ନେପାଳରେ ବିମାନ ଦୁର୍ଘଟଣାଗ୍ରସ୍ତ: ୨୩ ମୃତ

କାଠମାଣ୍ଡୁ: ନେପାଳରେ ବୁଧବାର ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଦୁଇ ଜଣ ଶିଶୁଙ୍କ ସମେତ ୨୩ ଜଣଙ୍କ ମୃତ୍ୟୁ ଘଟିଛି। ସକାଳୁ ନିଖୋଜ ଥିବା ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ନେପାଳ ସେନା ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି। ବିମାନଟିରେ ତିନି ଜଣ ବିମାନ କର୍ମଚାରୀ ଓ ଦୁଇ ଜଣ ଶିଶୁଙ୍କ ସମେତ ମୋଟ ୨୩ ଜଣ ସବାର ହୋଇଥିଲେ। ଯାତ୍ରୀଙ୍କ ମଧ୍ୟରେ ଦୁଇ ଜଣ ବିଦେଶୀ ନାଗରିକ ମଧ୍ୟ ଥିଲେ। ସେମାନଙ୍କ […]

plane

plane

Rakesh Mallick
  • Published: Wednesday, 24 February 2016
  • Updated: 04 May 2017, 03:44 PM IST

Sports

Latest News

କାଠମାଣ୍ଡୁ: ନେପାଳରେ ବୁଧବାର ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଦୁଇ ଜଣ ଶିଶୁଙ୍କ ସମେତ ୨୩ ଜଣଙ୍କ ମୃତ୍ୟୁ ଘଟିଛି। ସକାଳୁ ନିଖୋଜ ଥିବା ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ନେପାଳ ସେନା ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି। ବିମାନଟିରେ ତିନି ଜଣ ବିମାନ କର୍ମଚାରୀ ଓ ଦୁଇ ଜଣ ଶିଶୁଙ୍କ ସମେତ ମୋଟ ୨୩ ଜଣ ସବାର ହୋଇଥିଲେ। ଯାତ୍ରୀଙ୍କ ମଧ୍ୟରେ ଦୁଇ ଜଣ ବିଦେଶୀ ନାଗରିକ ମଧ୍ୟ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ କୁଏତର ହୋଇଥିବା ବେଳେ ଆଉ ଜଣେ ଚୀନ୍‌ର।

‘ତାରା ଏୟାର’ର ଏହି ବିମାନ ୯ଏନ୍‌-ଏଏଚ୍‌ଏଚ୍‌ ସକାଳ ପ୍ରାୟ ୭ଟା ୫୦ ମିନିଟ୍‌ରେ ପୋଖରା ବିମାନବନ୍ଦରରୁ ସୋମସୋମ ଅଭିମୁଖେ ଉଡ଼ାଣ ଭରି ଥିଲା। ବିମାନଟି ୧ ଘଣ୍ଟା ପର୍ଯ୍ୟନ୍ତ କଂଟ୍ରୋଲ୍ ରୁମ୍ ସହିତ ସଂପର୍କରେ ଥିଲା। କିନ୍ତୁ ହିମାଳୟ ପାର୍ବତ୍ୟମାଳା ନିକଟରେ ହଠାତ୍ ବିମାନଟି ସହିତ କଂଟ୍ରୋଲ୍‌ ରୁମ୍‌ର ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଏହି ଦୁର୍ଘଟଣା ପାଇଁ ଖରାପ ପାଗକୁ ଦାୟୀ କରାଯାଇଛି।

ବିମାନଟି ନିଖୋଜ ହେବା ପରେ ସେନାର ଏକ ହେଲିକପ୍ଟରକୁ ଏହାକୁ ଖୋଜିବା ପାଇଁ ପଠା ଯାଇଥିଲା। ସର୍ଚ୍ଚ ଅପରେସନ୍ ବେଳେ ମ୍ୟାଗଦୀ ଅଞ୍ଚଳରୁ ବିମାନଟିର ଭଗ୍ନାବଶେଷ ମିଳି ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story