ନଅ ଦିନ ପାଇଁ ନଅଟି ଅନୁରୋଧ କଲେ ମୋଦୀ

ନୂଆଦିଲ୍ଲୀ: ଆଗକୁ ନବରାତ୍ରୀ ପର୍ବ ଆସୁଛି। ଏହା ହେଉଛି ଶକ୍ତି ପୂଜାର ପର୍ବ। ଭାରତ ସମ୍ପୂର୍ଣ୍ଣ ଶକ୍ତି ସହିତ ଆଗକୁ ବଢ଼ିବା ଉଚିତ୍। ଏହି ଅବସରରେ ଦେଶବାସୀଙ୍କୁ ୯ ଦିନ ପାଇଁ ୯ଟି ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରତ୍ୟେକ ଭାରତୀୟ ସଚେତନ ରହିବା ଉଚିତ୍ । ଆବଶ୍ୟକ ନଥିଲେ ଘରୁ ବାହାରନ୍ତୁ ନାହିଁ। ଯେଉଁମାନେ ୬୦-୬୫ ବର୍ଷ ବୟସ ମଧ୍ୟରେ ସେମାନେ ଘର ଭିତରେ ରହିବା ଉଚିତ୍। ମାର୍ଚ୍ଚ ୨୨ରେ ସକାଳ ୭ ରୁ […]

MODI

MODI

Subhransu Sekhar
  • Published: Thursday, 19 March 2020
  • Updated: 21 March 2020, 06:08 PM IST

ନୂଆଦିଲ୍ଲୀ: ଆଗକୁ ନବରାତ୍ରୀ ପର୍ବ ଆସୁଛି। ଏହା ହେଉଛି ଶକ୍ତି ପୂଜାର ପର୍ବ। ଭାରତ ସମ୍ପୂର୍ଣ୍ଣ ଶକ୍ତି ସହିତ ଆଗକୁ ବଢ଼ିବା ଉଚିତ୍। ଏହି ଅବସରରେ ଦେଶବାସୀଙ୍କୁ ୯ ଦିନ ପାଇଁ ୯ଟି ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

  • ପ୍ରତ୍ୟେକ ଭାରତୀୟ ସଚେତନ ରହିବା ଉଚିତ୍ । ଆବଶ୍ୟକ ନଥିଲେ ଘରୁ ବାହାରନ୍ତୁ ନାହିଁ।
  • ଯେଉଁମାନେ ୬୦-୬୫ ବର୍ଷ ବୟସ ମଧ୍ୟରେ ସେମାନେ ଘର ଭିତରେ ରହିବା ଉଚିତ୍।
  • ମାର୍ଚ୍ଚ ୨୨ରେ ସକାଳ ୭ ରୁ ୯ ଟା ପର୍ଯ୍ୟନ୍ତ ଜଣ୍ଟା କର୍ଫ୍ୟୁ ଅନୁସରଣ କରନ୍ତୁ।
  • ମାର୍ଚ୍ଚ ୨୨ ରେ ଅପରାହ୍ନ ୫ ଟାରେ ପାଞ୍ଚ ମିନିଟ୍ କରତାଳି ଦେଇ ଡାକ୍ତର, ନର୍ସ, ଜରୁରୀ ସେବା ପ୍ରଦାନକାରୀଙ୍କୁ ଧନ୍ୟବାଦ ଦିଅନ୍ତୁ।
  • ରୁଟିନ୍ ଚେକ ଅପ୍ ପାଇଁ ଡାକ୍ତରଖାନା ଯିବାଠାରୁ ଦୂରେଇ ରୁହନ୍ତୁ। ଡାକ୍ତରଙ୍କୁ ଫୋନ କରି ପରାମର୍ଶ ନିଅନ୍ତୁ। ଅସ୍ତ୍ରୋପଚାରକୁ ସ୍ଥଗିତ ରଖିପାରିଲେ ଭଲ।
  • କରୋନା ଭାଇରସର ମୁକାବିଲା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ଟାସ୍କ ଫୋର୍ସ ଗଠନ ହୋଇଛି। ଏହି ଟାସ୍କ ଫୋର୍ସ କରୋନା ଭାଇରସ କାରଣରୁ ଉପୁଜିବାକୁ ଥିବା ଆର୍ଥିକ ସମସ୍ୟାର ସମାଧାନ କରିବ।
  • ବ୍ୟବସାୟ, ଉଚ୍ଚ ଆୟକାରୀ ଗୋଷ୍ଠୀ ସେମାନଙ୍କ କର୍ମଚାରୀଙ୍କ ଦରମା ହ୍ରାସ ନକରିବାକୁ ଅପିଲ୍ କରନ୍ତୁ।
  • ନାଗରିକମାନେ ଅତ୍ୟାବଶ୍ୟକ ସାମଗ୍ରୀକୁ ଅଧିକ ନକିଣିବା ଉଚିତ୍। ଆତଙ୍କିତ ହେବାର ଆବଶ୍ୟକତା ନାହିଁ।
  • ଗୁଜବ ଖବରକୁ ବିଶ୍ୱାସ କରନ୍ତୁ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story