ନ୍ୟୁୟର୍କରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ୬ ଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନ୍ୟୁୟର୍କରେ ପହଞ୍ଚିଛନ୍ତି। ମୋଦିଙ୍କ ଆମେରିକା ଗସ୍ତ ବେଳେ ଫୋକସରେ ରହିଛି ଜାତିସଂଘ ସାଧାରଣ ପରିଷଦର ବାର୍ଷିକ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ। ଅନ୍ୟପଟେ ମୋଦି ଏଠାରେ ଜର୍ମାନୀ ଚାନସେଲର ଆଞ୍ଜେଲା ମୋର୍କେଲ, ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ, ବ୍ରାଜିଲ ରାଷ୍ଟ୍ରପତି ଡିଲମା ରୋସେଫଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ଜି ଫୋର ରାଷ୍ଟ୍ରର ଏହି ସଦସ୍ୟଙ୍କୁ ଭେଟିବା ଅବସରରେ ଜାତିସଂଘ ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ […]

pm-modi-new-york

pm-modi-new-york

Rakesh Mallick
  • Published: Thursday, 24 September 2015
  • Updated: 24 September 2015, 04:26 AM IST

ନୂଆଦିଲ୍ଲୀ: ୬ ଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନ୍ୟୁୟର୍କରେ ପହଞ୍ଚିଛନ୍ତି। ମୋଦିଙ୍କ ଆମେରିକା ଗସ୍ତ ବେଳେ ଫୋକସରେ ରହିଛି ଜାତିସଂଘ ସାଧାରଣ ପରିଷଦର ବାର୍ଷିକ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ। ଅନ୍ୟପଟେ ମୋଦି ଏଠାରେ ଜର୍ମାନୀ ଚାନସେଲର ଆଞ୍ଜେଲା ମୋର୍କେଲ, ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ, ବ୍ରାଜିଲ ରାଷ୍ଟ୍ରପତି ଡିଲମା ରୋସେଫଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ଜି ଫୋର ରାଷ୍ଟ୍ରର ଏହି ସଦସ୍ୟଙ୍କୁ ଭେଟିବା ଅବସରରେ ଜାତିସଂଘ ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ନେଇ ଦାବି ଉଠାଇବେ। ଏହାସହ ଆମେରିକା ରାଷ୍ଟ୍ରପତି ବାରାକ ଓବାମାଙ୍କ ଦାରା ଆୟୋଜିତ ଶାନ୍ତିରକ୍ଷା ସମ୍ପର୍କୀତ ଏକ ସମ୍ମିଳନୀରେ ମଧ୍ୟ ଭାଗ ନେବେ ମୋଦି। ସେହିଭଳି ନ୍ୟୁୟର୍କରେ ଫଚ୍ୟୁନ ଫାଇଭ୍ ହଣ୍ଡ୍ରେଡ୍ କମ୍ପାନି ସିଇଓମାନଙ୍କ ପକ୍ଷରୁ ଆୟୋଜିତ ଏକ ଡିନର ପାର୍ଟିରେ ଯୋଗଦେବେ। ଏହି ଅବସରରେ ସେ ଭାରତରେ ପୁଞ୍ଜି ବିନିଯୋଗ ପାଇଁ ଫଚ୍ୟୁର୍ନ ଫାଇଭ୍ ହଣ୍ଡ୍ରେଡ୍ କମ୍ପାନି ସିଇଓମାନଙ୍କ ସହ ଆଲୋଚନା କରିବେ। ମୋଦି ନ୍ୟୁୟର୍କର ସିଲିକନ୍ ଭାଇ ଯାଇ ସେଠାରେ ଫେସବୁକ୍ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ଗୁଗୁଲ୍ ହେଡକ୍ୱାର୍ଟର ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story