ଲଞ୍ଚ୍‌ ହେଲା LG Q8 ମୋବାଇଲ୍‌ ଫୋନ୍‌

LG Q8 ମୋବାଇଲ୍‌ ଫୋନ୍‌ ଲଞ୍ଚ୍ ହୋଇଯାଇଛି।  ଏହା ଗତ ବର୍ଷ ଲଞ୍ଚ ହୋଇଥିବା LG Q8ର ଅପଗ୍ରେଡେଡ୍‌ ଭର୍ସନ୍। ଏହି ଫୋନ୍‌ ସହ ଏକ ଷ୍ଟାଇଲିଶ୍ ପେନ୍‌ ମଧ୍ୟ ରହିଛି। ଏହି ଫୋନ୍‌ରେ ୬.୨ ଇଞ୍ଚ୍ର ଡିସ୍‌ପ୍ଲେ ଅଛି। ଏହି ଫୋନ୍‌ର ମୂଲ୍ୟ ୩୨,୯୦୦ ରହିଛି। ଏହି ଫୋନ୍‌ ଅରୋରା ବ୍ଲୁ ଏବଂ ମୋରକନ୍‌ ବ୍ଲୁ ଏହି ଦୁଇ ରଙ୍ଗର ଉପଲବ୍ଧ। ଏଥିରେ ୧୬ମେଗାପିକ୍ସେଲ୍‌ ବ୍ୟାକ୍‌ କ୍ୟାମେରା ଏବଂ ୫ମେଗାପିକ୍ସେଲ୍‌ ଫ୍ରଣ୍ଟ୍ କ୍ୟାମେରା ରହିଛି।  ୬୪GBର […]

lg_q8_2018_image_1533532876235

lg_q8_2018_image_1533532876235

Ordigital Desk
  • Published: Sunday, 12 August 2018
  • Updated: 12 August 2018, 04:33 PM IST

Sports

Latest News

LG Q8 ମୋବାଇଲ୍‌ ଫୋନ୍‌ ଲଞ୍ଚ୍ ହୋଇଯାଇଛି।  ଏହା ଗତ ବର୍ଷ ଲଞ୍ଚ ହୋଇଥିବା LG Q8ର ଅପଗ୍ରେଡେଡ୍‌ ଭର୍ସନ୍। ଏହି ଫୋନ୍‌ ସହ ଏକ ଷ୍ଟାଇଲିଶ୍ ପେନ୍‌ ମଧ୍ୟ ରହିଛି। ଏହି ଫୋନ୍‌ରେ ୬.୨ ଇଞ୍ଚ୍ର ଡିସ୍‌ପ୍ଲେ ଅଛି। ଏହି ଫୋନ୍‌ର ମୂଲ୍ୟ ୩୨,୯୦୦ ରହିଛି।

ଏହି ଫୋନ୍‌ ଅରୋରା ବ୍ଲୁ ଏବଂ ମୋରକନ୍‌ ବ୍ଲୁ ଏହି ଦୁଇ ରଙ୍ଗର ଉପଲବ୍ଧ। ଏଥିରେ ୧୬ମେଗାପିକ୍ସେଲ୍‌ ବ୍ୟାକ୍‌ କ୍ୟାମେରା ଏବଂ ୫ମେଗାପିକ୍ସେଲ୍‌ ଫ୍ରଣ୍ଟ୍ କ୍ୟାମେରା ରହିଛି।  ୬୪GBର ମେମୋରି ସହ 4G LTE ଏବଂ ୪ଜିବି ରାମ୍‌ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story