ଧର୍ମେନ୍ଦ୍ରଙ୍କ ଗଣିତ ଏମିତି : ୧୨୦ ପ୍ଲସ କହିଲେ ୭୮ ମିଳେ, ବିରୋଧୀ କହିଲେ ଯେତିକି ଅଛନ୍ତି ରହିବେ ତ?

ଭୁବନେଶ୍ୱର, (ଓଡ଼ିଶା ରିପୋର୍ଟର):ସଂଖ୍ୟା ଖେଳରେ ବିଜେପିର ନୂଆ ଅଙ୍କକୁ ନେଇ ଚର୍ଚ୍ଚା।  ଗୁଜରାଟରେ ଅମିତ ଶାହାଙ୍କ  ଟାର୍ଗେଟ  ୧୫୦ ଥିବାବେଳେ ବିଜେପି ଦଖଲ କରିପାରିଲା ୯୯ଟି ସିଟ୍। ତେବେ ଓଡିଶାରେ ଅମିତ ଶାହାଙ୍କ ମିଶନ୍  ୧୨୦ ଥିବାବେଳେ କେତେ ହେବ ଦଳର ସଂଖ୍ୟା  ଏହାକୁ ନେଇ ଚର୍ଚ୍ଚା ଭିତରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆ ଗଣିତର ହିସାବ ରଖିଛନ୍ତି । କହିଛନ୍ତି, ଗୁଜରାଟକୁ  ଅନୁଧ୍ୟାନ କଲେ ଓଡିଶାରେ ବିଜେପି ୭୮ ବିଧାନସଭା ସିଟ୍ ଜିତି ସରକାର କରିବ। […]

Dharmendra image-1

Dharmendra image-1

Rakesh Mallick
  • Published: Monday, 25 December 2017
  • Updated: 25 December 2017, 08:19 PM IST

Sports

Latest News

ଭୁବନେଶ୍ୱର, (ଓଡ଼ିଶା ରିପୋର୍ଟର):ସଂଖ୍ୟା ଖେଳରେ ବିଜେପିର ନୂଆ ଅଙ୍କକୁ ନେଇ ଚର୍ଚ୍ଚା।  ଗୁଜରାଟରେ ଅମିତ ଶାହାଙ୍କ  ଟାର୍ଗେଟ  ୧୫୦ ଥିବାବେଳେ ବିଜେପି ଦଖଲ କରିପାରିଲା ୯୯ଟି ସିଟ୍। ତେବେ ଓଡିଶାରେ ଅମିତ ଶାହାଙ୍କ ମିଶନ୍  ୧୨୦ ଥିବାବେଳେ କେତେ ହେବ ଦଳର ସଂଖ୍ୟା  ଏହାକୁ ନେଇ ଚର୍ଚ୍ଚା ଭିତରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆ ଗଣିତର ହିସାବ ରଖିଛନ୍ତି ।

କହିଛନ୍ତି, ଗୁଜରାଟକୁ  ଅନୁଧ୍ୟାନ କଲେ ଓଡିଶାରେ ବିଜେପି ୭୮ ବିଧାନସଭା ସିଟ୍ ଜିତି ସରକାର କରିବ।   ତେବେ ବିଜେପିର ଏହି ନୂଆ ଅଙ୍କକୁ ବି ଗ୍ରହଣ କରି ନାହିଁ ବିଜେଡି ଓ କଂଗ୍ରେସ।  ଗୁଜରାଟରେ ମିଶନ୍ ଥିଲା ୧୫୦ ।  ମିଳିଲା ୯୯ ସିଟ୍ ।  ଓଡିଶାରେ ମିଶନ୍ ୧୨୦ ।  ମିଳିବ କେତେ  ? ବିଜେପିର ଚାଣକ୍ୟ କୁହଯାଉଥିବା  ଅମିତ ଶାହଙ୍କ ଓଡ଼ିଶା ମିଶନ୍ ୧୨୦ରେ ଆସିଛି ଟୁଇଷ୍ଟ୍ ।   କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁଜରାଟ ରେଜଲଟ୍‌କୁ ବାହାର କରିଛନ୍ତି।  ନୂଆ ଫର୍ମୁଲା  ଓଟିଭିର ୨୦ ବର୍ଷ ପୂର୍ତ୍ତି ଉତ୍ସବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ପ୍ରସଙ୍ଗରେ ଉତ୍ତର ଦେଇଛନ୍ତି।  କହିଛନ୍ତି ଗୁଜରାଟକୁ ହିସାବ ଭାବେ  ନେଲେ ଓଡ଼ିଶାରେ ୭୮ ସିଟ୍ ମିଳିବ  ତେଣୁ ମ୍ୟାଜିକ୍ ନମ୍ବର ୭୪କୁ ଅତିକ୍ରମ କରି  ବିଜେପି ସରକାର ଗଠନ କରିବ।  ତେବେ ପ୍ରଶ୍ନ ଉଠୁଛି, ବିଜେପି ଗ୍ରାଉଣ୍ଡ ସ୍ଥିତି ପରିଖିଲାପରେ ଧର୍ମେନ୍ଦ୍ରଙ୍କ ଏହି ନୂଆ ଗଣିତ କି  ନା କହିବା ଛଳରେ ଏହା କହିଦେଲେ, ତାକୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଛି।

ସେପଟେ ବିଜେଡି କିନ୍ତୁ ଧର୍ମେନ୍ଦ୍ରଙ୍କ ନୂଆ ଫର୍ମୁଲାକୁ ବି ଗ୍ରହଣ କରିନାହିଁ ।   ମିଶନ୍ ୧୨୦ କହୁଛନ୍ତି।  କିନ୍ତୁ ତାଙ୍କର ଏବେ  ୧୦ ବିଧାୟକ ଥିବା ସଂଖ୍ୟାକୁ ଠିକ୍ ସେ ରଖିପାରିବେ ତ’ ବୋଲି ପ୍ରଶ୍ନ  କରିଛି ବିଜେଡି।  ସେପଟେ କଂଗ୍ରେସ କହିଛି ଗୁଜରାଟରେ ବିଜେପିକୁ ଝଟକା ଲାଗିଛି।  ନିର୍ବାଚନ ଦେଢ ବର୍ଷ ପୂର୍ବରୁ ୧୨୦ କହୁଥିଲେ।  ଏବେ ୭୮।  ନିର୍ବାଚନ ବେଳକୁ କେତେ ହେବ ବୋଲି ଦଳ ପ୍ରଶ୍ନ କରିଛି।

ଗୁଜରାଟର ଭୋଟ୍ ଫଳକୁ ତୁଳନା କରି ସଂଖ୍ୟା ଗଣିତ ହିସାବ କରାଯାଉଛି  ସତ। ହେଲେ ଗୁଜରାଟରେ ବିଜେପି କ୍ଷମତାରେ ଥିଲା।  ନିର୍ବାଚନ ଲଢି ଷଷ୍ଠ ଥର କ୍ଷମତାକୁ ଆସିଛି।   ଏପଟେ ଓଡିଶାରେ ବିଜେଡି ଲଗାତାର ୪ ଥର କ୍ଷମତାରେ ଅଛି। ତେଣୁ ଗୁଜରାଟ ଫର୍ମୁଲା ଏଠି କିଭଳି କାମ କରିବ  ତା’ ଉପରେ ନଜର।

https://youtu.be/4ZXtqqrqlqE

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story