ଖୁବଶୀଘ୍ର ବଜାରକୁ ଆସିବ ୨୦ ଟଙ୍କିଆ କଏନ୍

ନୂଆଦିଲ୍ଲୀ: ଏପର୍ଯ୍ୟନ୍ତ ଆମେ ୧, ୨, ୫ ଏବଂ ୧୦ ଟଙ୍କିଆ କଏନ୍ ଦେଖିଆସୁଥିଲୁ, କିନ୍ତୁ ଖୁବଶୀଘ୍ର ବଜାରରେ ୨୦ ଟଙ୍କିଆ କଏନ୍ ଦେଖିବାକୁ ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିଲ୍ଲୀରେ ଭିନ୍ନ-ଭିନ୍ନ ମୂଲ୍ୟର ନୂଆ କଏନ୍ ଉନ୍ମୋଚନ କରିଛନ୍ତି। ଏହି କଏନ୍ ଗୁଡ଼ିକ ମଧ୍ୟରେ ୧, ୨, ୫ ଓ ୧୦ ଟଙ୍କା ବ୍ୟତୀତ ନୂଆ ୨୦ ଟଙ୍କିଆ କଏନ୍ ମଧ୍ୟ ସାମିଲ ଅଛି । ଏହି କଏନର ବିଶେଷତ୍ୱ ହେଉଛି, ଏହାକୁ ଦୃଷ୍ଟିବାଧିତ […]

t

t

Hemant Lenka
  • Published: Thursday, 07 March 2019
  • Updated: 07 March 2019, 04:08 PM IST

Sports

Latest News

ନୂଆଦିଲ୍ଲୀ: ଏପର୍ଯ୍ୟନ୍ତ ଆମେ ୧, ୨, ୫ ଏବଂ ୧୦ ଟଙ୍କିଆ କଏନ୍ ଦେଖିଆସୁଥିଲୁ, କିନ୍ତୁ ଖୁବଶୀଘ୍ର ବଜାରରେ ୨୦ ଟଙ୍କିଆ କଏନ୍ ଦେଖିବାକୁ ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିଲ୍ଲୀରେ ଭିନ୍ନ-ଭିନ୍ନ ମୂଲ୍ୟର ନୂଆ କଏନ୍ ଉନ୍ମୋଚନ କରିଛନ୍ତି। ଏହି କଏନ୍ ଗୁଡ଼ିକ ମଧ୍ୟରେ ୧, ୨, ୫ ଓ ୧୦ ଟଙ୍କା ବ୍ୟତୀତ ନୂଆ ୨୦ ଟଙ୍କିଆ କଏନ୍ ମଧ୍ୟ ସାମିଲ ଅଛି । ଏହି କଏନର ବିଶେଷତ୍ୱ ହେଉଛି, ଏହାକୁ ଦୃଷ୍ଟିବାଧିତ ଲୋକେ ମଧ୍ୟ ଭଲ ଭାବେ ଚିହ୍ନି ପାରିବେ।

ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ନୂଆ ବିଜ୍ଞପ୍ତି ଅନୁଯାୟୀ, ୨୦ ଟଙ୍କିଆ କଏନର ଆକାର ୨୭ ଏମ୍ଏମ୍ ରହିବ। କଏନର ବାହ୍ୟ ରିଙ୍ଗରେ ୬୫ ପ୍ରତିଶତ ‘କପର୍' (ତମ୍ବା), ୧୫ ପ୍ରତିଶତ ‘ଜିଙ୍କ’ ଏବଂ ୨୦ ପ୍ରତିଶତ ‘ନିକେଲ୍’ ହେବ। କଏନ୍ ଭିତରେ ୭୫ ଭାଗ କପର, ୨୦ ଭାଗ ଜିଙ୍କ୍ ଏବଂ ପାଞ୍ଚ ଭାଗ ନିକେଲ୍ ରହିବ ।

ଏହି କଏନର ଗୋଟିଏ ପାର୍ଶ୍ଵରେ ଅଶୋକ ସ୍ତମ୍ଭ ରହିବ, ଯାହାର ନିମ୍ନଭାଗରେ ‘ସତ୍ୟମେବ ଜୟତେ’ ଲେଖା ହୋଇଥିବାର ଦେଖିବାକୁ ମିଳିବ। କଏନର ଅପର ପାର୍ଶ୍ଵରେ ବାମ ପଟେ ହିନ୍ଦିରେ ‘ଭାରତ’ ଏବଂ ଡାହାଣ ପଟେ ଇଂରାଜୀରେ ‘ଇଣ୍ଡିଆ’ ଲେଖା ଥିବ।

ତେବେ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଏପର୍ଯ୍ୟନ୍ତ ଏହି କଏନର ଡିଜାଇନ୍ କିମ୍ବା କେବେ ଏହା ବଜାରକୁ ଆସିବ, ସେ ନେଇ କୌଣସି ସଙ୍କେତ ଦିଆଯାଇନାହିଁ।

କେନ୍ଦ୍ର ସରକାର ମାର୍ଚ୍ଚ, ୨୦୦୯ରେ ପ୍ରଥମଥର ୧୦ ଟଙ୍କିଆ କଏନ୍ ଜାରି କରିଥିଲେ। ଏହା ପରଠାରୁ ୧୩ଥର ଏସବୁ କଏନର ଡିଜାଇନରେ ପରିବର୍ତ୍ତନ କରାଯାଇଛି। ତେବେ କଏନ୍ ଡିଜାଇନକୁ ବାରମ୍ବାର ପରିବର୍ତ୍ତନ କରାଯାଇଥିବାରୁ ସାଧାରଣ ଲୋକ ତଥା ବ୍ୟବସାୟୀଙ୍କ ମନରେ ଭ୍ରମ ସୃଷ୍ଟି ହୋଇଥିଲା ଏବଂ ଅନେକଥର ଦୋକାନୀ ୧୦ ଟଙ୍କିଆ କଏନ୍ ନେବାକୁ ମନା କରି ଦେଉଥିଲେ । ତେବେ ଗତ ବର୍ଷ ସରକାର ସବୁ ଡିଜାଇନ୍ ଆଇନସମ୍ମତ ଓ ଏହାର ପ୍ରଚଳନରେ କୌଣସି ଅସୁବିଧା ନାହିଁ ବୋଲି ସ୍ପଷ୍ଟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story