ନୂଆ ସିଏଜି ରାଜୀବ ମେହେରିଶି ଶପଥ ନେଲେ

ନୂଆଦିଲ୍ଲୀ: ଦେଶର ନୂଆ ସିଏଜି(କମ୍ପଟ୍ରୋଲର ଏଣ୍ଡ ଅଡିର ଜେନେରାଲ) ଭାବେ ଶପଥ ଗ୍ରହଣ କଲେ ରାଜୀବ ମେହରିଶି। ଆଜି ରାଷ୍ଟ୍ରପତି ଭବନରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ପ୍ରମୁଖ ଉପସ୍ଥିତ ଥିଲେ। ରାଜସ୍ଥାନରେ ଜନ୍ମଗ୍ରହଣ କରିଥିବା ରାଜୀବ ମେହରିଶି ରାଜସ୍ଥାନ କ୍ୟାଡର୍ର ୧୯୭୮ ବ୍ୟାଚ୍ ଆଇଏଏସ୍ ଅଧିକାରୀ। ସେ କେନ୍ଦ୍ର ସରକାରଙ୍କ ଅଧୀନରେ […]

Rakesh Mallick
  • Published: Monday, 25 September 2017
  • Updated: 25 September 2017, 08:29 AM IST

Sports

Latest News

ନୂଆଦିଲ୍ଲୀ: ଦେଶର ନୂଆ ସିଏଜି(କମ୍ପଟ୍ରୋଲର ଏଣ୍ଡ ଅଡିର ଜେନେରାଲ) ଭାବେ ଶପଥ ଗ୍ରହଣ କଲେ ରାଜୀବ ମେହରିଶି। ଆଜି ରାଷ୍ଟ୍ରପତି ଭବନରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ପ୍ରମୁଖ ଉପସ୍ଥିତ ଥିଲେ।

ରାଜସ୍ଥାନରେ ଜନ୍ମଗ୍ରହଣ କରିଥିବା ରାଜୀବ ମେହରିଶି ରାଜସ୍ଥାନ କ୍ୟାଡର୍ର ୧୯୭୮ ବ୍ୟାଚ୍ ଆଇଏଏସ୍ ଅଧିକାରୀ। ସେ କେନ୍ଦ୍ର ସରକାରଙ୍କ ଅଧୀନରେ ଦୁଇ ଥର ଗୃହ ସଚିବ ରହିଛନ୍ତି । ସହ ଅର୍ଥ, ପେଟ୍ରୋଲିୟମ, ସାର ଭଳି ବହୁ ଗୁରତ୍ୱପୂର୍ଣ୍ଣ ମନ୍ତ୍ରାଳୟରେ କାର୍ଯ୍ୟ କରିଛନ୍ତି। ମେହରିଶିଙ୍କ ପୂର୍ବରୁ ଶଶିକାନ୍ତ ଶର୍ମା ସିଏଜି ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story