ଆସୁଛି କଡ଼ା ଆଇନ: ‌ଆଉ ମନଇଚ୍ଛା ଜମା ରାଶି ଉଠାଇ ପାରିବେନି ଗ୍ରାହକ

ନୂଆଦିଲ୍ଲୀ: କେନ୍ଦ୍ରରେ ବିଜେପି ସରକାର ଆସିବା ଦିନଠାରୁ ଦେଶର ଅର୍ଥନୈତିକ ସ୍ଥିତିକୁ ସୁଧାରିବା ପାଇଁ ଅନେକ ବଡ଼ ପଦକ୍ଷେପ ନେଇସାରିଲେଣି। ବିମୁଦ୍ରିକରଣ, ନୂତନ ଟଙ୍କା ପ୍ରଚଳନ, ଦ୍ରବ୍ୟ ଓ ସେବାକର ଲାଗୁ ଓ ବ୍ୟାଙ୍କ ଗୁଡ଼ିକର ଏନ୍‌ପିଏ ସମସ୍ୟା ଦୂର କରିବା ପାଇଁ ସରକାର ଖାତାରୁ କୋଟି କୋଟି ଟଙ୍କା ଭରଣା କରିବା ଭଳି ପଦକ୍ଷେପ ନିଆଯାଇ ସାରିଛି। ଏବେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଉପରେ ପୁଣି ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି ସରକାର। ଏହି […]

BANK

BANK

Rakesh Mallick
  • Published: Tuesday, 05 December 2017
  • Updated: 05 December 2017, 05:59 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ରରେ ବିଜେପି ସରକାର ଆସିବା ଦିନଠାରୁ ଦେଶର ଅର୍ଥନୈତିକ ସ୍ଥିତିକୁ ସୁଧାରିବା ପାଇଁ ଅନେକ ବଡ଼ ପଦକ୍ଷେପ ନେଇସାରିଲେଣି। ବିମୁଦ୍ରିକରଣ, ନୂତନ ଟଙ୍କା ପ୍ରଚଳନ, ଦ୍ରବ୍ୟ ଓ ସେବାକର ଲାଗୁ ଓ ବ୍ୟାଙ୍କ ଗୁଡ଼ିକର ଏନ୍‌ପିଏ ସମସ୍ୟା ଦୂର କରିବା ପାଇଁ ସରକାର ଖାତାରୁ କୋଟି କୋଟି ଟଙ୍କା ଭରଣା କରିବା ଭଳି ପଦକ୍ଷେପ ନିଆଯାଇ ସାରିଛି। ଏବେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଉପରେ ପୁଣି ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି ସରକାର। ଏହି ପଦକ୍ଷେପ କେବଳ ଯେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଉପରେ ପ୍ରଭାବ ପକାଇବ ତା ନୁହେଁ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଥିବା ସମସ୍ତ ଉପଭୋକ୍ତା ଏହି ନୂଆ ଅଇନ ପରିଧିରେ ଆସିବେ। ତେବେ କ’ଣ ଏହି ନୂଆ ଆଇନ୍ ଓ ଏଥିଯୋଗୁଁ କାହା ଉପରେ କିପରି ପ୍ରଭାବ ପଡ଼ିବ- ଏସବୁ ଜାଣିବା ନିହାତି ଦରକାର। ଆସନ୍ତୁ ଜାଣିବା ସରକାରଙ୍କ ଏହି ନୂଆ ଆଇନ୍ ବିଷୟରେ

ନୂଆ ବ୍ୟବସ୍ଥାଟି କ?

କେନ୍ଦ୍ର ସରକାର ଫାଇନାନ୍‌ସିଆଲ୍‌ ରିଜୋଲିସନ୍ ଏବଂ ଡିପୋଜିଟ୍ ଇନ୍‌ସୁରାନ୍ସ (ଏଫ୍‌.ଆର୍.ଡି.ଆଇ) ବିଲ୍ ୨୦୧୭ କୁ ତିଆରି କରିବାରେ ଲାଗି ପଡ଼ିଛନ୍ତି। ସଂସଦର ଆଗାମୀ ଶୀତକାଳୀନ ଅଧିବେଶନରେ ଏହାକୁ ଉପସ୍ଥାପନ କରିବାକୁ ଜୋରସୋରର୍ ଉଦ୍ୟମ ଚାଲିଛି। ସଂସଦରେ ଉଭୟ ସଦନରେ ସରକାରଙ୍କର ବହୁମତ ଥିବା ଯୋଗୁଁ ବିଲ୍‌ଟି ସଂସଦରେ ସହଜରେ ପାରିତ ହୋଇଯିବ ବୋଲି କୁହାଯାଉଛି। ପୂର୍ବରୁ ମଧ୍ୟ ଏହି ବିଲ୍‌କୁ ସରକାର ମୌସୁମୀ ଅଧିବେଶନରେ ସଂସଦରେ ଉପସ୍ଥାପନ କରିଥିଲେ। ପରେ ପରାମର୍ଶ ପାଇଁ ଏହାକୁ ଯୁଗ୍ମ ସଂସଦୀୟ କମିଟି ପାଖକୁ ପଠାଇ ଦିଆଯାଇଥିଲା। ଏବେ ପୁଣି ଥରେ ଏହି ବିଲ୍‌କୁ ଉପସ୍ଥାପନ କରିବାକୁ ଯାଉଛନ୍ତି ସରକାର।

