ଧମାକେଦାର ପ୍ଲାନ୍: ପ୍ରତିଦିନ ମିଳିବ 3.5GB ଡାଟା

ଜିଓକୁ ଝଟକା ଦେଇ ଆଇଡିଆ ଆଣିଛି ୫ଟି ନୂଆ ପ୍ଲାନ୍। ଏହି ପ୍ଲାନଗୁଡିକ ୩୦୯ ଟଙ୍କାରୁ ୭୯୯ ଟଙ୍କା ପର୍ଯ୍ୟନ୍ତ ରହିଛି। ପ୍ଲାନ ଗୁଡିକ କ୍ରମାନୁସାରେ ୩୦୯, ୩୯୮, ୪୯୮, ୫୯୯ ଓ ୭୯୯ ଟଙ୍କା ରହିଛି।  ବର୍ତ୍ତମାନ ଏହି ପ୍ଲାନଗୁଡ଼ିକ କେବଳ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ପାଇଁ ରହିଛି। ବହୁତ ଶୀଘ୍ର ଏହି ସେବା ଗୁଡିକ ଅନ୍ୟ ରାଜ୍ୟଗୁଡିକରେ ମଧ୍ୟ ଉପଲବ୍ଧ ହେବ। ଆସନ୍ତୁ ଜାଣିବା ଏହି ପ୍ଲାନଗୁଡ଼ିକ ସମ୍ପର୍କରେ। ୧. ୩୦୯ ଟଙ୍କାର ଯୋଜନାରେ […]

SMART-PHONE

SMART-PHONE

Rakesh Mallick
  • Published: Wednesday, 15 November 2017
  • Updated: 15 November 2017, 02:07 PM IST

Sports

Latest News

ଜିଓକୁ ଝଟକା ଦେଇ ଆଇଡିଆ ଆଣିଛି ୫ଟି ନୂଆ ପ୍ଲାନ୍। ଏହି ପ୍ଲାନଗୁଡିକ ୩୦୯ ଟଙ୍କାରୁ ୭୯୯ ଟଙ୍କା ପର୍ଯ୍ୟନ୍ତ ରହିଛି। ପ୍ଲାନ ଗୁଡିକ କ୍ରମାନୁସାରେ ୩୦୯, ୩୯୮, ୪୯୮, ୫୯୯ ଓ ୭୯୯ ଟଙ୍କା ରହିଛି।  ବର୍ତ୍ତମାନ ଏହି ପ୍ଲାନଗୁଡ଼ିକ କେବଳ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ପାଇଁ ରହିଛି। ବହୁତ ଶୀଘ୍ର ଏହି ସେବା ଗୁଡିକ ଅନ୍ୟ ରାଜ୍ୟଗୁଡିକରେ ମଧ୍ୟ ଉପଲବ୍ଧ ହେବ। ଆସନ୍ତୁ ଜାଣିବା ଏହି ପ୍ଲାନଗୁଡ଼ିକ ସମ୍ପର୍କରେ।

୧. ୩୦୯ ଟଙ୍କାର ଯୋଜନାରେ ୧୪ ଦିନ ଯାଏଁ 1GB 4G/3G/2G ଡାଟା ସହ ଅନଲିମଇଟେଡ୍ କଲିଂର ସୁବିଧା ମିଳିବ।

୨. ୩୯୮ ଟଙ୍କାର ପ୍ଲାନରେ ୩୫ ଦିନ ଯାଏଁ ବ୍ୟବହାରକାରୀଙ୍କୁ ପ୍ରତିଦିନ 1GB 4G/3G ଡାଟା ସହ ଅନ୍‌ଲିମିଟେଡ୍ ଲୋକାଲ ଓ ଏସ୍‌ଟିଡି ଫ୍ରି କଲିଂ ମିଳିବ।

୩. ୪୯୮ ଟଙ୍କାର ପ୍ଲାନ୍ ଅନୁଯାୟୀ ୭୦ ଦିନର ବୈଧତା ସହ ପ୍ରତିଦିନ 1GB 4G/3G ଡାଟା ଓ ଅନ୍‌ଲିମିଟେଡ୍ କଲିଂର ସୁବିଧା ମିଳିବ। ଏହି ପ୍ଲାନ୍‌ଟି ସମସ୍ତ ରାଜ୍ୟରେ ଉପଲବ୍ଧ ହେବ।

୪. ୫୯୯ ଟଙ୍କା ପ୍ଲାନରେ ୟୁଜର ୨୮ ଦିନ ଯାଏଁ ଅନଲିମିଟେଡ୍‌ ଫ୍ରି କଲିଂ ସହ ପ୍ରତିଦିନ 2.5GBର ଡାଟା ପାଇବେ।

୫. ସେହିପରି ଆଇଡିଆର ୭୯୯ ଟଙ୍କାର ପ୍ଲାନ ଅନୁଯାୟୀ ବ୍ୟବହାରକାରୀଙ୍କୁ ୨୮ ଦିନ ଯାଏଁ 3.5GB ଡାଟା ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story