ବିଚ୍ଛିନ୍ନତାବାଦୀ ନେତାଙ୍କ ଖେଳ ଖତମ୍‌: ପଥର ଫିଙ୍ଗାଳିଙ୍କ ଲିଷ୍ଟ ଏନଆଇଏ ହାତରେ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ବନ୍ଦ ହେବ ବିଚ୍ଛିନ୍ନତାବାଦୀ ନେତାଙ୍କ ପଥର ଫିଙ୍ଗା ଦାଦାଗିରି। ଏ ନେଇ ଫୁଲ ଦମରେ ଲାଗି ପଡିଛି ଜତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ। କେତେକ ବିଚ୍ଛିନ୍ନତାବାଦୀ ନେତା ପାକିସ୍ତାନ ସହ ହାତ ମିଳାଇ ଏପରି କାଣ୍ଡ ଘଟାଉଛନ୍ତି। ଜାମ୍ମୁ-କାଶ୍ମୀରର କିଛି ଉଦ୍ଭ୍ରାନ୍ତ ଯୁବଗୋଷ୍ଟିଙ୍କୁ ପଇସା ଦେଇ ସେନା ଉପରକୁ ପଥରେ ଫିଙ୍ଗିବା ପାଇଁ ଉସ୍କାଉଛନ୍ତି। ଏମାନେ ସେନା ଉପରକୁ ପଥର ଫିଙ୍ଗି ଦେଶର ସୁରକ୍ଷା କ୍ଷେତ୍ରରେ ବାଧା ସୃଷ୍ଟି କରୁଛନ୍ତି। ଏମାନଙ୍କୁ ଧରିବା ପାଇଁ […]

main

main

Rakesh Mallick
  • Published: Tuesday, 25 July 2017
  • Updated: 25 July 2017, 10:25 PM IST

Sports

Latest News

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ବନ୍ଦ ହେବ ବିଚ୍ଛିନ୍ନତାବାଦୀ ନେତାଙ୍କ ପଥର ଫିଙ୍ଗା ଦାଦାଗିରି। ଏ ନେଇ ଫୁଲ ଦମରେ ଲାଗି ପଡିଛି ଜତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ। କେତେକ ବିଚ୍ଛିନ୍ନତାବାଦୀ ନେତା ପାକିସ୍ତାନ ସହ ହାତ ମିଳାଇ ଏପରି କାଣ୍ଡ ଘଟାଉଛନ୍ତି। ଜାମ୍ମୁ-କାଶ୍ମୀରର କିଛି ଉଦ୍ଭ୍ରାନ୍ତ ଯୁବଗୋଷ୍ଟିଙ୍କୁ ପଇସା ଦେଇ ସେନା ଉପରକୁ ପଥରେ ଫିଙ୍ଗିବା ପାଇଁ ଉସ୍କାଉଛନ୍ତି। ଏମାନେ ସେନା ଉପରକୁ ପଥର ଫିଙ୍ଗି ଦେଶର ସୁରକ୍ଷା କ୍ଷେତ୍ରରେ ବାଧା ସୃଷ୍ଟି କରୁଛନ୍ତି। ଏମାନଙ୍କୁ ଧରିବା ପାଇଁ ଜାତୀୟ ତଦନ୍ତକାରୀ ସଂସ୍ଥା ଏକ ଲିଷ୍ଟ ତିଆରି କରିଛି। କେଉଁମାନେ ଏଥିରେ ସାମିଲ ହୋଇଛନ୍ତି,  କହାଦ୍ୱାରା ପରିଚାଳନା କରାଯାଉଛି ଏସବୁ ତଥ୍ୟ ଏହି ଲିଷ୍ଚରେ ରହିଛି।

ବିଗତ କିଛି ମାସ ଧରି ଏନଆଇଏର ଏକ ଟିମ ଏହି ଘଟଣାର ତଦନ୍ତ କରୁଛି। ତଦନ୍ତ ପରେ ପଥର ଫିଙ୍ଗୁଥିବା ଯୁବକ ଓ ଏହାକୁ ପରିଚାଳନା କରୁଥିବା ଟିମର ଏକ ଲିଷ୍ଟ ତିଆରି କରିଛି। ଏଥିରେ ସେମାନଙ୍କର ହ୍ୱାଟ୍ସଆପ ନମ୍ବର, ଫେସବୁକ ଓ  ମିଳିଥିବା  ମୋବାଇଲ ନମ୍ବରକୁ ନେଇ ଏକ ଲିଷ୍ଟ ତିଆରି କରାଯାଇଛି। ତଦନ୍ତ ଅନୁଯାୟୀ ୪୮ ଜଣିଆ ଏକ ଗ୍ୟାଙ୍ଗ୍ ପ୍ରାୟତଃ ସବୁ ଆତଙ୍କବାଦୀ ଏନକାଉଣ୍ଟରରେ ଉପସ୍ଥିତ ରହି ସେନା ଉପରକୁ ପଥର ଫିଙ୍ଗିଥାନ୍ତି। ସେନାର ଆତଙ୍କବାଦୀ ଏନକାଉଣ୍ଟର ବେଳେ ଏହି ୪୮ ଜଣିଆ ଗ୍ୟାଙ୍ଗର ଫୋନ ନମ୍ବର ଆକ୍ଟିଭ ରହୁଥିବା ଜାଣିବାକୁ ପାଇଛି ଏନଆଇଏ। ଗ୍ୟାଙ୍ଗର ଲିଡର ପାକିସ୍ତାନରେ ରହି ହ୍ୱାଟ୍ସଆପ ମାଧ୍ୟମରେ ଗୃପ ପରିଚାଳନା କରୁଛି ବୋଲି ତଦନ୍ତ ରିପୋର୍ଟରୁ ଜଣା ପଡିଛି।  ଏନ୍‌ଆଇଏ ରିପୋର୍ଟ ଅନୁସାରେ ପ୍ରଥମେ ୫ ହଜାର ମୋବାଇଲକୁ ଟ୍ରାକ କରିଥିଲା ପରେ ସେଥିରୁ ୨୦୦ ମୋବାଇଲ ନମ୍ବର ସବୁଠାରୁ ଅଧିକ ଆକ୍ଟିଭ ରହୁଛି ବୋଲି ଏନଆଇଏ ଜାଣିବାକୁ ପାଇଥିଲା। ସେମାନଙ୍କ ମଧ୍ୟରୁ ଏନ୍ଆଇଏ ତିଆରି କରିଥିବା ୪୮ ଜଣିଆ ଗ୍ୟାଙ୍ଗରୁ ୨୨ ହାର୍ଡକୋର ପଥର ଫିଙ୍ଗାଳିକୁ ପଚରାଉଚରା କରିବ ଏନଆଇଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story