ନିଯୁକ୍ତି ଦୁର୍ନୀତି ମାମଲା: କୋର୍ଟରେ ହାଜର ହେଲେ ଦିଗବିଜୟ

ଭୋପାଳ: ମଧ୍ୟପ୍ରଦେଶ ସଚିବାଳୟ ନିଯୁକ୍ତି ଦୁର୍ନୀତି ମାମଲାରେ ଶନିବାର କୋର୍ଟରେ ହାଜର ହୋଇଥିଲେ କଂଗ୍ରେସର ସାଧାରଣ ସଂପାଦକ ଦିଗବିଜୟ ସିଂହ। ଏହି ମାମଲାରେ ତାଙ୍କୁ ଗିରଫ କରିବା ପାଇଁ ଗତକାଲି ଜାମିନବିହୀନ ୱାରେଣ୍ଟ ଜାରି ହେବା ପରେ ଆଜି ସେ ଭୋପାଳସ୍ଥିତ ସ୍ୱତନ୍ତ୍ର ଜିଲ୍ଲା ଓ ସେସନ‌୍ କୋର୍ଟରେ ବିଚାରପତି କାଶୀନାଥ ସିଂହଙ୍କ ସମ୍ମୁଖରେ ହାଜର ହୋଇଥିଲେ। ସେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବା ବେଳେ ସଚିବାଳୟରେ ନିଯୁକ୍ତିରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି। ଏହି ଦୁର୍ନୀତି […]

Digvijay-Singh

Digvijay-Singh

Rakesh Mallick
  • Published: Saturday, 27 February 2016
  • Updated: 27 February 2016, 08:53 AM IST

Sports

Latest News

ଭୋପାଳ: ମଧ୍ୟପ୍ରଦେଶ ସଚିବାଳୟ ନିଯୁକ୍ତି ଦୁର୍ନୀତି ମାମଲାରେ ଶନିବାର କୋର୍ଟରେ ହାଜର ହୋଇଥିଲେ କଂଗ୍ରେସର ସାଧାରଣ ସଂପାଦକ ଦିଗବିଜୟ ସିଂହ। ଏହି ମାମଲାରେ ତାଙ୍କୁ ଗିରଫ କରିବା ପାଇଁ ଗତକାଲି ଜାମିନବିହୀନ ୱାରେଣ୍ଟ ଜାରି ହେବା ପରେ ଆଜି ସେ ଭୋପାଳସ୍ଥିତ ସ୍ୱତନ୍ତ୍ର ଜିଲ୍ଲା ଓ ସେସନ‌୍ କୋର୍ଟରେ ବିଚାରପତି କାଶୀନାଥ ସିଂହଙ୍କ ସମ୍ମୁଖରେ ହାଜର ହୋଇଥିଲେ। ସେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବା ବେଳେ ସଚିବାଳୟରେ ନିଯୁକ୍ତିରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି।

ଏହି ଦୁର୍ନୀତି ମାମଲାରେ କୋର୍ଟରେ ୧୯୬ ପୃଷ୍ଠାର ସପ୍ଲିମେ।ରୀ ଚାର୍ଜସିଟ‌୍ ଦାଖଲ ହୋଇସାରିଥିଲେ ସୁଦ୍ଧା ଦିଗବିଜୟ ହାଜର ହୋଇ ନ ଥିଲେ। ତେଣୁ ଗତକାଲି କୋର୍ଟ ୱାରେଣ୍ଟ ଜାରି କରିଥିଲେ।

ଆଜି ସେ ମଧ୍ୟପ୍ରଦେଶରର କଂଗ୍ରେସ ସଭାପତି ଅରୁଣ ଯାଦବ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁରେଶ ପଚୌରୀ ଓ ତାଙ୍କ ଓକିଲ ବିବେକ ଟଙ୍ଖାଙ୍କ ସହିତ ଦିନ ପ୍ରାୟ ସାଢ଼େ ୧୧ଟା ବେଳେ କୋର୍ଟରେ ହାଜର ହୋଇଥିଲେ।

ଗତକାଲି ଏହି ଦୁର୍ନୀତି ମାମଲାରେ ଅନ୍ୟ ୭ ଜଣ ଅଭିଯୁକ୍ତ କୋର୍ଟରେ ହାଜର ହୋଇଥିଲେ। ସେମାନଙ୍କୁ ୩୦ ହଜାର ଟଙ୍କା ଲେଖାଏଁ ବ୍ୟକ୍ତିଗତ ମୁଚାଲିକାରେ ଜାମିନ‌୍‍ ଦିଆଯାଇଥିଲା।

ଏହି ଦୁର୍ନୀତି ମାମଲାରେ ମଧ୍ୟପ୍ରଦେଶ ପୋଲିସ‌୍ ଚାର୍ଜସିଟ‌୍ ଦାଖଲ କରିବା ପୂର୍ବରୁ ଗତବର୍ଷ ଦିଗବିଜୟ ସିଂହଙ୍କୁ ୫ ଘଣ୍ଟା ଧରି ଜେରା କରି ଥିଲା।

୧୯୯୩ରୁ ୨୦୦୩ ପର୍ଯ୍ୟନ୍ତ ଦିଗବିଜୟ ସିଂହ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଥିବା ବେଳେ ସଚିବାଳୟରେ ହୋଇଥିବା ନିଯୁକ୍ତିଗୁଡ଼ିକରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story