ଖୁବ୍‌ଶିଘ୍ର ବଦଳିବାକୁ ଯାଉଛି ପାସ୍‌ପୋର୍ଟ ନୀୟମାବଳୀ

ନୂଆଦିଲ୍ଲୀ:ପାସ୍‌ପୋର୍ଟ ନୀୟମାବଳୀରେ ପରିବର୍ତ୍ତନ ହେବାକୁ ଯାଉଛି। ଏବେ ଆପଣଙ୍କ ପାସ୍‌ପୋର୍ଟ ହୁଏତ ଠିକଣା ପ୍ରମାଣପତ୍ର ଭାବେ କାମରେ ଆସି ନ ପାରେ। ଏପରିକି ଏହାର ରଙ୍ଗ ମଧ୍ୟ ପରିବର୍ତ୍ତନ ହୋଇପାରେ ବୋଲି ଶୁଣିବାକୁ ମିଳୁଛି। ତାହେଲେ ଆସନ୍ତୁ ଜାଣିବା କ’ଣ କ’ଣ ପରିବର୍ତ୍ତନ ହେବାକୁ ଯାଉଛି ବିଦେଶ ମନ୍ତ୍ରାଳୟ ଓ ଶିଶୁ ବିକାଶ ମନ୍ତ୍ରାଳୟ ଦ୍ୱାରା ଗଠିତ ୩ ସଦସ୍ୟ ବିଶିଷ୍ଟ ସମିତିର ରିପୋର୍ଟ ଆଧାରରେ ଏହି ନିର୍ଣ୍ଣୟ ନିଆଯାଇଛି। ବିଦେଶ ମନ୍ତ୍ରାଳୟର ମନ୍ତବ୍ୟ ଅନୁଯାୟୀ ସମିତି […]

passport_new_rule-4_15159

passport_new_rule-4_15159

Rakesh Mallick
  • Published: Monday, 15 January 2018
  • Updated: 15 January 2018, 08:37 PM IST

Sports

Latest News

ନୂଆଦିଲ୍ଲୀ:ପାସ୍‌ପୋର୍ଟ ନୀୟମାବଳୀରେ ପରିବର୍ତ୍ତନ ହେବାକୁ ଯାଉଛି। ଏବେ ଆପଣଙ୍କ ପାସ୍‌ପୋର୍ଟ ହୁଏତ ଠିକଣା ପ୍ରମାଣପତ୍ର ଭାବେ କାମରେ ଆସି ନ ପାରେ। ଏପରିକି ଏହାର ରଙ୍ଗ ମଧ୍ୟ ପରିବର୍ତ୍ତନ ହୋଇପାରେ ବୋଲି ଶୁଣିବାକୁ ମିଳୁଛି।

ତାହେଲେ ଆସନ୍ତୁ ଜାଣିବା କ’ଣ କ’ଣ ପରିବର୍ତ୍ତନ ହେବାକୁ ଯାଉଛି

ବିଦେଶ ମନ୍ତ୍ରାଳୟ ଓ ଶିଶୁ ବିକାଶ ମନ୍ତ୍ରାଳୟ ଦ୍ୱାରା ଗଠିତ ୩ ସଦସ୍ୟ ବିଶିଷ୍ଟ ସମିତିର ରିପୋର୍ଟ ଆଧାରରେ ଏହି ନିର୍ଣ୍ଣୟ ନିଆଯାଇଛି। ବିଦେଶ ମନ୍ତ୍ରାଳୟର ମନ୍ତବ୍ୟ ଅନୁଯାୟୀ ସମିତି ରିପୋର୍ଟକୁ ସ୍ୱୀକୃତି ମିଳିଛି। ନୂଆ ଭର୍ସନ ମୁତାବକ ପାସ୍‌ପୋର୍ଟର ଶେଷ ପୃଷ୍ଠା ଖାଲି ରହିବ। ଏହି ପୃଷ୍ଠାରେ ପୂର୍ବରୁ କାର୍ଡଧାରୀଙ୍କ ଠିକଣା ସହିତ ଲିଗାଲ ଗାର୍ଡିଏନ୍‌, ମା’, ପତି, ପତ୍ନୀଙ୍କ ନାମ ତଥା ପୁରୁଣା ପାସ୍‌ପୋର୍ଟ ନମ୍ବର ମଧ୍ୟ ଏଥିରେ ଉଲ୍ଲେଖ ରହୁଥିଲା।ଏବେ ଏହି ପୃଷ୍ଠା ଖାଲି ରହିବ। ଏହି କାରଣରୁ ଏହା ଠିକଣା ପ୍ରମାଣପତ୍ର ଭାବେ ଆଉ କାମରେ ଆସିବ ନାହିଁ ।

ଆପଣ ଭାବୁଥିବେ ଯଦି ନୂଆ ଧାରାରେ ପାସ୍‌ପୋଟ ଇସ୍ୟୁ ହେଉଛି ତା ହେଲେ ପୁରୁଣା ତଥା ଏ ପର୍ଯ୍ୟନ୍ତ ଦିଆଯାଇଥିବା ପାସ୍‌ପୋର୍ଟ କ’ଣ ହେବ। ବିଦେଶ ମନ୍ତ୍ରଣାଳୟ ମୁତାବକ ଏବେ ପର୍ଯ୍ୟନ୍ତ ଇସ୍ୟୁ ହୋଇଥିବା ପାସ୍‌ପୋର୍ଟ ବୈଧ ରହିବ। ଏହାର ସମୟସୀମା ସରିଯିବା ପରେ ନୂଆ ଧାରାରେ ପାସ୍‌ପୋର୍ଟ ଗ୍ରହଣ କରିବାକୁ ପଡିବ। ଏଣୁ ବର୍ତ୍ତମାନ ଜରୁରୀକାଳିନ ଭିତ୍ତିରେ ଆପଣଙ୍କୁ ପାସ୍‌ପୋର୍ଟ ପରିବର୍ତ୍ତନ କରିବାର କୌଣସି ଆବଶ୍ୟକତା ନାହିଁ। ଆପଣଙ୍କ ଅବଗତି ନିମନ୍ତେ ଜଣାଇ ଦେଉଛୁ କି ଏବେ ନୂଆ ପାସ୍‌ପୋର୍ଟ ଡିଜାଇନ୍‌ କାର୍ଯ୍ୟ ନାସିକସ୍ଥିତ ଇଣ୍ଟିଆନ୍‌ ସିକ୍ୟୁରିଟି ପ୍ରେସ୍‌ରେ ଚାଲୁ ରହିଛି।

ଗତ ବର୍ଷ ଅଗଷ୍ଟ ମାସରୁ କ୍ରାଇମ୍‌ ଏଣ୍ଡ କ୍ରିମିନାଲ ଟ୍ରାକିଂ ନେଟୱାର୍କ ଏଣ୍ଡ ସିଷ୍ଟମ ପ୍ରୋଜେକ୍ଟକୁ ପାସ୍‌ପୋର୍ଟ ସର୍ଭିସ୍‌ ସହ ଲିଙ୍କ୍‌ କରିଦିଆଯାଇଛି। ଯେତେ ଶିଘ୍ର ହେବ ବ୍ୟକ୍ତିଗତ ଭାବେ ପୋଲିସ ଭେରିଫିକେଶନ ବ୍ୟବସ୍ଥାକୁ ବନ୍ଦ କରି ଅନ୍‌ଲାଇନ୍‌ ଭେରିଫିକେଶନ ଆରମ୍ଭ ହୋଇଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story