ବାଉଳା ହେଲେ ଡାକ୍ତର ବାବୁ ! ବଞ୍ଚିଥିବା ପିଲାକୁ ମାରିଦେଲେ, ମଶାଣିରେ ଜଣାପଡ଼ିଲା ବଞ୍ଚିଛି

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଜୀବିତ ଶିଶୁକୁ ମୃତ ଘୋଷଣା କରିବା ଘଟଣା ଥମିବାର ନାଁ ନେଉ ନାହିଁ। ବର୍ତ୍ତମାନ ସୁଦ୍ଧା ମ୍ୟାକ୍ସ ହସ୍ପିଟାଲ ସମ୍ମୁଖରେ ଧାରଣାରେ ବସିଛନ୍ତି ପୀଡ଼ିତଙ୍କ ପରିବାର। ଜୀବିତ ଶିଶୁକୁ ମୃତ ଦର୍ଶାଇଥିବା ଅଭିଯୋଗରେ ଦୁଇ ଜଣ ଡାକ୍ତରଙ୍କୁ ବିଦା କରିଛନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ। ଏହି ଘଟଣାରେ ଡାକ୍ତର ଏପି ମେହତା ଓ ବିଶାଳ ଗୁପ୍ତାଙ୍କୁ ବରଖାସ୍ତ କରାଯାଇଛି । ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ପଚରାଉଚରା ଆରମ୍ଭ କରିଛି ଦିଲ୍ଲୀ ପୋଲିସ। ଏପରି ସମ୍ବେଦନଶୀଳ […]

baby

baby

Rakesh Mallick
  • Published: Monday, 04 December 2017
  • Updated: 04 December 2017, 02:57 PM IST

Sports

Latest News

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଜୀବିତ ଶିଶୁକୁ ମୃତ ଘୋଷଣା କରିବା ଘଟଣା ଥମିବାର ନାଁ ନେଉ ନାହିଁ। ବର୍ତ୍ତମାନ ସୁଦ୍ଧା ମ୍ୟାକ୍ସ ହସ୍ପିଟାଲ ସମ୍ମୁଖରେ ଧାରଣାରେ ବସିଛନ୍ତି ପୀଡ଼ିତଙ୍କ ପରିବାର। ଜୀବିତ ଶିଶୁକୁ ମୃତ ଦର୍ଶାଇଥିବା ଅଭିଯୋଗରେ ଦୁଇ ଜଣ ଡାକ୍ତରଙ୍କୁ ବିଦା କରିଛନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ।

ଏହି ଘଟଣାରେ ଡାକ୍ତର ଏପି ମେହତା ଓ ବିଶାଳ ଗୁପ୍ତାଙ୍କୁ ବରଖାସ୍ତ କରାଯାଇଛି । ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ପଚରାଉଚରା ଆରମ୍ଭ କରିଛି ଦିଲ୍ଲୀ ପୋଲିସ। ଏପରି ସମ୍ବେଦନଶୀଳ ଘଟଣା କିପରି ଘଟିଲା ତାକୁ ନେଇ ତନାଘନା ଚାଲିଛି ।  ଘଟଣା ଦିନ ହସ୍ପିଟାଲରେ ଉପସ୍ଥିତ ଥିବା ସମସ୍ତ କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରିବ ବୋଲି ସୂଚନା ମିଳିଛି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଘଟଣାକୁ ଗୁରୁତ୍ୱ ସହ ନେଇ ହସ୍ପିଟାଲକୁ ନୋଟିସ୍ କରିଛି। ଅଭିଯୋଗ ପ୍ରମାଣିତ ହେଲେ ଡାକ୍ତରଖାନାର ଲାଇସେନ୍ସ ରଦ୍ଧ କରାଯିବ ବୋଲି କହିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ସତେନ୍ଦ୍ର ଜୈନ। ଗତ ସପ୍ତାହ ସାଲିମାରବାଗ୍ ଅଞ୍ଚଳର ଜଣେ ମହିଳାଙ୍କ ଜୀବିତ ଶିଶୁକୁ ମୃତ ଦର୍ଶାଇଥିଲେ ମ୍ୟାକ୍ସ ହସ୍ପିଟାଲ ଡାକ୍ତର।  କିନ୍ତୁ ଶେଷକୃତ୍ୟ ପୂର୍ବରୁ ଶିଶୁଟି ଜୀବିତ ଥିବା ଜଣାପଡ଼ିଥିଲା।

ଅଧିକ ଖବର ପାଇଁ-ବଞ୍ଚିଲା ଶିଶୁକୁ ମଲା ଘୋଷଣା କରି ହରଡ଼ଘଣାରେ ମେଡିକାଲ କର୍ତ୍ତୃପକ୍ଷ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story