ଏସ୍‌ବିଆଇ ଗ୍ରାହକଙ୍କ ପାଇଁ ଭଲ ଖବର: ସର୍ବନିମ୍ନ ଜମାରାଶିରେ କୋହଳ, ପେନ୍‌ସନଧାରୀ ଓ ଛୋଟପିଲାଙ୍କୁ ପୁରା ଛାଡ଼

ନୂଆଦିଲ୍ଲୀ: ଏସ୍‌ବିଆଇ ଗ୍ରାହକଙ୍କ ପାଇଁ ଆଶ୍ୱସନାର ଖବର। ଆକାଉଣ୍ଟରେ ସର୍ବନିମ୍ନ ଜମାରାଶି ମନ୍ଥଲୀ  ଆଭେରେଜ୍‌  ଅଫ ବାଲାନ୍ସର (ଏମଏବି)କୁ ନେଇ ଯେଉଁ ଅର୍ଥ ଧାର୍ଯ୍ୟ କରାଯାଥିଲା ସେଥିରେ କୋହଳ କରାଯାଇଛି। ପୂର୍ବରୁ ସର୍ବନିମ୍ନ ଜମା ରାଶି ୫୦୦୦(ମେଟ୍ରୋପଲିଟାନ ସିଟି) ଟଙ୍କା ଥିବା ବେଳେ ଏବେ ୩୦୦୦ ଟଙ୍କାକୁ ଖସାଇ ଦିଆଯାଇଛି। ତାସହ ପେନାଲଟିକୁ ନେଇ ସଂଶୋଧନବି କରାଯାଇଛି। ଅର୍ଥାତ ଆଗରୁ ଏସବିଆଇ ନିୟମ ଉଲ୍ଲଂଘନ କ୍ଷେତ୍ରରେ ଯେଉଁ ପେନାଲଟି ଦେବାକୁ ପଡ଼ୁଥିଲା ସେଥିରେ ସଂଶୋଧନ କରାଯାଇ ଏହାକୁ ହ୍ରାସ […]

Rakesh Mallick
  • Published: Monday, 25 September 2017
  • Updated: 25 September 2017, 04:14 PM IST

Sports

Latest News

ନୂଆଦିଲ୍ଲୀ: ଏସ୍‌ବିଆଇ ଗ୍ରାହକଙ୍କ ପାଇଁ ଆଶ୍ୱସନାର ଖବର। ଆକାଉଣ୍ଟରେ ସର୍ବନିମ୍ନ ଜମାରାଶି ମନ୍ଥଲୀ  ଆଭେରେଜ୍‌  ଅଫ ବାଲାନ୍ସର (ଏମଏବି)କୁ ନେଇ ଯେଉଁ ଅର୍ଥ ଧାର୍ଯ୍ୟ କରାଯାଥିଲା ସେଥିରେ କୋହଳ କରାଯାଇଛି। ପୂର୍ବରୁ ସର୍ବନିମ୍ନ ଜମା ରାଶି ୫୦୦୦(ମେଟ୍ରୋପଲିଟାନ ସିଟି) ଟଙ୍କା ଥିବା ବେଳେ ଏବେ ୩୦୦୦ ଟଙ୍କାକୁ ଖସାଇ ଦିଆଯାଇଛି। ତାସହ ପେନାଲଟିକୁ ନେଇ ସଂଶୋଧନବି କରାଯାଇଛି। ଅର୍ଥାତ ଆଗରୁ ଏସବିଆଇ ନିୟମ ଉଲ୍ଲଂଘନ କ୍ଷେତ୍ରରେ ଯେଉଁ ପେନାଲଟି ଦେବାକୁ ପଡ଼ୁଥିଲା ସେଥିରେ ସଂଶୋଧନ କରାଯାଇ ଏହାକୁ ହ୍ରାସ କରାଯାଇଛି। ଏତିସହ ସର୍ବନିମ୍ନ ଜମା ରାଶିକୁ ନେଇ ସ୍ଥାନ ଅନୁସାରେ ଭିନ୍ନ ଭିନ୍ନ ରାଶି ଧାର୍ଯ୍ୟ କରାଯାଇଛି। ଏଥିରେ ଗ୍ରାମାଞ୍ଚଳ, ସହର (ଅର୍ବାନ) ଏବଂ  ଛୋଟ ସହର(ସେମି ଅର୍ବାନ) ପାଇଁ ବିଭକ୍ତିକରଣ କରାଯାଇଛି।

ତେବେ ସଂଶୋଧନ ପ୍ରକ୍ରିୟାରେ ଗ୍ରାମାଞ୍ଚଳରେ ୨୦ ରୁ ୫୦ ପ୍ରତିଶତ, ଛୋଟ ସହର(ସେମି ଅର୍ବାନ) ପାଇଁ ୨୦ରୁ ୪୦ ଏବଂ ମେଟ୍ରୋ ସିଟି ପାଇଁ  ୩୦ରୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜେସ କୋହଳ କରାଯାଇଛି। ଅର୍ଥାତ ପେନାଲଟିକୁ ନେଇ  ଗ୍ରାହକଙ୍କୁ ଏଥର ସମାନ୍ୟ ଆଶ୍ୱସ୍ତି ମିଳିବ। ପୂର୍ବରୁ ସହର (ଅର୍ବାନ)ପାଇଁ ସର୍ବନିମ୍ନ ଜମା ୩୦୦୦ଟଙ୍କା,  ଛୋଟ ସହର(ସେମି ଅର୍ବାନ) ସର୍ବନିମ୍ନ ଜମା ୨୦୦୦ଟଙ୍କା ଏବଂ ଗାଁ ପାଇଁ ସର୍ବନିମ୍ନ ଜମା ୧୦୦୦ଟଙ୍କା ଧାର୍ଯ୍ୟ କରାଯାଇଥିଲା।

ତେବେ ଏହି ନିୟମର ବ୍ୟତିକ୍ରମ ପାଇଁ ଆଗରୁ ଯେଉଁ ପେନାଲ୍‌ଟି ଦେବାକୁ ପଡ଼ୁଥିଲା ସେଥିରେ ସଂଶୋଧନ କରାଯାଇ ପେନାଲଟି ହାର ଖସାଇ ଦିଆଯାଇଛି।  ହେଲେ ପେନସନଧାରୀ ଓ ଛୋଟପିଲାଙ୍କୁ ଏଥିରୁ ବାଦ ଦିଆଯାଇଛି। ଆଗରୁ  ଜନଧନ ଯୋଜନା ଏବଂ ବେସିକ ସେଭିଂ ବ୍ୟାଙ୍କ ଆକାଣ୍ଟଧାରୀଙ୍କୁ (ପେନାଲଟି) ମୁକ୍ତ ରଖାଯାଇଥିଲା। ଅର୍ଥାତ ଏମାନଙ୍କ ଅକାଉଣ୍ଟରେ ଜିରୋ ବାଲାନ୍ସ ଥିଲେ ମଧ୍ୟ କୌଣସି ଚାର୍ଜେସ କଟିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story