ମୋଦିଙ୍କ ନୂଆ ଟିମ୍‌ରେ ୪ ରାଷ୍ଟ୍ର ମନ୍ତ୍ରୀଙ୍କୁ କ୍ୟାବିନେଟ ପାହ୍ୟା: ଧର୍ମେନ୍ଦ୍ରଙ୍କୁ ଅତିରିକ୍ତ ଦାୟିତ୍ୱ, ପୀୟୂଷଙ୍କୁ ରେଳ, ନିର୍ମଳାଙ୍କୁ  ପ୍ରତିରକ୍ଷା

ନୂଆଦିଲ୍ଲୀ,(ଓଡ଼ିଶା ରିପୋର୍ଟର): ଟିମ୍ ମୋଦିର ପୁନର୍ଗଠନ।  ଆଜି ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳର ତୃତୀୟ ସମ୍ପ୍ରସାରଣରେ ୧୩ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ୪ ରାଷ୍ଟ୍ର ମନ୍ତ୍ରୀଙ୍କୁ କ୍ୟାବିନେଟ୍ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ସେହିପରି ୯ ନୂଆ ରାଷ୍ଟ୍ର ମନ୍ତ୍ରୀଙ୍କୁ ସାମିଲ କରାଯାଇଛି।  ତେବେ କ୍ୟାବିନେଟ୍ ପାହ୍ୟା ପାଇବା ପରେ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ୍ ମନ୍ତ୍ରଣାଳୟକୁ ବଜାୟ ରଖିଥିବା ବେଳେ ଅତିରିକ୍ତ ଭାବେ ତାଙ୍କୁ ଦକ୍ଷତା ବିକାଶ  ମନ୍ତ୍ରଣାଳୟ […]

Rakesh Mallick
  • Published: Sunday, 03 September 2017
  • Updated: 03 September 2017, 05:29 PM IST

Sports

Latest News

ନୂଆଦିଲ୍ଲୀ,(ଓଡ଼ିଶା ରିପୋର୍ଟର): ଟିମ୍ ମୋଦିର ପୁନର୍ଗଠନ।  ଆଜି ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳର ତୃତୀୟ ସମ୍ପ୍ରସାରଣରେ ୧୩ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ୪ ରାଷ୍ଟ୍ର ମନ୍ତ୍ରୀଙ୍କୁ କ୍ୟାବିନେଟ୍ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ସେହିପରି ୯ ନୂଆ ରାଷ୍ଟ୍ର ମନ୍ତ୍ରୀଙ୍କୁ ସାମିଲ କରାଯାଇଛି।  ତେବେ କ୍ୟାବିନେଟ୍ ପାହ୍ୟା ପାଇବା ପରେ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ୍ ମନ୍ତ୍ରଣାଳୟକୁ ବଜାୟ ରଖିଥିବା ବେଳେ ଅତିରିକ୍ତ ଭାବେ ତାଙ୍କୁ ଦକ୍ଷତା ବିକାଶ  ମନ୍ତ୍ରଣାଳୟ ଦିଆଯାଇଛି।  ସେହିପରି ପୀୟୂଷ ଗୋୟଲଙ୍କୁ ରେଳ ମନ୍ତ୍ରଣାଳୟ ମିଳିଛି । ସେହିପରି  ତାଙ୍କୁ କୋଇଲା ମନ୍ତ୍ରଣାଳୟ ଦାୟିତ୍ୱ ଦିଆଯାଇଛି। ନିର୍ମଳା ସୀତାରମଣଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି ।

ସେ ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ପ୍ରତିରକ୍ଷା ମନ୍ତ୍ରୀ ହୋଇଛନ୍ତି ।  ସେହିପରି ମୁଖତାର ଆବାସ୍ ନକ୍‌ଭି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ବଜାୟ ରଖିଛନ୍ତି।   ସଡକ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଅତିରିକ୍ତ ଭାବେ ଜଳ ସମ୍ପଦ ଓ ଗଙ୍ଗା ସଫେଇ ମନ୍ତ୍ରଣାଳୟ ଏବଂ ଉମା ଭାରତୀଙ୍କୁ ପାନୀୟ ଜଳ ଓ ପରିମଳ ବିଭାଗ ମିଳିଥିବା କୁହାଯାଉଛି । ସେହିପରି ରେଳ ମନ୍ତ୍ରୀ ଥିବା ସୁରେଶ ପ୍ରଭୁଙ୍କୁ ବାଣିଜ୍ୟ ମନ୍ତ୍ରାଳୟ ମିଳିଛି । ସେପଟେ ନୂଆ ରାଷ୍ଟ୍ର ମନ୍ତ୍ରୀଙ୍କ ମଧ୍ୟରେ ହରଦୀପ ପୁରୀଙ୍କୁ ସହରାଞ୍ଚଳ ବିକାଶ, କେ. ଆଲଫୋନ୍ସଙ୍କୁ ପର୍ଯ୍ୟଟନ ଓ ଆରକେ ସିଂଙ୍କୁ ଶକ୍ତି ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି।

ଆଜି ଦିନ ସାଢେ ୧୦ଟା ବେଳେ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୂଆ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଛନ୍ତି।  କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ୪ ସ୍ୱାଧୀନ ପାହ୍ୟା ରାଷ୍ଟ୍ର ମନ୍ତ୍ରୀଙ୍କୁ  କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି ମିଳିଛି। ନୂତନ ମନ୍ତ୍ରୀମାନ ଆଜି ଶପଥ ଗ୍ରହଣ କରିଥିଲେ।  ମୋଦିଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଭାବେ ପଦୋନ୍ନତି ପରେ ଟ୍ୱଟ୍‌ କରି  ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।   ଗୁରୁ ଦାୟିତ୍ୱ ଦେଇଥିବାରୁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story