ରାହୁଲ ଗାନ୍ଧିଙ୍କ ଯୋଗୁଁ ମୋ ପୁଅ ପାଇଲଟ୍‌ ହୋଇଛି:ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ୨୦୧୨ ମସିହାରେ ଘଟିଥିବା ନିର୍ଭୟା ଗଣବଳାତ୍କାର ମାମଲା ସାରା ଦେଶକୁ ଲଜ୍ଜିତ କରିଥିଲା। ଏବେ ଏହି ଘଟଣାକୁ ୫ ବର୍ଷ ବିତି ଯାଇଛି। ହେଲେ ଆଜି ବି ଲୋକଙ୍କ ମନରୁ ଲିଭିନି ଏହି ଘଟଣା। ତେବେ ଏ ଭିତରେ ନିର୍ଭୟାଙ୍କ ମା’ ଆଶା ଦେବୀ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି,“ ଆଜି ଯଦି ନିର୍ଭୟାର ଭାଇ ପାଇଲଟ୍‌ ହୋଇଛି କେବଳ ରାହୁଲ ଗାନ୍ଧିଙ୍କ ପାଇଁ।” ନିର୍ଭୟାର ମା’ […]

rahul

rahul

Rakesh Mallick
  • Published: Thursday, 02 November 2017
  • Updated: 02 November 2017, 12:10 PM IST

Sports

Latest News

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ୨୦୧୨ ମସିହାରେ ଘଟିଥିବା ନିର୍ଭୟା ଗଣବଳାତ୍କାର ମାମଲା ସାରା ଦେଶକୁ ଲଜ୍ଜିତ କରିଥିଲା। ଏବେ ଏହି ଘଟଣାକୁ ୫ ବର୍ଷ ବିତି ଯାଇଛି। ହେଲେ ଆଜି ବି ଲୋକଙ୍କ ମନରୁ ଲିଭିନି ଏହି ଘଟଣା। ତେବେ ଏ ଭିତରେ ନିର୍ଭୟାଙ୍କ ମା’ ଆଶା ଦେବୀ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି,“ ଆଜି ଯଦି ନିର୍ଭୟାର ଭାଇ ପାଇଲଟ୍‌ ହୋଇଛି କେବଳ ରାହୁଲ ଗାନ୍ଧିଙ୍କ ପାଇଁ।”

ନିର୍ଭୟାର ମା’ ଏକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି,“ଏହି ଘଟଣା ପରେ  ଆମ ପରିବାର ସଂପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିଲା। କିନ୍ତୁ ନିର୍ଭୟାର ଭାଇ ନିଜ ଲକ୍ଷ୍ୟରୁ ଓହରି ଯାଇନଥିଲା। ନିର୍ଭୟାର ଭାଇକୁ ଲକ୍ଷ୍ୟସ୍ଥଳକୁ ପହଞ୍ଚାଇବା ପାଇଁ ରାହୁଲ ଗାନ୍ଧି ତାକୁ ବାରମ୍ୱାର ସାହସ ଦେଇଆସିଛନ୍ତି। ସେନାରେ ଯୋଗ ଦେବାକୁ ସେ ଚାହୁଁଥିବାରୁ ରାହୁଲ ତାକୁ ସ୍କୁଲ ପଢ଼ା ସରିବା ପରେ ବିମାନ ଉଡ଼ାଣ ପ୍ରଶିକ୍ଷଣ ନେବାକୁ କହିଥିଲେ। ରାହୁଲ ସବୁବେଳେ ଫୋନ୍‌ କରି ତାକୁ ଉତ୍ସାହ କରିଛନ୍ତି।”

ସେ ଆହୁରି କହିଛନ୍ତି,“୨୦୧୩ ମସିହାରେ ସିବିଏସ୍‌ଇ ପରୀକ୍ଷା ଦେବା ପରେ  ନିର୍ଭୟାର ଭାଇ ରାଇବରେଲୀରେ ଥିବା ଇନ୍ଦିରା ଗାନ୍ଧି ରାଷ୍ଟ୍ରୀୟ ଉଡ଼ାଣ ଏକାଡେମୀରେ ଆଡମିଶନ କରିଥିଲା। ଏହି ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେବା ସତ୍ତ୍ୱେ ସେ ୧୮ ମାସର ପ୍ରଶିକ୍ଷଣ ଶେଷ କରିଥିଲା। ପାଠପଢ଼ା ବନ୍ଦ ନ କରିବାକୁ ରାହୁଲ ସବୁବେଳେ ତାକୁ ପରାମର୍ଶ ଦେଇଆସିଥିଲେ। ଏବେ ତାର ପାଠପଢ଼ା ଶେଷ ହୋଇଯାଇଛି। ଗୁରଗ୍ରାମରେ ଏବେ ପ୍ରଶିକ୍ଷଣ ଚାଲିଛି। ଖୁବ୍‌ଶୀଘ୍ର ସେ ପ୍ଲେନ୍‌ ଚଲାଇବ। ରାହୁଲଙ୍କ ବ୍ୟତୀତ ତାଙ୍କ ଭଉଣୀ ପ୍ରିୟଙ୍କା ମଧ୍ୟ ଅନେକ ଥର ଫୋନ୍‌ କରି ତାର ସୁବିଧା ଅସୁବିଧା ପଚାରି ବୁଝିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story