ନୂଆ ବ୍ୟବସ୍ଥାରେ କଣ ରହିଛି ?

ସରକାରୀ ଓ ପ୍ରାଇଭେଟ୍ ବ୍ୟାଙ୍କ, ଇନ୍‌ସୁରାନ୍ସ କମ୍ପାନୀ ଓ ଅନ୍ୟ ଅର୍ଥନୈତିକ ସଂସ୍ଥା ଗୁଡ଼ିକର ଦେବାଳିଆ ସମସ୍ୟାକୁ ସାମ୍ନା କରିବା ପାଇଁ ଏକ ନୂଆ ବ୍ୟବସ୍ଥା ତିଆରି କରାଯାଇଛି। ସରକାର ଦାବି କରୁଛନ୍ତି ଯେ ଏହି ଢାଞ୍ଚା ଦେଶରେ ବ୍ୟାଙ୍କିଙ୍ଗ୍ ଓ ଇନ୍‌ସୋଲଭେନ୍‌ସି କୋଡ୍‌ ସରକାରୀ ବ୍ୟାଙ୍କ ଗୁଡ଼ିକର ରିକ୍ୟାପିଟାଇଲାଜେସ୍‌ ପ୍ଲାନ୍ ଏବଂ ଇନ୍‌ସୁରାନ୍ସ ସେକ୍ଟରରେ ବିଦେଶୀ ନିବେଶକୁ ମଞ୍ଜୁରୀ ଦେବା ପରେ ଅର୍ଥନୈତିକ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ।

ଆଇନ୍‌ରେ କିପରି ବଦଳିବ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା

ନୂଆ ବ୍ୟବସ୍ଥା ଏଫ୍‌.ଆର୍.ଡି.ଆଇ ଲାଗୁ ହେଲେ ବର୍ତ୍ତମାନର ଆଇନ୍ ଡିପୋଜିଟ୍ ଇନ୍‌ସୁରାନ୍ସ ଆଣ୍ଡ କ୍ରେଡିଟ୍‌ ଗ୍ୟାରେଣ୍ଟି କର୍ପୋରେଶନ୍ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। ଆଜିକାଲି ସମୟରେ ଭିନ୍ନ ଭିନ୍ନ ବ୍ୟାଙ୍କରେ ଆପଣଙ୍କ ଜମା ରାଶି ଉପରେ ପ୍ରଚଳିତ ଆଇନ୍‌ ଗ୍ୟାରେଣ୍ଟି ଦିଏ। ଏହି ଆଇନ୍‌ ଅନୁସାରେ ଯଦି କୌଣସି ବ୍ୟାଙ୍କ ରୁଗ୍‌ଣ ହୋଇଯାଏ ଅବା ଦେବାଳିଆ ହୋଇଯାଏ ତା’ହେଲେ ସେ ଗ୍ରାହକଙ୍କୁ  ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ରାଶି ଫେରସ୍ତ କରିବ। ବର୍ତ୍ତମାନ ସମୟରେ ଏହି ବ୍ୟବସ୍ଥା ସବୁଠୁ ସୁରକ୍ଷିତ ଓ ବିଶ୍ୱାସନୀୟ ବୋଲି କୁହାଯାଏ।

