ବଦଳିଲା ଆଇଏଏସ୍‌, ଆଇପିଏସ୍‌ଙ୍କ କ୍ୟାଡର ପଲିସି: ରାଜ୍ୟ ନୁହେଁ ଜୋନ୍‌ରେ ହେବ ନିଯୁକ୍ତି

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଏଣିକି ରାଜ୍ୟ ନୁହେଁ ଜୋନ୍‌ ସ୍ତରରେ ନିଯୁକ୍ତି ପାଇବେ ଆଇଏଏସ୍‌, ଆଇପିଏସ୍‌ ଓ ଆଇଏଫ୍‌ଓଏସ୍‌ ଅଧିକାରୀ। କାର୍ମିକ ମନ୍ତ୍ରାଳୟ ପକ୍ଷରୁ ଏହି ନୂଆ ନୀତି ନେଇ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ପ୍ରସ୍ତାବ ଅନୁସାରେ ୨୬ଟି କ୍ୟାଡରକୁ ୫ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ଏହି ନିୟମ ଅନୁସାରେ ଏଣିକି ଆଇଏଏସ୍‌, ଆଇପିଏସ୍‌ ଓ ଆଇଏଫଓଏସ୍‌ ଅଧିକାରୀମାନେ କ୍ୟାଡର ବଦଳରେ ଜୋନ୍‌ ବାଛିବେ। କାର୍ମିକ ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି ନୂଆ ନୀତି ଅନୁସାରେ […]

ias

ias

Rakesh Mallick
  • Published: Thursday, 24 August 2017
  • Updated: 24 August 2017, 08:24 AM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଏଣିକି ରାଜ୍ୟ ନୁହେଁ ଜୋନ୍‌ ସ୍ତରରେ ନିଯୁକ୍ତି ପାଇବେ ଆଇଏଏସ୍‌, ଆଇପିଏସ୍‌ ଓ ଆଇଏଫ୍‌ଓଏସ୍‌ ଅଧିକାରୀ। କାର୍ମିକ ମନ୍ତ୍ରାଳୟ ପକ୍ଷରୁ ଏହି ନୂଆ ନୀତି ନେଇ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ପ୍ରସ୍ତାବ ଅନୁସାରେ ୨୬ଟି କ୍ୟାଡରକୁ ୫ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ଏହି ନିୟମ ଅନୁସାରେ ଏଣିକି ଆଇଏଏସ୍‌, ଆଇପିଏସ୍‌ ଓ ଆଇଏଫଓଏସ୍‌ ଅଧିକାରୀମାନେ କ୍ୟାଡର ବଦଳରେ ଜୋନ୍‌ ବାଛିବେ।

କାର୍ମିକ ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି ନୂଆ ନୀତି ଅନୁସାରେ ଜଣେ ଅଧିକାରୀଙ୍କୁ ନିଜ ରାଜ୍ୟ ବାହାରେ ମଧ୍ୟ କାମ କରିବାକୁ ପଡିବ।

ଜୋନ୍‌ ୧ରେ ୭ଟି କ୍ୟାଡରକୁ ସାମିଲ କରାଯାଇଛି। ଏଜିଏମୟୁଟି (ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ, କେନ୍ଦ୍ରଶାସିତ ଅଞ୍ଚଳ), ଜମ୍ମୁ-କଶ୍ମୀର, ଉତ୍ତରାଖଣ୍ଡ, ପଞ୍ଜାବ, ରାଜସ୍ଥାନ ଓ ହରିୟାଣା ରହିଛି।

ଜୋନ୍‌-୨ରେ ୪ଟି କ୍ୟାଡର ଯଥା ଉତ୍ତର ପ୍ରଦେଶ, ବିହାର, ଝରଖଣ୍ଡ ଓ ଓଡ଼ିଶା ରହିଛି।

ଜୋନ୍‌-୩ରେ ୪ଟି କ୍ୟାଡର ଗୁଜରାଟ, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ ଓ ଛତିଶଗଡ଼କୁ ସାମିଲ କରାଯାଇଛି।

ଜୋନ୍-୪ରେ ପଶ୍ଚିମବଙ୍ଗ, ସିକ୍କିମ, ଆସାମ-ମେଘାଳୟ, ମଣିପୁର, ତ୍ରିପୁରା ଓ ନାଗାଲାଣ୍ଡ ଅଛନ୍ତି।

ଜୋନ୍‌-୫ରେ ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ଓ କେରଳ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story