ନୂଆ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର : ୨୮ ବର୍ଷ ପରେ ଇତିହାସ ରଚିଲେ ଇତିହାସ ଛାତ୍ର ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ବ୍ୟାଙ୍କର ଗଭର୍ଣ୍ଣର କିଏ ହେବେ, ତାଙ୍କର ଯୋଗ୍ୟତା କ’ଣ ରହିବ, ସେକଥା କୌଣସି ରୁଲ ବୁକ୍‌ରେ ନାହିଁ। ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ କିଏ ନିଯୁକ୍ତି ପାଇବେ, ତାହା ଅର୍ଥମନ୍ତ୍ରୀଙ୍କ ଅନୁମୋଦନ ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଥାଏ। ତେବେ ଗତକାଲି ଆରବିଆଇ ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଥିବା ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ ଦୀର୍ଘ ୨୮ ବର୍ଷ ପରେ ଇତିହାସ ସୃଷ୍ଟି କରିଛନ୍ତି। ସେ ୨୫ତମ ଆରବିଆଇ ଗଭର୍ଣ୍ଣର ହୋଇଥିବା […]

Shaktikanta_Das_PTI

Shaktikanta_Das_PTI

Hemant Lenka
  • Published: Wednesday, 12 December 2018
  • Updated: 12 December 2018, 06:28 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ବ୍ୟାଙ୍କର ଗଭର୍ଣ୍ଣର କିଏ ହେବେ, ତାଙ୍କର ଯୋଗ୍ୟତା କ’ଣ ରହିବ, ସେକଥା କୌଣସି ରୁଲ ବୁକ୍‌ରେ ନାହିଁ। ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ କିଏ ନିଯୁକ୍ତି ପାଇବେ, ତାହା ଅର୍ଥମନ୍ତ୍ରୀଙ୍କ ଅନୁମୋଦନ ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଥାଏ। ତେବେ ଗତକାଲି ଆରବିଆଇ ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଥିବା ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ ଦୀର୍ଘ ୨୮ ବର୍ଷ ପରେ ଇତିହାସ ସୃଷ୍ଟି କରିଛନ୍ତି। ସେ ୨୫ତମ ଆରବିଆଇ ଗଭର୍ଣ୍ଣର ହୋଇଥିବା ବେଳେ ୧୪ତମ ବ୍ୟୁରୋକ୍ରାଟ ଭାବେ ଏହି ଗୁରୁ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଶକ୍ତିକାନ୍ତ ଦାସ ଜଣେ ପୂର୍ବତନ ଆଇଏଏସ୍‌ ଅଫିସର। ସେ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ଇତିହାସରେ ଏମଏ ଡିଗ୍ରୀ ହାସଲ କରିଛନ୍ତି। କିନ୍ତୁ ସେ ଆରବିଆଇର ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଛନ୍ତି। ଶେଷଥର ପାଇଁ ୧୯୯୦ରେ ଜଣେ ଅଣ ଅର୍ଥନୀତିଜ୍ଞ ଆଇଏଏସ୍‌ ଅଫିସରଙ୍କୁ ଆରବିଆଇ ଗଭର୍ଣ୍ଣର କରାଯାଇଥିଲା। ତାଙ୍କ ନାଁ ଏସ୍‌ ଭେଙ୍କଟରମଣ। ତାଙ୍କ ପରେ ଅବଶ୍ୟ ଡି ସୁବାରାଓ ୨୦୦୮ରୁ ୧୩ ଏବଂ ୱାଇଭି ରେଡ୍ଡି ୨୦୦୩ରୁ ୨୦୦୮ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଏମାନେ ଆଇଏଏସ୍‌ ଅଧିକାରୀ ଥିଲେ ହେଁ ଏମାନଙ୍କ ଶିକ୍ଷା ବ୍ୟାକଗ୍ରାଉଣ୍ଡ ଅର୍ଥନୀତି ଥିଲା। ସେମାନେ ଅର୍ଥନୀତିଜ୍ଞ ଭାବେ ଦେଶରେ ପରିଚିତ ଥିଲେ।

ହେଲେ ଶକ୍ତିକାନ୍ତ ଦାସ ଅର୍ଥନୀତିର ଛାତ୍ର ନଥିଲେ। ୧୯୮୦ ବ୍ୟାଚର ତାମିଲନାଡୁ କ୍ୟାଡର ଆଇଏ ଏସ ଶକ୍ତିକାନ୍ତ ଗ୍ରାଜୁଏସନ୍‌ ଏବଂ ପୋଷ୍ଟ ଗ୍ରାଜୁଏସନ୍‌ ଡିଗ୍ରୀ ଇତିହାସରେ ହାସଲ କରିଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସେ ଏହି ଡିଗ୍ରୀ ପାଇଥିଲେ। ଏହାପରେ ସେ ଆଇଆଇଏମ୍ ବେଙ୍ଗାଲୁରୁରେ ଫାଇନାନ୍‌ସିଆଲ ମ୍ୟାନେଜେମଣ୍ଟ କୋର୍ସ କରିଥିଲେ। ପୂର୍ବରୁ ଆରବିଆଇ ଗଭର୍ଣ୍ଣର ଭାବେ କାର୍ଯ୍ୟ କରିଥିବା ଉର୍ଜିତ ପଟେଲ ଏବଂ ରଘୁରାମ ରାଜନ ପ୍ରଖ୍ୟାତ ଅର୍ଥନୀତିଜ୍ଞ ଭାବେ ଖ୍ୟାତି ଅର୍ଜନ କରିଥିଲେ।

ଶକ୍ତିକାନ୍ତଙ୍କ ଭଳି ଭେଙ୍କଟରମଣ ମଧ୍ୟ ଅର୍ଥ ବିଭାଗରେ ସଚିବ ଭାବେ କାର୍ଯ୍ୟ କରିଥିଲେ। ଭେଙ୍କଟରମଣ ମଧ୍ୟ ଅର୍ଥ ସଚିବ ରହିଥିଲେ। ସେହିପରି ଶକ୍ତିକାନ୍ତ ପ୍ରଥମେ ରେଭିନ୍ୟୁ ସଚିବ ଏବଂ ପରେ ଅର୍ଥନୀତିକ ବ୍ୟାପାର ସଚିବ ରହିଥିଲେ।

ଆରବିଆଇର ପ୍ରଥମ ଗଭର୍ଣ୍ଣର ଭାବେ ୧୯୩୫ରେ ଅସବର୍ନ ସ୍ମିଥ ନିଯୁକ୍ତି ପାଇଥିଲେ। ସେ ପ୍ରଫେସନାଲ ବ୍ୟାଙ୍କର ଥିଲେ। ୧୯୭୦ ଯାଏ ତାଙ୍କ ଉତ୍ତରାଧିକାରୀମାନେ ଆଇସିଏସ୍‌ ଅଧିକାରୀରୁ ଆରବିଆଇ ଗଭର୍ଣ୍ଣର ହୋଇଥିଲେ। ତେବେ ୧୯୭୦ରେ ବିଏନ୍‌ ଅଦ୍ରକର ଆରବିଆଇ ଗଭର୍ଣ୍ଣର ହେବା ପରେ ଏହି ପ୍ରଥାରେ ବ୍ରେକ ଲାଗିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story