ରେଳବାଇର ନୂଆ ବ୍ୟବସ୍ଥା,ଏଣିକି ଟ୍ରାନ୍ସଫର ହୋଇପାରିବ ରେଳ ଟିକେଟ୍‌

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରୁଥିବା ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ରକ୍ତ ସମ୍ପର୍କୀୟଙ୍କୁ ହସ୍ତାନ୍ତର ହୋଇପାରିବ କନଫର୍ମ ହୋଇସାରିଥିବା ସଂରକ୍ଷିତ ରେଳ ଟିକେଟ୍‌।  ଯଦି କୌଣସି ବ୍ୟକ୍ତିଙ୍କର କନଫର୍ମ ଟିକେଟ ଅଛି, କିନ୍ତୁ ସେ ଯାତ୍ରା କରିପାରୁନାହାନ୍ତି, ତେବେ ସେ ତାଙ୍କ ପରିବାର ସଦସ୍ୟ ଯଥା- ବାପା, ମାଆ, ଭାଇ, ଭଉଣୀ, ପୁଅ, ଝିଅ, ପତି କିମ୍ବା ପତ୍ନୀଙ୍କୁ ଟିକେଟ ହସ୍ତାନ୍ତର କରିପାରିବେ। ଏଥିପାଇଁ ଟ୍ରେନ୍ ଛାଡ଼ିବା ସମୟର ୨୪ଘଣ୍ଟା ପୂର୍ବରୁ ଚିଫ୍ ରିଜର୍ଭେସନ […]

Rakesh Mallick
  • Published: Wednesday, 13 September 2017
  • Updated: 13 September 2017, 03:07 PM IST

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରୁଥିବା ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ରକ୍ତ ସମ୍ପର୍କୀୟଙ୍କୁ ହସ୍ତାନ୍ତର ହୋଇପାରିବ କନଫର୍ମ ହୋଇସାରିଥିବା ସଂରକ୍ଷିତ ରେଳ ଟିକେଟ୍‌।  ଯଦି କୌଣସି ବ୍ୟକ୍ତିଙ୍କର କନଫର୍ମ ଟିକେଟ ଅଛି, କିନ୍ତୁ ସେ ଯାତ୍ରା କରିପାରୁନାହାନ୍ତି, ତେବେ ସେ ତାଙ୍କ ପରିବାର ସଦସ୍ୟ ଯଥା- ବାପା, ମାଆ, ଭାଇ, ଭଉଣୀ, ପୁଅ, ଝିଅ, ପତି କିମ୍ବା ପତ୍ନୀଙ୍କୁ ଟିକେଟ ହସ୍ତାନ୍ତର କରିପାରିବେ। ଏଥିପାଇଁ ଟ୍ରେନ୍ ଛାଡ଼ିବା ସମୟର ୨୪ଘଣ୍ଟା ପୂର୍ବରୁ ଚିଫ୍ ରିଜର୍ଭେସନ ସୁପରଭାଇଜରଙ୍କୁ ପରିଚୟ ପତ୍ର ସହ ଦରଖାସ୍ତ କରିବାକୁ ପଡ଼ିବ। ସରକାରୀ କର୍ମଚାରୀମାନେ ଅନ୍ୟ ସରକାରୀ କର୍ମଚାରୀଙ୍କୁ, ଗୋଟିଏ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ସେହି ଶିକ୍ଷାନୁଷ୍ଠାନର ଅନ୍ୟ ଛାତ୍ରଛାତ୍ରୀଙ୍କୁ ଏବଂ ଏନସିସି କ୍ୟାଡେଟ୍ ଅନ୍ୟ ଏନସିସି କ୍ୟାଡେଟଙ୍କୁ ମଧ୍ୟ କନଫର୍ମ ହୋଇଥିବା ସଂରକ୍ଷିତ ରେଳ ଟିକେଟ ହସ୍ତାନ୍ତର କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story