ରିକ ତ୍ରୁଟି କାରଣରୁ ଆଜି ଅପରାହ୍ନରେ ଏୟାର କାଷ୍ଠମଣ୍ଡପ ଏୟାର ଲାଇନ୍ସର ଏକ ବିମାନ ଜରୁରୀ ଅବତରଣ କରିବା ବେଳେ ଦୁର୍ଘଟଣା ଘଟି ଦୁଇଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ କ୍ୟାପଟେନ ଦିନେଶ ନେଉପାନେ ଏବଂ ତାଙ୍କ ସହଯୋଗୀ ସନ୍ତୋଷ ରାଣା। ତେବେ ବିମାନରେ ଥିବା ସମସ୍ତ ୯ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି।

ଆଜି ଅପରାହ୍ନ ପ୍ରାୟ ୧୨ଟା ୧୫ ମିନିଟ୍‌ରେ ବିମାନଟି ନେପାଳଗଞ୍ଜରୁ ଜୁମ୍ଲା ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। ଉଡାଣର କିଛି ସମୟ ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଫଳରେ ବିମାନଟିକୁ କାଲିକୋଟ ଜିଲ୍ଲା ଚିଲଖାୟାର ଏକ ପାହାଡିଆ ଅଞ୍ଚଳରେ ଜରୁରୀ ଅବତରଣ କରିବାକୁ ପଡିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story