ଗୋଟିଏ ଦିନରେ ବୈଷ୍ଣୋଦେବୀଙ୍କୁ ଦର୍ଶନ କରିପାରିବେ ୫୦ ହଜାର ଶ୍ରଦ୍ଧାଳୁ: ଦିଅଁ ଦର୍ଶନ ଉପରେ ବି NGT କଟକଣା

ଜମ୍ମୁ: ଏଣିକି ମା’ ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଗୋଟିଏ ଦିନରେ ୫୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କୁ ଅନୁମତି ଦିଆଯିବ ନାହିଁ। ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(NGT) ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏନ୍‌ଜିଟିଙ୍କ ଏହି ନିର୍ଦ୍ଦେଶ ଆଜିଠାରୁ ହିଁ ଲାଗୁ କରାଯିବ। ଯଦି ୫୦ ହଜାରରୁ ଅଧିକ ଲୋକ ଦର୍ଶନ ପାଇଁ ଯିବେ ସେମାନଙ୍କୁ  ଅନ୍ଦୁ କୁମାରୀ କିମ୍ୱା କଟରାରେ ଅଟକାଇ ଦିଆଯିବ। ବୈଷ୍ଣୋଦେବୀଙ୍କ ପୀଠକୁ ଯିବା ପାଇଁ ୫୦ ହଜାର ଲୋକଙ୍କ କ୍ଷମତା ରହିଛି। ପୀଠରେ ଅଧିକ […]

devi

devi

Rakesh Mallick
  • Published: Monday, 13 November 2017
  • Updated: 13 November 2017, 03:17 PM IST

Sports

Latest News

ଜମ୍ମୁ: ଏଣିକି ମା’ ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଗୋଟିଏ ଦିନରେ ୫୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କୁ ଅନୁମତି ଦିଆଯିବ ନାହିଁ। ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(NGT) ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏନ୍‌ଜିଟିଙ୍କ ଏହି ନିର୍ଦ୍ଦେଶ ଆଜିଠାରୁ ହିଁ ଲାଗୁ କରାଯିବ। ଯଦି ୫୦ ହଜାରରୁ ଅଧିକ ଲୋକ ଦର୍ଶନ ପାଇଁ ଯିବେ ସେମାନଙ୍କୁ  ଅନ୍ଦୁ କୁମାରୀ କିମ୍ୱା କଟରାରେ ଅଟକାଇ ଦିଆଯିବ। ବୈଷ୍ଣୋଦେବୀଙ୍କ ପୀଠକୁ ଯିବା ପାଇଁ ୫୦ ହଜାର ଲୋକଙ୍କ କ୍ଷମତା ରହିଛି। ପୀଠରେ ଅଧିକ ଲୋକ ହେବା ଦ୍ୱାରା ବିପଦ ସୃଷ୍ଟି ହୋଇପାରେ। ଏଥିପାଇଁ କଟକଣା ଜାରି କରାଯାଇଥିବା ଏନ୍‌ଜିଟି କହିଛନ୍ତି। ତେବେ ଏହି କଟକଣା କେତେ ଦିନ ପର୍ଯ୍ୟନ୍ତ ଲଗାଯାଇଛି ତାହା ସ୍ପଷ୍ଟ ହୋଇ ନାହିଁ।

କେବଳ ସେତିକି ନୁହେଁ, ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବୈଷ୍ଣୋଦେବୀ ପୀଠ ନିକଟରେ କୌଣସି ନିର୍ମାଣ କାର୍ଯ୍ୟ ଉପରେ ମଧ୍ୟ କଟକଣା ଜାରି କରାଯାଇଛି।

ସୂଚନାଯୋଗ୍ୟ, ଅନେକ ଥର ବୈଷ୍ଣୋଦେବୀରେ ଭୂସ୍ଖଖଳନ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story