ନୂଆଦିଲ୍ଲୀ: ଅସହିଷ୍ଣୁତା ବିରୋଧୀ ବିକ୍ଷୋଭ ପ୍ରତିବାଦରେ ଅନୁପମ ଖେରଙ୍କ ଶୋଭାଯାତ୍ରା

ନୂଆଦିଲ୍ଲୀ: ଦେଶରେ ଅସହିଷ୍ଣୁତାକୁ ନେଇ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି। ଗୋଟିଏ ପକ୍ଷରେ ଅନେକ ସାହିତ୍ୟିକ ଓ କଳାକାର ସେମାନେ ଗ୍ରହଣ କରିଥିବା ବିଭିନ୍ନ ରାଷ୍ଟ୍ରୀୟ ପୁରସ୍କାର ଫେରାଇ ଦେଉଥିବା ବେଳେ ଅନ୍ୟ ପକ୍ଷରେ ପୁରସ୍କାର ଫେରାଉଥିବା ବ୍ୟକ୍ତିମାନେ ଦେଶକୁ ବଦନାମ କରୁଥିବା ଅଭିଯୋଗ କରି ବଲିଉଡ୍ ଅଭିନେତା ଅନୁପମ୍ ଖେର ଶନିବାର ନୂଆଦିଲ୍ଲୀରେ ଏକ ଶୋଭାଯାତ୍ରା କରିଥିଲେ। ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା କରାଯାଇଥିଲା। ଅନୁପମ୍ ଖେର୍ କହିଛନ୍ତି, ଭାରତ ହେଉଛି ଏକ ସହିଷ୍ଣୁ […]

anupam

anupam

Rakesh Mallick
  • Published: Saturday, 07 November 2015
  • Updated: 07 November 2015, 10:39 AM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ଅସହିଷ୍ଣୁତାକୁ ନେଇ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି। ଗୋଟିଏ ପକ୍ଷରେ ଅନେକ ସାହିତ୍ୟିକ ଓ କଳାକାର ସେମାନେ ଗ୍ରହଣ କରିଥିବା ବିଭିନ୍ନ ରାଷ୍ଟ୍ରୀୟ ପୁରସ୍କାର ଫେରାଇ ଦେଉଥିବା ବେଳେ ଅନ୍ୟ ପକ୍ଷରେ ପୁରସ୍କାର ଫେରାଉଥିବା ବ୍ୟକ୍ତିମାନେ ଦେଶକୁ ବଦନାମ କରୁଥିବା ଅଭିଯୋଗ କରି ବଲିଉଡ୍ ଅଭିନେତା ଅନୁପମ୍ ଖେର ଶନିବାର ନୂଆଦିଲ୍ଲୀରେ ଏକ ଶୋଭାଯାତ୍ରା କରିଥିଲେ। ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା କରାଯାଇଥିଲା।

ଅନୁପମ୍ ଖେର୍ କହିଛନ୍ତି, ଭାରତ ହେଉଛି ଏକ ସହିଷ୍ଣୁ ରାଷ୍ଟ୍ର। କିଛି ଲୋକ ଦେଶରେ ଅସହିଷ୍ଣୁତା ବଢ଼ିଥିବା ନେଇ ଏକ ଭୁଲ ଧାରଣାକୁ ସୃଷ୍ଟି କରିଛନ୍ତି। ସେମାନଙ୍କ ସଂଖ୍ୟା ଖୁବ୍ କମ୍। ସବୁ ଭାରତୀୟ ଏମିତି ଚିନ୍ତା କରନ୍ତିନି। ଆମେ ଧର୍ମନିରପେକ୍ଷ ଲୋକ। ଆମେ ଭାରତୀୟମାନେ କୌଣସି ଏକ ଧର୍ମକୁ ନୀଚ୍ଚ ଦୃଷ୍ଟିରେ ଦେଖୁନା। ପୁରସ୍କାର ଫେରାଇବା ଦ୍ୱାରା ଦେଶର ଛବି ଖରାପ ହୋଇଛି। ଦେଶ ସଂପର୍କରେ ଏକ ଭୁଲ୍ ଧାରଣା ସୃଷ୍ଟି କରାଯାଉଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ଅନେକ ଲେଖକ, କଳାକାର, ଫିଲ୍ମନିର୍ମାତାଙ୍କୁ ଭେଟିଥିଲୁ। ସେମାନେ ବି ସମାନ କଥା କହିଥିଲେ। ଦେଶରେ ଅସହିଷ୍ଣୁତା ବୃଦ୍ଧି ପାଇଥିବା ସେମାନେ ଅନୁଭବ କରୁ ନାହାନ୍ତି ବୋଲି କହିଥିଲେ। ଦେଶର ଅଧିକାଂଶ ଲୋକ ଏମିତି ମନେ କରନ୍ତି ନାହିଁ। ଏହାର ପ୍ରତୀକ ସ୍ୱରୂପ ଆଜିର ଶୋଭା ଯାତ୍ରା କରାଯାଇଥିଲା।

ଆଜିର ଶୋଭାଯାତ୍ରାରେ ମଧୁର ଭଣ୍ଡାରକର, ଅଶୋକ ପଣ୍ଡିତ, ପ୍ରିୟଦର୍ଶନ, ମନୋଜ ଯୋଶୀ, ଅଭିଜିତ୍ ଭଟ୍ଟାଚାର୍ଯ୍ୟ, ଲେଖକ ମଧୁ କିଶ୍ୱର, ଅଭିନେତ୍ରୀ ରବିନା ଟଣ୍ଡନ ଙ୍କ ସମେତ ୪୦ରୁ ଅଧିକ କଳାକାର ଓ ସାହିତ୍ୟିକ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story