ଚୋରି ସନ୍ଦେହରେ ନାଇଜେରିଆ ନାଗରିକଙ୍କୁ ନିସ୍ତୁକ ମାଡ଼

ନୂଆଦିଲ୍ଲୀ: ଜଣେ ନାଇଜେରିଆ ନାଗରିକଙ୍କୁ ନିସ୍ତୁକ ମାଡ଼ର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବତୀଖୁଣ୍ଟରେ ଯୁବକଙ୍କର ହାତ ବାନ୍ଧି ଠେଙ୍ଗା ଓ ବାଡ଼ିରେ ନିର୍ଧୁମ ଛେଚିଛନ୍ତି କିଛି ଲୋକେ। ଯୁବକ ଜଣକ ଯେତେ ନେହୁରା ହେଲେ ବି ଆକ୍ରମଣକାରୀମାନେ ଆଦୌ ଶୁଣୁ ନାହାଁନ୍ତି। ଏହି ଘଟଣାଟି ଦୁଇ ସପ୍ତାହ ତଳେ ଦକ୍ଷିଣ ଦିଲ୍ଲୀର ମାଲବ୍ୟ ନଗରରେ ଘଟିଥିଲା। ଚୋରି ଓ ଡ୍ରଗ୍‌ସ କାରବାର ଅଭିଯୋଗରେ ନାଇଜେରିଆ ନାଗରିକଙ୍କୁ ନିର୍ଧୁମ ବାଡ଼େଇଥିଲେ ସ୍ଥାନୀୟ ଲୋକେ। ଏହି ଦୃଶ୍ୟ […]

Rakesh Mallick
  • Published: Monday, 09 October 2017
  • Updated: 09 October 2017, 09:56 PM IST

Sports

Latest News

ନୂଆଦିଲ୍ଲୀ: ଜଣେ ନାଇଜେରିଆ ନାଗରିକଙ୍କୁ ନିସ୍ତୁକ ମାଡ଼ର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବତୀଖୁଣ୍ଟରେ ଯୁବକଙ୍କର ହାତ ବାନ୍ଧି ଠେଙ୍ଗା ଓ ବାଡ଼ିରେ ନିର୍ଧୁମ ଛେଚିଛନ୍ତି କିଛି ଲୋକେ। ଯୁବକ ଜଣକ ଯେତେ ନେହୁରା ହେଲେ ବି ଆକ୍ରମଣକାରୀମାନେ ଆଦୌ ଶୁଣୁ ନାହାଁନ୍ତି।

ଏହି ଘଟଣାଟି ଦୁଇ ସପ୍ତାହ ତଳେ ଦକ୍ଷିଣ ଦିଲ୍ଲୀର ମାଲବ୍ୟ ନଗରରେ ଘଟିଥିଲା। ଚୋରି ଓ ଡ୍ରଗ୍‌ସ କାରବାର ଅଭିଯୋଗରେ ନାଇଜେରିଆ ନାଗରିକଙ୍କୁ ନିର୍ଧୁମ ବାଡ଼େଇଥିଲେ ସ୍ଥାନୀୟ ଲୋକେ। ଏହି ଦୃଶ୍ୟ ସୋସିଆ ମିଡିଆରେ ଭାଇରାଲ୍ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଘଟଣାରେ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଥିବା ବେଳେ ନାଇଜେରିଆ ନାଗରିକ ଜଣକ ଗିରଫ ହୋଇ ଜେଲରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story