ଓଢ଼ଣା ଟାଣି ଲାଇଭ୍‌ ଟିଭି ଶୋ’କୁ ଆସିଲେ ନ୍ୟୁଜ ଆଙ୍କର

ହରିୟାଣା ସରକାରଙ୍କ ଓଢ଼ଣୀ ପ୍ରସଙ୍ଗ ଏବେ ବିବାଦୀୟ ହେବାରେ ଲାଗିଛି। ରାଜ୍ୟ ସରକାର ନିଜ ପତ୍ରିକା ‘ହରିୟାଣା ସମ୍ପାଦ’ରେ ମହିଳାଙ୍କ ଓଢ଼ଣୀକୁ ହରିୟାଣାର ଗର୍ବ ବୋଲି ଅଭିହିତ କରିଛନ୍ତି। ଏହାକୁ ନେଇ ସାରା ରାଜ୍ୟରେ ମହିଳାମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। କେବଳ ସାଧାରଣ ମହିଳା ନୁହଁନ୍ତି ସବୁ ସ୍ତରରେ ସରକାରଙ୍କୁ ସମାଲୋଚନା କରାଯାଉଛି। ତେବେ ରାଜ୍ୟର ଜଣେ ମହିଳା ଟିଭି ଆଙ୍କର ଏପରି କିଛି କରିଛନ୍ତି ଯାହା ସରକାରଙ୍କୁ ମୁହଁ ତୋଡ଼ ଜବାବ ବୋଲି କୁହାଯାଉଛି। […]

anchor

anchor

Rakesh Mallick
  • Published: Tuesday, 11 July 2017
  • Updated: 11 July 2017, 05:06 PM IST

Sports

Latest News

ହରିୟାଣା ସରକାରଙ୍କ ଓଢ଼ଣୀ ପ୍ରସଙ୍ଗ ଏବେ ବିବାଦୀୟ ହେବାରେ ଲାଗିଛି। ରାଜ୍ୟ ସରକାର ନିଜ ପତ୍ରିକା ‘ହରିୟାଣା ସମ୍ପାଦ’ରେ ମହିଳାଙ୍କ ଓଢ଼ଣୀକୁ ହରିୟାଣାର ଗର୍ବ ବୋଲି ଅଭିହିତ କରିଛନ୍ତି। ଏହାକୁ ନେଇ ସାରା ରାଜ୍ୟରେ ମହିଳାମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। କେବଳ ସାଧାରଣ ମହିଳା ନୁହଁନ୍ତି ସବୁ ସ୍ତରରେ ସରକାରଙ୍କୁ ସମାଲୋଚନା କରାଯାଉଛି।

ତେବେ ରାଜ୍ୟର ଜଣେ ମହିଳା ଟିଭି ଆଙ୍କର ଏପରି କିଛି କରିଛନ୍ତି ଯାହା ସରକାରଙ୍କୁ ମୁହଁ ତୋଡ଼ ଜବାବ ବୋଲି କୁହାଯାଉଛି। ଆସନ୍ତୁ ଜାଣିବା ଲାଇଭ୍‌ ଶୋ’ରେ କ’ଣ କରିଥିଲେ ଆଙ୍କର ଜଣଙ୍କ ଯାହା ଏବେ ଚର୍ଚ୍ଚାର କାରଣ ପାଲଟିଛି।

ଖବର ଅନୁସାରେ ସରକାରଙ୍କ ପକ୍ଷରୁ ପ୍ରକାଶିତ ପତ୍ରିକାରେ ଏକ ଓଢ଼ଣୀ ଟଣା ମହିଳାଙ୍କ ଫଟୋ ଛପାଯାଇଛି। ଏଥିରେ ଲେଖାଯାଇଛି ‘ହରିୟାଣାର ଗର୍ବ ଓ ପରିଚୟ’। ହରିୟାଣାର ଏକ ନ୍ୟୁଜ୍‌ ଚ୍ୟାନେଲ ‘ଏସଟିବି ହରିୟାଣା ନ୍ୟୁଜ୍‌’ର ଏଡିଟର ଓ ଆଙ୍କର ପ୍ରତିମା ଦତ୍ତା ଲାଇଭ୍ ଶୋ’କୁ ଓଢଣୀ ଟାଣି ଆସିଥିଲେ। ଏହି ସମୟରେ ଓଢ଼ଣୀ ପଛରେ ରହି ମହିଳାମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ପ୍ରତିମା କହିଥିଲେ। ଏପରିକି ତାଙ୍କୁ ବାହାରର ଦୃଶ୍ୟ  କିଛି ଦିଶୁ ନଥିବା ସେ କହିଥିଲେ। ଏହାର କିଛି ସମୟ ପରେ ସେ ତାଙ୍କ ଓଢ଼ଣୀ କାଢି ଦେଇ ରାଜ୍ୟ ସରକାର ନିଜ ଝିଅ, ବୋହୂଙ୍କ ପରିଚୟ ଲୁଚାଉଥିବା ଅଭିଯୋଗ କରିଥିଲେ। ଖଟ୍ଟର ସରକାରଙ୍କ ଉପରେ ଆକ୍ରମଣାତ୍ମକ ଢଙ୍ଗରେ କହିଥିଲେ, ସରକାର ଓଢ଼ଣୀକୁ ରାଜ୍ୟର ଗୌରବ କହୁଛନ୍ତି, ହେଲେ ଏହା କେବଳ ଏକ ବେଢ଼ି। ଏହାସହ ସେ କହିଥିଲେ- “ମୁଁ ଓଢ଼ଣୀ ଟାଣି ଲାଇଭ୍‌ ଶୋ’କୁ ଆସିଥିଲି। ମୋତେ କେହି ଦେଖି ପାରିଲେନି କି ଜାଣି ପରିଲେ ନାହିଁ। ତେଣୁ ମୁଁ ଓଢ଼ଣୀ କାଢ଼ି ନିଜର ପରିଚୟ ଦେବାକୁ ବାଧ୍ୟ ହେଲି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story