ପ୍ରଦୂଷିତ ଦିଲ୍ଲୀ: ଧୂଆଁ ଓ ଧୂଳିରେ ଆଚ୍ଛାଦିତ ହେଲା ରାଜଧାନୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀକୁ ପୁଣି କବଳିତ କଲା ପ୍ରଦୂଷଣ। ଆଜି ସକାଳେ ଦିଲ୍ଲୀ ମହାନଗରୀର ବିଭିନ୍ନ ଅଞ୍ଚଳରେ ଧୂଆଁ ଓ ଧୂଳିର ବହଳ ଆସ୍ତରଣ ଦେଖିବାକୁ ମିଳିଛି। ଜଳୀୟ ବାଷ୍ପ, ଧୂଆଁ ଓ ଧୂଳିକଣା ମିଶିବା ପରେ ଦିଲ୍ଲୀ ଆକାଶରେ ଏମିତି ସ୍ଥିତି ସୃଷ୍ଟି ହୋଇଛି। ଫଳରେ ରାସ୍ତାରେ ଭିଜିବିଲିଟା ହ୍ରାସ ପାଇଛି। ଗାଡ଼ି ଚଳାଚଳରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଲୋକେ। ଧୂଆଁ କାରଣରୁ  ଇଣ୍ଡିଆ ଗେଟ୍‌, ରାଷ୍ଟ୍ରପତି ଭବନ ପରି ଅଟ୍ଟାଳିକା ଦେଖା ଯାଉ ନାହିଁ। […]

delhi

delhi

Rakesh Mallick
  • Published: Tuesday, 07 November 2017
  • Updated: 07 November 2017, 10:38 AM IST

Sports

Latest News

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀକୁ ପୁଣି କବଳିତ କଲା ପ୍ରଦୂଷଣ। ଆଜି ସକାଳେ ଦିଲ୍ଲୀ ମହାନଗରୀର ବିଭିନ୍ନ ଅଞ୍ଚଳରେ ଧୂଆଁ ଓ ଧୂଳିର ବହଳ ଆସ୍ତରଣ ଦେଖିବାକୁ ମିଳିଛି। ଜଳୀୟ ବାଷ୍ପ, ଧୂଆଁ ଓ ଧୂଳିକଣା ମିଶିବା ପରେ ଦିଲ୍ଲୀ ଆକାଶରେ ଏମିତି ସ୍ଥିତି ସୃଷ୍ଟି ହୋଇଛି। ଫଳରେ ରାସ୍ତାରେ ଭିଜିବିଲିଟା ହ୍ରାସ ପାଇଛି। ଗାଡ଼ି ଚଳାଚଳରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଲୋକେ। ଧୂଆଁ କାରଣରୁ  ଇଣ୍ଡିଆ ଗେଟ୍‌, ରାଷ୍ଟ୍ରପତି ଭବନ ପରି ଅଟ୍ଟାଳିକା ଦେଖା ଯାଉ ନାହିଁ। ପ୍ରଦୂଷଣର ସ୍ତର ବିପଦ ସଙ୍କେତ ଉପରେ ରହିଛି। ୫୦ ମିଟର ଯାଏଁ  କିଛି ଦେଖା ଯାଉନାହିଁ।

ଆଗାମୀ ତିନିଦିନ ପର୍ଯ୍ୟନ୍ତ ଏପରି ପରିବେଶ ରହିବ ବୋଲି ପାଣିପାଗ ବିଭାଗ କହିଛି। ଦିଲ୍ଲୀ ବ୍ୟତୀତ ପଞ୍ଚାବ ଓ ହରିୟାଣାରେ ମଧ୍ୟ ଏପରି ପରିବେଶ ରହିପାରେ।

ବାୟୁମଣ୍ଡଳର ନିମ୍ନସ୍ତରରେ PM 2.5 କଣିକାର ମାତ୍ରା ବୃଦ୍ଧି ପାଇଛି।  ପଞ୍ଚାବ ଓ ହରିୟାଣାରେ ପାଳ ଓ ଅଗାଡ଼ି ପୋଡ଼ି ଯୋଗୁଁ ସେଠାକାର ଧୂଆଁ ଦିଲ୍ଲୀ ବାୟୁମଣ୍ଡଳରେ ମିଶୁଛି ବୋଲି ଅଭିଯୋଗ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story