ଏଣିକି ଚେହେରା କହିବ ଆପଣ କିଏ ?

ନୂଆଦିଲ୍ଲୀ:ଏଣିକି ଆଧାରକାର୍ଡ଼କୁ ନେଇ ଚିହ୍ନଟ ପ୍ରକ୍ରିୟାରେ କିଛି ପରିବର୍ତ୍ତନ କରିବାକୁ  ନିଷ୍ପତ୍ତି ନିଆଯାଇଛି।  ଏହି ନୂତନ ବ୍ୟବସ୍ଥାଟି ହେଉଛି ଚେହେରା ଅର୍ଥାତ ମୁହଁ ଚିହ୍ନଟ ପ୍ରକ୍ରିୟା। ପୂର୍ବରୁ ଆଧାର ପଞ୍ଚିକରଣ ବେଳେ ଫିଙ୍ଗର ପ୍ରିଣ୍ଟ, ଆଇଆରଆଇଏସ୍‌ (ଆଖିର ରେଟିନା) ସ୍କାନିଂ ନେଇ ଚିହ୍ନଟ କରାଯାଉଥିଲା।  ତେବେ ଏଥର ପୂର୍ବରୁ ଥିବା ମାନଦଣ୍ଡ ସହ ମୁହଁର ମଧ୍ୟ ଛାପ ନିଆଯିବ।  ୟୁଆଇଡିଏଆଇ (ୟୁନିକ୍‌ ଆଇଡିଏଣ୍ଟିଫିକେସନ୍‌ ଅଥରିଟି ଅଫ ଇଣ୍ଡିଆ) ପକ୍ଷରୁ  ଏଭଳି ନିଷ୍ପତ୍ତି ନିଆଯାଇଛି। ଅନେକ ସମୟରେ ଲୋକଙ୍କ […]

Aadhar-1

Aadhar-1

Rakesh Mallick
  • Published: Monday, 15 January 2018
  • Updated: 15 January 2018, 05:45 PM IST

Sports

Latest News

ନୂଆଦିଲ୍ଲୀ:ଏଣିକି ଆଧାରକାର୍ଡ଼କୁ ନେଇ ଚିହ୍ନଟ ପ୍ରକ୍ରିୟାରେ କିଛି ପରିବର୍ତ୍ତନ କରିବାକୁ  ନିଷ୍ପତ୍ତି ନିଆଯାଇଛି।  ଏହି ନୂତନ ବ୍ୟବସ୍ଥାଟି ହେଉଛି ଚେହେରା ଅର୍ଥାତ ମୁହଁ ଚିହ୍ନଟ ପ୍ରକ୍ରିୟା। ପୂର୍ବରୁ ଆଧାର ପଞ୍ଚିକରଣ ବେଳେ ଫିଙ୍ଗର ପ୍ରିଣ୍ଟ, ଆଇଆରଆଇଏସ୍‌ (ଆଖିର ରେଟିନା) ସ୍କାନିଂ ନେଇ ଚିହ୍ନଟ କରାଯାଉଥିଲା।  ତେବେ ଏଥର ପୂର୍ବରୁ ଥିବା ମାନଦଣ୍ଡ ସହ ମୁହଁର ମଧ୍ୟ ଛାପ ନିଆଯିବ।  ୟୁଆଇଡିଏଆଇ (ୟୁନିକ୍‌ ଆଇଡିଏଣ୍ଟିଫିକେସନ୍‌ ଅଥରିଟି ଅଫ ଇଣ୍ଡିଆ) ପକ୍ଷରୁ  ଏଭଳି ନିଷ୍ପତ୍ତି ନିଆଯାଇଛି। ଅନେକ ସମୟରେ ଲୋକଙ୍କ ଆଇଆରଆଇଏସ୍‌ ସ୍କାନିଂ ଓ ଫିଙ୍ଗର ପ୍ରିଣ୍ଟରେ କିଛି ସମସ୍ୟା ଦେଖାଯାଉଥିଲା।

ସାଧାରଣତଃ ଯାଞ୍ଚ ବେଳେ ବରିଷ୍ଠ ନାଗରିକମାନଙ୍କ ଫିଙ୍ଗର ପ୍ରିଣ୍ଟ ମେଳ ଖାଉ ନଥିଲା। ତେଣୁ ଆଧାର ଚିହ୍ନଟପ୍ରକ୍ରିୟାରେ କେତେକ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନିଆଯାଇଛି।  ଏହା ହେଲେ ଆଉ ବୃଦ୍ଧବୃଦ୍ଧାମାନେ କୌଣସି ସରକାରୀ ସୁବିଧା ନେଇ ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଜୁଲାଇ ୧ରୁ ଏହି ନୂତନ ବ୍ୟବସ୍ଥା ଲାଗୁ ହେବ। ଯେଉଁ ବ୍ୟକ୍ତିମାନଙ୍କର ଫିଙ୍ଗର ପ୍ରିଣ୍ଟ ଓ ଆଇଆରଆଇଏସ୍‌ ସ୍କାନିଂ କିମ୍ବା ଓଟିପି ମାଧ୍ୟମରେ ବ୍ୟକ୍ତିଙ୍କୁ ଚିହ୍ନଟ କରିବାରେ ସମସ୍ୟା ହେଉଥିବ ସେପରି କ୍ଷେତ୍ରରେ ଚେହେରା ପ୍ରମାଣପତ୍ର ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story