ତିଆରି ହେବ ନୂଆ ରିଜୋଲ୍ୟୁଶନ କର୍ପୋରେସନ୍

ନୂଆ ବ୍ୟବସ୍ଥା ଅନୁସାରେ ଏହି ସୁବିଧାର ସମ୍ପୂର୍ଣ୍ଣ ବନ୍ଦ କରି ତା’ ବଦଳରେ ନୂଆ ରିଜୋଲ୍ୟୁଶନ କର୍ପୋରେସନ୍ ସ୍ଥାପନ କରାଯିବ। ବ୍ୟାଙ୍କ ଗୁଡ଼ିକର ଆର୍ଥିକ ସ୍ଥିତି ଆକଳନ କରିବା ଏବଂ ଆର୍ଥିକ ସଂକଟରୁ ବାହାରିବାର ବାଟ ଆର୍‌ବିଆଇ ଦେଖାଇ ଆସୁଛି। କିନ୍ତୁ ଏଫ୍‌.ଆର୍.ଡି.ଆଇ ବିଲ୍ ସଂସଦରେ ପାସ୍‌ ହେଲେ ନୂଆ ରିଜୋଲ୍ୟୁଶନ କର୍ପୋରେଶନ୍ ଏହି କାମ କରିବ।

ନୂଆ ଅଇନ୍‌ର ସବୁଠୁ ବିପଜ୍ଜନକ ବ୍ୟବସ୍ଥା

ବର୍ତ୍ତମାନର ଆଇନ୍ ଅନୁସାରେ କୌଣସି ବ୍ୟାଙ୍କ ଆର୍ଥିକ ସଂକଟର ସମ୍ମୁଖୀନ ହେଲେ ସରକାର ନିଜ ପାଣ୍ଠିରୁ ବେଲ୍‌ଆଉଟ୍‌ ପ୍ୟାକେଜ୍‌ ଦେଇଥାନ୍ତି। କର୍ପୋରେଟ୍‌ ସେକ୍ଟର ଗୁଡ଼ିକୁ ଅଧିକ ଋଣ  ଦେଇ ଦେବାଳିଆ ହୋଇଯାଇଥିବା ବ୍ୟାଙ୍କ ଗୁଡ଼ିକୁ ଏହି ବେଲ୍‌ଆଉଟ୍ ପ୍ୟାକେଜ୍‌ ଦେଇ ସରକାର ଏଗୁଡ଼ିକୁ  ବୁଡ଼ିବାରୁ ରକ୍ଷା କରିବାକୁ ଚେଷ୍ଟା କରନ୍ତି। ଏଫ୍‌.ଆର୍.ଡି.ଆଇ ବ୍ୟବସ୍ଥାରେ ବ୍ୟାଙ୍କ ଗୁଡ଼ିକ ବେଲ୍‌ଆଉଟ୍‌ ପ୍ୟାକେଜ୍‌ ବଦଳରେ ବେଲ୍‌ ଇନ୍‌ର ସାହାଯ୍ୟ ନେଇପାରିବେ। ଏହା ସହିତ ବ୍ୟାଙ୍କ ଗୁଡିକର ଏନ୍‌ପିଏ(ନନ୍‌ ପର୍ଫମିଂ ଆସେଟ୍)ର ସମସ୍ୟା ତୀବ୍ର ହେଲେ ନୂଆ ରିଜୋଲ୍ୟୁଶନ୍‌ କର୍ପୋରେସନ୍ ନିର୍ଣ୍ଣୟ ନେବ ଯେ ଏହି ସମୟରେ ଉପଭୋକ୍ତା ବ୍ୟାଙ୍କଠାରୁ କେତେ ଅର୍ଥ ଉଠାଇ ପାରିବେ ଓ କେତେ ଟଙ୍କା ବ୍ୟାଙ୍କର ଏନ୍‌ପିଏ ବ୍ୟବସ୍ଥାରେ  ସୁଧାର ଆଣିବାକୁ ପଡ଼ିବ।

ଉଦାହରଣ ସ୍ୱରୂପ- ପ୍ରଚଳିତ ଆଇନ୍‌ ଅନୁସାରେ ଯଦି ଆପଣଙ୍କ ସେଭିଂ ଖାତାରେ ଲକ୍ଷେ ଟଙ୍କା ଥିବ ତା’ହେଲେ ଆପଣ ଯେତେବେଳେ ଚାହିଁବେ ଓ ଯେତେ ପରିମାଣରେ ଚାହିଁବେ ଟଙ୍କା ଉଠାଇ ପାରିବେ। କିନ୍ତୁ ନୂଆ ଆଇନ୍ ଲାଗୁ ପରେ ସରକାର ନିର୍ଣ୍ଣୟ ନେବେ ଯେ ବ୍ୟାଙ୍କର ଆର୍ଥିକ ସଂକଟ ବେଳେ ଗ୍ରାହକ କେତେ ଟଙ୍କା ଉଠାଇ ପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story