ସିରିଆ: ୨ଟି ସ୍ଥାନରେ ବୋମା ବିସ୍ଫୋରଣ,୯ ମୃତ

ଡମାସକସ୍‌: ସିରିଆର କେନ୍ଦ୍ରୀୟ ପ୍ରଦେଶରେ ଥିବା ହୋମ୍ସ ଅଞ୍ଚଳରେ ଗୁରୁବାର ୨ଟି ସ୍ଥାନରେ ଶକ୍ତିଶାଳୀ ବୋମା ବିସ୍ପୋରଣ ହେବାରୁ ୯ ଜଣଙ୍କର ମୃତ୍ୟୁ ଘଟିଛି। ଏକ କାର ଓ ମୋଟର ସାଇକେଲରେ ହୋଇଥିବା ଏହି ବୋମା ବିସ୍ଫୋରଣରେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରଯାଇଛି। ବିସ୍ଫୋରଣ ପରେ ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି।

Nine killed in twin bombings in Syria

Rakesh Mallick
  • Published: Thursday, 05 May 2016
  • , Updated: 04 May 2017, 03:44 PM IST

Related story