ଅନଲକ-୩: ଉଠିଲା ରାତ୍ରକାଳୀନ କର୍ଫ୍ୟୁ, ଅଗଷ୍ଟ ୩୧ ଯାଏ ସ୍କୁଲ କଲେଜ ବନ୍ଦ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ମଧ୍ୟରେ ଆଜି ଭାରତ ସରକାର ଅନଲକ-୩ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ଏବେ ଜାରି ଲାଗୁ ହୋଇଥିବା ଅନଲକ-୨ର କାର୍ଯ୍ୟକାଳ ଜୁଲାଇ ୩୧ରେ ଶେଷ ହେବ। ତେଣୁ ଏହାପୂର୍ବରୁ ଆଜି କେନ୍ଦ୍ର ସରକାର ଅନଲକ-୩ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ଅନଲକ-୩ ପାଇଁ ଗାଇଡଲାଇନ ଜାରି ହୋଇଥିଲେ ହେଁ ଦେଶର ସମସ୍ତ କଣ୍ଟେନମେଣ୍ଟ ଜୋନରେ ଆସନ୍ତା ୩୧ ଯାଏ କଡ଼ାକଡ଼ି ଭାବେ ଲକଡାଉନ ପାଳନ କରିବାକୁ କେନ୍ଦ୍ର ସରକାର କହିଛନ୍ତି। ଗାଇଡଲାଇନ […]

du

du

Hemant Lenka
  • Published: Wednesday, 29 July 2020
  • Updated: 29 July 2020, 08:15 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ମଧ୍ୟରେ ଆଜି ଭାରତ ସରକାର ଅନଲକ-୩ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ଏବେ ଜାରି ଲାଗୁ ହୋଇଥିବା ଅନଲକ-୨ର କାର୍ଯ୍ୟକାଳ ଜୁଲାଇ ୩୧ରେ ଶେଷ ହେବ। ତେଣୁ ଏହାପୂର୍ବରୁ ଆଜି କେନ୍ଦ୍ର ସରକାର ଅନଲକ-୩ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ଅନଲକ-୩ ପାଇଁ ଗାଇଡଲାଇନ ଜାରି ହୋଇଥିଲେ ହେଁ ଦେଶର ସମସ୍ତ କଣ୍ଟେନମେଣ୍ଟ ଜୋନରେ ଆସନ୍ତା ୩୧ ଯାଏ କଡ଼ାକଡ଼ି ଭାବେ ଲକଡାଉନ ପାଳନ କରିବାକୁ କେନ୍ଦ୍ର ସରକାର କହିଛନ୍ତି।

ଗାଇଡଲାଇନ ଅନୁଯାୟୀ,  ପୂର୍ବରୁ କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି ହେଉଥିବା ରାତ୍ରକାଳୀନ କର୍ଫ୍ୟୁକୁ ଅନଲକ-୩ରେ ସଂପୂର୍ଣ୍ଣ ଭାବେ ଉଠାଇ ଦିଆଯାଇଛି। ଏହାର ଅର୍ଥ ସାଧାରଣ ଲୋକଙ୍କ ଯା’ ଆସ ଉପରେ ଲାଗିଥିବା କଟକଣା ହଟିଯାଇଛି।

ଅଗଷ୍ଟ ୫ ତାରିଖରୁ ଜିମ୍ନାସିୟମ ଓ ଯୋଗ ଇନଷ୍ଟିଚ୍ୟୁଟ ଖୋଲି ପାରିବ। ତେବେ ଏଥିପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଏସଓପି ଜାରି କରିବେ। ଅଗଷ୍ଟ ୧୫ ସ୍ୱାଧୀନତା ଦିବସ କରୋନା କଟକଣା ମଧ୍ୟରେ ପାଳନ କରାଯିବ।

ତେବେ ଅନଲକ-୩ ବେଳେ ସ୍କୁଲ କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ମାର୍ଚ୍ଚ ମାସରୁ ହିଁ ସ୍କୁଲ କଲେଜ ବନ୍ଦ ରହିଛି। ଏବେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାର ଏଗୁଡ଼ିକୁ ପୂର୍ବଭଳି ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବନ୍ଦ ନିଷ୍ପତ୍ତି ଅଗଷ୍ଟ ୩୧ ଯାଏ ବଳବତ୍ତର ରହିବ। ହୋଟେଲ ଓ ରେଷ୍ଟୁରାଣ୍ଟରେ କେବଳ ପାର୍ସଲ ବ୍ୟବସ୍ଥା ରହିବ।

ସେହିପରି ବିମାନ, ମେଟ୍ରୋ, ସିନେମା ହଲ, କ୍ରୀଡ଼ା କାର୍ଯ୍ୟକ୍ରମ, ସାମାଜିକ, ରାଜନୀତିକ, ମନୋରଞ୍ଜନ, ସାଂସ୍କୃତି ଓ ଧାର୍ମିକ କାର୍ଯ୍ୟକଳାପ ମଧ୍ୟ ୩୧ ତାରିଖ ଯାଏ ବନ୍ଦ ରହିବ। ଏହାବାଦ ଥିଏଟର, ବାର୍, ଅଡିଟୋରିୟମ ବି ପୂର୍ବପରି ଖୋଲିବ ନାହିଁ। ପରିସ୍ଥିତି ଦେଖି ଏସବୁ କେବେ ଖୋଲାଯିବ ତା’ର ନିଷ୍ପତ୍ତି ନିଆଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି। 

ଅନଲକ-୩ରେ ପୂର୍ବଭଳି ଆନ୍ତଃରାଜ୍ୟ ଓ ରାଜ୍ୟ ଭିତରେ ଗମନାଗମନ ଓ ମାଲ ପରିବହନକୁ ଅନୁମତି ବଳବତ୍ତର ରହିଛି। ତେବେ ଦୋକାନରେ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ନିୟମ ପାଳନ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ବୟସ୍କ, ରୋଗାକ୍ରାନ୍ତ, ଶିଶୁମାନଙ୍କୁ ଘରୁ ନବାହାରିବାକୁ ଗାଇଡଲାଇନରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପରାମର୍ଶ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story