ହ୍ୱାଟସ୍‌ଆପ୍ ଆଣିଲା ନୂଆ ଫିଚର୍‌: ଲାଇଭ୍‌ ଲୋକେସନ ପଠାଇ ରହିପାରିବେ ସୁରକ୍ଷିତ

ସବୁଠୁ ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟସ୍ ଆପ୍ ତାର ବ୍ୟବହାରକରୀଙ୍କ ପାଇଁ ଆଣିଛି ଆଉ ଏକ ନୂଆ ଫିଚର। ଏହି ଫିଚରରେ ବ୍ୟବହାରକରୀ ଲାଇଭ ଲୋକେସନ୍ ପଠାଇପାରିବ। ପୂର୍ବରୁ ମଧ୍ୟ ବ୍ୟବହାରକାରୀ ନିଜର ଲୋକେସନ୍ ମେସେଜ ଜରିଆରେ ପଠାଇପାରୁଥିଲେ, ହେଲେ ଏହା ଲାଇଭ ଅପଡେଟ୍ ଦେଉନଥିଲା। ନୂଆ ଫିଚରଟି ସାମାନ୍ୟ ଅଲଗା। ଏହା ଦ୍ୱାରା ଆପଣ ବନ୍ଧୁଙ୍କ ପାଖକୁ ନିଜର ଲାଇଭ୍ ଲୋକେସନ ପଠାଇପାରିବେ ଯାହା ଆପଣଙ୍କ ଲୋକେସନର ଲଗାତାର ଅପଡେଟ୍ ଦେବ। ଏହାକୁ ମାତ୍ର ଥରେ […]

Rakesh Mallick
  • Published: Wednesday, 18 October 2017
  • Updated: 18 October 2017, 07:52 PM IST

Sports

Latest News

ସବୁଠୁ ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟସ୍ ଆପ୍ ତାର ବ୍ୟବହାରକରୀଙ୍କ ପାଇଁ ଆଣିଛି ଆଉ ଏକ ନୂଆ ଫିଚର। ଏହି ଫିଚରରେ ବ୍ୟବହାରକରୀ ଲାଇଭ ଲୋକେସନ୍ ପଠାଇପାରିବ। ପୂର୍ବରୁ ମଧ୍ୟ ବ୍ୟବହାରକାରୀ ନିଜର ଲୋକେସନ୍ ମେସେଜ ଜରିଆରେ ପଠାଇପାରୁଥିଲେ, ହେଲେ ଏହା ଲାଇଭ ଅପଡେଟ୍ ଦେଉନଥିଲା। ନୂଆ ଫିଚରଟି ସାମାନ୍ୟ ଅଲଗା। ଏହା ଦ୍ୱାରା ଆପଣ ବନ୍ଧୁଙ୍କ ପାଖକୁ ନିଜର ଲାଇଭ୍ ଲୋକେସନ ପଠାଇପାରିବେ ଯାହା ଆପଣଙ୍କ ଲୋକେସନର ଲଗାତାର ଅପଡେଟ୍ ଦେବ।

ଏହାକୁ ମାତ୍ର ଥରେ ସେଣ୍ଡ କରିଦେଲେ ଏହା ସବୁବେଳେ ଅପଡେଟ ଦେବ ନାହିଁ। କାରଣ ଏହା ଅଳ୍ପ ସମୟ ହିଁ କାମ କରିବ। ଲମ୍ବା ସମୟ ପାଇଁ ଆପଣଙ୍କୁ ପୁନର୍ବାର ପଠାଇବାକୁ ପଡିବ।

କେମିତି ପଠାଇବେ ଲାଇଭ ଲୋକେସନ୍?

ନିଜର ଲାଇଭ ଲୋକେସନ ଆପଣ କୌଣସି ବି ବନ୍ଧୁ ବା ଗ୍ରୁପକୁ ପଠାଇ ପାରିବେ।ଏଥିପାଇଁ ହ୍ୱାଟ୍ସଆପ୍ ଚାଟକୁ ଯାଇ ଆଟାଚ୍ ଆଇକନ ଉପରେ କ୍ଲିକ କରନ୍ତୁ। ଏଠାରେ ନିଜ ଲୋକେସନ ସେୟାର କରିବା ପୂର୍ବରୁ ସମୟ ସୀମା ମାଗିବ। ସମୟସୀମାରେ ୧୫ ମିନିଟ୍, ୧ ଘଣ୍ଟା ଓ ୮ ଘଣ୍ଟାର ତିନୋଟି ବିକଳ୍ପ ମିଳିବ। ଆପଣ ନିଜ ଇଚ୍ଛା ଅନୁଯାୟୀ ସମୟସୀମା ସେଟ୍ କରିପାରିବେ। ଏହି ନୂଆ ଫିଚରଟି ହ୍ୱାଟସଆପର ନୂଆ ଅପଡେଟ୍ ସହ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story