ପ୍ରବାସୀ ଟ୍ରେନ ପାଇଁ ନିୟମ ବଦଳାଇଲା କେନ୍ଦ୍ର

ନୂଆଦିଲ୍ଲୀ: କରୋନା ଲକଡାଉନ ଯୋଗୁ ବିଭିନ୍ନ ରାଜ୍ୟ ଫସିଥିବା ପ୍ରବାସୀଙ୍କ ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିବା ସ୍ପେଶାଲ ଶ୍ରମିକ ଟ୍ରେନର ନିୟମକୁ ବଦଳାଇଛନ୍ତି। ଅନେକ ରାଜ୍ୟ ଏହି ଟ୍ରେନ ଚଳାଚଳକୁ ଅନୁମତି ଦେଉ ନଥିବାରୁ କେନ୍ଦ୍ର ସରକାର ପ୍ରବାସୀଙ୍କ ସ୍ୱାର୍ଥ ପାଇଁ ନୂଆ ନିୟମ ପ୍ରଣୟନ କରିଛନ୍ତି। ଏଣିକି ସ୍ପେଶାଲ ଶ୍ରମିକ ଟ୍ରେନ ଚଳାଚଳ ପାଇଁ ରାଜ୍ୟଗୁଡ଼ିକର ସହମିତି ଆବଶ୍ୟକ ନାହିଁ। କେନ୍ଦ୍ର ସରକାର ପ୍ରବାସୀ ଭର୍ତ୍ତି ଟ୍ରେନକୁ ଏଣିକି ନିଜ ଇଚ୍ଛାରେ ବିଭିନ୍ନ ରାଜ୍ୟକୁ […]

bf

bf

Hemant Lenka
  • Published: Tuesday, 19 May 2020
  • Updated: 19 May 2020, 07:12 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଲକଡାଉନ ଯୋଗୁ ବିଭିନ୍ନ ରାଜ୍ୟ ଫସିଥିବା ପ୍ରବାସୀଙ୍କ ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିବା ସ୍ପେଶାଲ ଶ୍ରମିକ ଟ୍ରେନର ନିୟମକୁ ବଦଳାଇଛନ୍ତି। ଅନେକ ରାଜ୍ୟ ଏହି ଟ୍ରେନ ଚଳାଚଳକୁ ଅନୁମତି ଦେଉ ନଥିବାରୁ କେନ୍ଦ୍ର ସରକାର ପ୍ରବାସୀଙ୍କ ସ୍ୱାର୍ଥ ପାଇଁ ନୂଆ ନିୟମ ପ୍ରଣୟନ କରିଛନ୍ତି।

ଏଣିକି ସ୍ପେଶାଲ ଶ୍ରମିକ ଟ୍ରେନ ଚଳାଚଳ ପାଇଁ ରାଜ୍ୟଗୁଡ଼ିକର ସହମିତି ଆବଶ୍ୟକ ନାହିଁ। କେନ୍ଦ୍ର ସରକାର ପ୍ରବାସୀ ଭର୍ତ୍ତି ଟ୍ରେନକୁ ଏଣିକି ନିଜ ଇଚ୍ଛାରେ ବିଭିନ୍ନ ରାଜ୍ୟକୁ ପଠାଇ ପାରିବେ। ପୂର୍ବରୁ ପ୍ରବାସୀଙ୍କ ଟ୍ରେନ ଯେଉଁ ରାଜ୍ୟକୁ ଯିବାର ଥିଲା, ସେଠାକାର ସରକାରଙ୍କ ସହ ବୁଝାମଣା କରରଯାଉଥିଲା। ସ୍ଥାନୀୟ ସରକାରଙ୍କ ସହଯୋଗରେ ଟ୍ରେନଗୁଡ଼ିକ ଯାତାୟାତ କରୁଥିଲା।

କିନ୍ତୁ ପଶ୍ଚିମବଙ୍ଗ ଓ ବିହାର ଭଳି ରାଜ୍ୟ ସରକାରମାନେ ପ୍ରବାସୀ ଟ୍ରେନଗୁଡ଼ିକର ଚଳାଚଳରେ ବାଧା ଉପୁଜାଉଥିଲେ। ବିଶେଷ କରି ପଶ୍ଚିମବଙ୍ଗ ସରକାର ତାଙ୍କ ରାଜ୍ୟରେ ପ୍ରବାସୀଙ୍କ ଟ୍ରେନ ପ୍ରବେଶ ପାଇଁ ଅନୁମତି ଦେଉ ନଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହାକୁ ଦୃଷ୍ଟିରେ କେନ୍ଦ୍ର ସରକାର ନିୟମକୁ ବଦଳାଇ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story