ମରିପଡିଛନ୍ତି ବାଦୁଡି, ଭୟରେ ଦିନ କାଟୁଛନ୍ତି ଅଞ୍ଚଳବାସୀ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ନାହନ ପଞ୍ଚାୟତର ବର୍ମାପାପଡ଼ି  ସିନିଅର ସେକେଣ୍ଡାରୀ ସ୍କୁଲ ପାଖରେ ଦେଖାଯାଇଛି ବାଦୁଡି ମଡ଼କ। ବୁଧବାର ଅଚାନକ ଭାବେ ଶହ ଶହ ବାଦୁଡ଼ି ମରି ପଡ଼ିଥିବା ଦେଖିବାକୁ ମିଳିଛି। ଏହି ଘଟଣା ପରେ ଚାରିଆଡ଼େ ଆତଙ୍କ ଖେଳିଯାଇଛି। ଏହି ଘଟଣା ସମ୍ପର୍କରେ ଖବର ପାଇ  ପ୍ରଶାସନ ଘଟଣାସ୍ଥଳରେ ପହଁଚି ମୃତ ବାଦୁଡିଙ୍କ ସାମ୍ପଲ ସଂଗ୍ରହ କରି ଯାଞ୍ଚ ପାଇଁ ପଠାଇଛି। ବନବିଭାଗ ଡିସି ଲଳିତ ଜୈନଙ୍କ କହିବା ଅନୁସାରେ ବାଦୁଡି ମରିବାକୁ ନେଇ ଡରିବାର […]

badudi

badudi

Rakesh Mallick
  • Published: Thursday, 24 May 2018
  • Updated: 24 May 2018, 01:07 PM IST

Sports

Latest News

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ନାହନ ପଞ୍ଚାୟତର ବର୍ମାପାପଡ଼ି  ସିନିଅର ସେକେଣ୍ଡାରୀ ସ୍କୁଲ ପାଖରେ ଦେଖାଯାଇଛି ବାଦୁଡି ମଡ଼କ। ବୁଧବାର ଅଚାନକ ଭାବେ ଶହ ଶହ ବାଦୁଡ଼ି ମରି ପଡ଼ିଥିବା ଦେଖିବାକୁ ମିଳିଛି। ଏହି ଘଟଣା ପରେ ଚାରିଆଡ଼େ ଆତଙ୍କ ଖେଳିଯାଇଛି। ଏହି ଘଟଣା ସମ୍ପର୍କରେ ଖବର ପାଇ  ପ୍ରଶାସନ ଘଟଣାସ୍ଥଳରେ ପହଁଚି ମୃତ ବାଦୁଡିଙ୍କ ସାମ୍ପଲ ସଂଗ୍ରହ କରି ଯାଞ୍ଚ ପାଇଁ ପଠାଇଛି।

ବନବିଭାଗ ଡିସି ଲଳିତ ଜୈନଙ୍କ କହିବା ଅନୁସାରେ ବାଦୁଡି ମରିବାକୁ ନେଇ ଡରିବାର କୌଣସି ଆବଶ୍ୟକତା ନାହିଁ। ଏହି ସ୍ଥାନରେ ଭୂତାଣୁ ସଂକ୍ରମଣ ହେବାର କୌଣସି ସମ୍ଭାବନା ନାହିଁ। ଏଡିଏମ୍‌ ଏସ୍‌ ଏସ୍‌ ରାଠୋରଙ୍କ ନେତୃତ୍ୱ ଏକ ଟିମ୍‌  ଅନୁସନ୍ଧାନ ପାଇଁ ପଠାଯାଇଛି। ଅଧିକ ଗରମ କାରଣରୁ ବାଦୁଡି ଗୁଡିକ ମରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।

ସୂଚନାଯୋଗ୍ୟ, କେରଳରେ ନିପା ଭାଇରସ୍‌ରେ ସଂକ୍ରମିତ ହୋଇ ୧୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ୧୫ଜଣରୁ ଅଧିକ ବ୍ୟକ୍ତିଙ୍କ ଅବସ୍ଥା ସଙ୍କଟପନ୍ନ ଅଛି। ନିପା ଭାଇରସ୍‌କୁ ନେଇ କେରଳବାସୀ ଆତଙ୍କତ ଅବସ୍ଥାରେ ଅଛନ୍ତି। ନିକଟରେ ତିରୁବନନ୍ତପୁରମ୍‌ର ଏକ ତାଲୁକ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସେବା କରି ଜଣେ ନର୍ସ ଏହି ଭାଇରସରେ ଆକ୍ରାନ୍ତ ହୋଇଥିଲେ । ଏବଂ ପରେ ତାଙ୍କା ମୃତ୍ୟୁ ଘଟିଥିଲା।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଅନୁଯାୟୀ, ନିପା ଭାଇରସ୍‌(ଏନ୍‌ଆଭି) ଜୀବନନାଶକ ଭାଇରସ୍‌। ବାଦୁଡି ଓ ଅନ୍ୟ ଗୃହପାଳିତପ୍ରାଣୀଙ୍କଠାରୁ ଏହା ମଣିଷକୁ ସଙ୍କ୍ରମିତ ହୋଇଥାଏ।

କେରଳ ଛଡା ଜାମ୍ମୁ କାଶ୍ମୀର, ଗୋଆ, ଗୁଜୁରାଟ ଓ ତେଲେଙ୍ଗାନା ଭଳି ୫ଟି ରାଜ୍ୟରେ ସରକାର ବିଶେଷ ସତର୍କ ଅବଲମ୍ୱନ କରିବାକୁ WHO କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story