ଆଜି ସଂସଦର ମଧ୍ୟରାତି ଅଧିବେଶନ: ପୂର୍ବରୁ ୩ ଥର ବସିଥିଲା ମିଡ୍‌ନାଇଟ୍‌ ସେସନ୍‌

ନୂଆଦିଲ୍ଲୀ: ବସ୍ତୁ ଏବଂ ସେବା କର (ଜିଏସ୍‌ଟି)କୁ ଆଜି ରାତିରେ ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଉଦ୍‌ଘାଟନ କରାଯିବ।  ଏହି ସମାରୋହ ରାତି ୧୧ଟାରେ ଆରମ୍ଭ ହେବ। ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଉଦ୍‌ବୋଧନ ଦେବେ। ଏହାପରେ ରାତି ୧୨ଟାରେ  ଲାଗୁ ହେବ ଜିଏସ୍‌ଟି। ତେଣୁ ସଂସଦକୁ ବଧୂ ପରି ସଜା ଯାଇଛି। ସ୍ୱାଧୀନ ଭାରତର ଇତିହାସରେ ଚତୁର୍ଥ ଥର ପାଇଁ ସଂସଦର ସେଣ୍ଟ୍ରାଲ୍‌ ହଲ୍‌ରେ ମିଡ୍‌ନାଇଟ୍ ସେସନ୍ ଅନୁଷ୍ଠିତ ହେବ। […]

parliament

parliament

Rakesh Mallick
  • Published: Friday, 30 June 2017
  • Updated: 30 June 2017, 10:49 AM IST

Sports

Latest News

ନୂଆଦିଲ୍ଲୀ: ବସ୍ତୁ ଏବଂ ସେବା କର (ଜିଏସ୍‌ଟି)କୁ ଆଜି ରାତିରେ ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଉଦ୍‌ଘାଟନ କରାଯିବ।  ଏହି ସମାରୋହ ରାତି ୧୧ଟାରେ ଆରମ୍ଭ ହେବ। ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଉଦ୍‌ବୋଧନ ଦେବେ। ଏହାପରେ ରାତି ୧୨ଟାରେ  ଲାଗୁ ହେବ ଜିଏସ୍‌ଟି। ତେଣୁ ସଂସଦକୁ ବଧୂ ପରି ସଜା ଯାଇଛି। ସ୍ୱାଧୀନ ଭାରତର ଇତିହାସରେ ଚତୁର୍ଥ ଥର ପାଇଁ ସଂସଦର ସେଣ୍ଟ୍ରାଲ୍‌ ହଲ୍‌ରେ ମିଡ୍‌ନାଇଟ୍ ସେସନ୍ ଅନୁଷ୍ଠିତ ହେବ।

ଆସନ୍ତୁ ଜାଣିବା ଏହା ପୂର୍ବରୁ କେବେ ଓ କାହିଁକି ମଧ୍ୟରାତିରେ ସେଣ୍ଟ୍ରାଲ୍ ହଲ୍‌ରେ ଚାଲିଥିଲା ସଂସଦ:

-୧୯୪୭ ମସିହା ଅଗଷ୍ଟ ୧୪ ତାରିଖରେ ସେଣ୍ଟ୍ରାଲ୍ ହଲ୍‌କୁ କନ୍‌ଷ୍ଟିଟ୍ୟୁସନ୍ ହଲ୍ ବୋଲି କୁହାଯାଉଥିଲା। ଦେଶକୁ ସ୍ୱାଧୀନତା ମିଳିବାକୁ ଯାଉଥିଲା। ମଧ୍ୟରାତିରେ ଏଠାରେ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିଲା। ସ୍ୱାଧୀନ ଭାରତର ପ୍ରଥମ ରାଷ୍ଟ୍ରପତି ଡା.ରାଜେନ୍ଦ୍ର ପ୍ରସାଦ ଏଠାକୁ ଆସିବା ପରେ ପ୍ରଥମେ ‘ବନ୍ଦେ ମାତରମ୍’ ଗାନ କରାଯାଇଥିଲା। ଏହାପରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ (ଜବାହାରଲାଲ୍ ନେହରୁ) ଭାଷଣ ଦେଇଥିଲେ।

- ୧୯୭୨ ମସିହା ଅଗଷ୍ଟ ୧୪ ତାରିଖରେ ସ୍ୱାଧୀନତା ମିଳିବାର ୨୫ ବର୍ଷ ପୂର୍ତ୍ତି ଅବସରରେ ମଧ୍ୟରାତିରେ ସଂସଦରେ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିଲା। ଏହି ସମୟରେ ଭି.ଭି ଗିରି ରାଷ୍ଟ୍ରପତି ଥିଲେ ଓ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିଲେ।

- ୧୯୯୭ ମସିହା ଅଗଷ୍ଟ ୧୪ ତାରିଖରେ ସ୍ୱାଧୀନତାର ସ୍ୱର୍ଣ୍ଣ ଜୟନ୍ତୀ ଅବସରରେ ମଧ୍ୟରାତିରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିଲା। ସେତେବେଳେ କେ.ଆର୍ ନାରାୟଣନ ରାଷ୍ଟ୍ରପତି ଥିଲେ। ଇନ୍ଦ୍ର କୁମାର ଗୁଜରାଲ ଥିଲେ ପ୍ରଧାନମନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story